Daily Archives

September 29, 2021

ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ମତଦାନ, ନେତା ବାଛିବେ ଜନତା

ଭୁବନେଶ୍ୱର: ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ମତଗ୍ରହଣ କରାଯିବ। କରୋନାକୁ ଆଖି ଆଗରେ ରଖି ବୁଥ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ପୂରା ବ୍ୟବସ୍ଥାକୁ ସିସିଟିଭିର ନଜରରେ ରଖାଯାଇଛି। ହେଲେ ଏସବୁ ଭିତରେ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସ୍ପଳ୍ପ ବୃଷ୍ଟିପାତ ଓ ଲଗାଣ ବର୍ଷା ପରେ ଏବେ ଜମିରେ ହାତୀପଲ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଧାନ କ୍ଷେତ ଆଡକୁ ଆସୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ପରେ ପରେ ଲଗାଣ ବର୍ଷାରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ତ୍ତମାନ ଧାନ କ୍ଷେତକୁ ହାତୀ ଭୟ…
ଅଧିକ ଖବର ଦେଖନ୍ତୁ...

ପୁଣି ପଶିଲେ ହାତୀପଲ: ଲୋକେ ଆତଙ୍କିତ, ମକା ଚାଷୀଙ୍କ ବଢ଼ିଲା ଚିନ୍ତା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟସ୍ଥ ହାତିଗାଁ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତି ଠାରୁ ହାତୀପଲ ପଶିଛନ୍ତି। ଛତିଶଗଡ଼ ଗାରିଆବନ୍ଧର ସାଲେଭାଟା ଜଙ୍ଗଲରୁ ହାତୀପଲ ପଶି ଆସି ସାରା ରାତି ଓଡିଶା ଜଙ୍ଗଲରେ ତାଣ୍ଡବ ରଚିବା ସହିତ ମକା ଫସଲ ନଷ୍ଟ କରି ଫେରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର, ରାଜସ୍ଥାନର ବ୍ୟାଟିଂ ଜାରି

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍‌ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍‌ସ। ତେବେ ବିରାଟ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ତେରେଛା ବାଣ ମାରିଲେ କଂଗ୍ରେସ ନେତା କପିଲ ସିବଲ, ଯିଏ ତାଙ୍କର ଅତି ନିଜର ଥିଲେ ସେମାନେ…

ନୂଆଦିଲ୍ଲୀ: ପଞ୍ଜାବରେ ସଙ୍କଟର ସାମ୍ନା କରୁଥିବା କଂଗ୍ରେସକୁ ଏବେ ଏହାର ବରିଷ୍ଠ ନେତା କପିଲ ସିବଲ ପ୍ରଶ୍ନ କରିଛନ୍ତି। କପିଲ ସିବଲ ପରୋକ୍ଷ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ତାଙ୍କ ସହ ଥିବା ଲୋକମାନେ ମଧ୍ୟ ତାଙ୍କୁ ଛାଡି ଚାଲିଯାଉଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୬୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୩ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୫୮୩ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ନାଳରେ ବୁଡି ବୃଦ୍ଧ ମୃତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ୱଭିମାନଞ୍ଚଳ ଅନ୍ତର୍ଗତ ପାପରମେଟଲା ପଂଚାୟତର ରୁମା ଗ୍ରାମରେ ନାଳରେ ବୁଡ଼ି ଯିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତକାଲି ୨୮ ତାରିଖ ଦିନ ରୁମା ଗ୍ରାମର ହରି ଖରା (୪୫)ଙ୍କ ପିତା ସିନୟା ଖରା ଗାଁ ନିକଟରେ ଥିବା ମୋସନବନ୍ଧା ନାଳକୁ ମାଛ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ୪୯,୨୭୯ ପରୀକ୍ଷାର୍ଥୀଙ୍କୁ ମିଳିଲା ରାଙ୍କ 

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି। ପିଲାମାନେ ୱେବସାଇଟ୍‌ www.ojee.nic.in ଓ www.odishajee.comରୁ ନିଜର ରାଙ୍କ ଜାଣିପାରିବେ। ବି. ଫାର୍ମରେ…
ଅଧିକ ଖବର ଦେଖନ୍ତୁ...