Daily Archives

October 18, 2021

୧୯ବର୍ଷ ପରେ ମିଳିଲା ନ୍ୟାୟ: ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଘଟଣା ଘଟିବାର ୧୯ବର୍ଷ ପରେ ମିଳିଲା ନ୍ୟାୟ। ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରମୀତ ରାମ ରହିମ ଏବଂ ଅନ୍ୟ ୪ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ…
ଅଧିକ ଖବର ଦେଖନ୍ତୁ...

ବଅଁରପାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତାଳଚେର ରୋଡ ଷ୍ଟେସନ ଠାରେ ରେଳରୋକ୍

ବଅଁରପାଳ : ବିଜେପି ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି କୃଷକ ମୋର୍ଚ୍ଚା ଓ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସମର୍ଥନରେ ବଅଁରପାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତାଳଚେର ରୋଡ ଷ୍ଟେସନରେ ରେଳରୋକ କରାଯାଇଛି । ବଅଁରପାଳ ବ୍ଲକ କଂଗ୍ରେସ ସଭାପତି…
ଅଧିକ ଖବର ଦେଖନ୍ତୁ...

କୃଷକ କଲେ ବିଶ୍ୱ ରେକର୍ଡ, ଜମିରୁ ଉତ୍ପାଦିତ ହେଲା ୧୦ କୁଇଣ୍ଟାଲର କଖାରୁ

ନ୍ୟୁୟର୍କ: ରେକର୍ଡ କଲେ କୃଷକ | କୃଷକଙ୍କ ପରିଶ୍ରମ ଓ ଯତ୍ନ ଯୋଗୁଁ ତାଙ୍କ ଜମିରେ ଫଳିଛି ବିଶ୍ୱର ସବୁଠାରୁ ଓଜନିଆ କଖାରୁ | ମିଳିଥିବା ସୂଚନା ମୁତାବକ ଏହି ଆମେରିକୀୟ କୃଷକଙ୍କ କଖାରୁର ଓଜନ ପ୍ରାୟ ଦଶ କ୍ୱିଣ୍ଟାଲ ହୋଇଥିବାବେଳେ ଏହି କଖାରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି | ଏହି କଖାରୁର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପ‌ରେ ଏବେ ଉତ୍ତରପ୍ରଦେଶ; କୋର୍ଟ ପରିସରରେ ଓକିଲଙ୍କୁ ଗୁଳି ମାଡ଼, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ…

ଲକ୍ଷ୍ନୌ: ଦିଲ୍ଲୀ ପ‌ରେ ଏବେ ଉତ୍ତରପ୍ରଦେଶ। ପୁଣି କୋର୍ଟ ଭିତରେ ହେଲା ଆକ୍ରମଣ। ଦିଲ୍ଲୀରେ ଜଣେ ଗ୍ୟାଙ୍ଗଷ୍ଟରକୁ କୋର୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ କୋର୍ଟ ଭିତରେ ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଜଣକ ଭୁପେନ୍ଦ୍ର ସିଂହ ବୋଲି ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର ଓ ମୟୂରଭଞ୍ଜ ରହିଛି। ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
ଅଧିକ ଖବର ଦେଖନ୍ତୁ...

କଇଁ ଫୁଲ ତୋଳିବାକୁ ଯାଇ ନଦୀ ଜୋରରେ ବୁଡ଼ିଗଲେ ଦୁଇ ନାବାଳକ 

ଯାଜପୁର: ନଦୀ ଜୋରକୁ କଇଁ ଫୁଲ ତୋଳିବାକୁ ଯାଇ ଦୁଇ ନାବାଳକ ବୁଡ଼ିଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ପୁଅ ବିଭୁତି ଜେନା(୧୪) ଓ ଉମା ଜେନାଙ୍କ ପୁଅ ଦିବ୍ୟରଞ୍ଜନ ଜେନା(୧୭) କଇଁ ଫୁଲ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଚନ୍ନିଙ୍କ ଘୋଷଣା, ରାଜ୍ୟବାସୀଙ୍କ ୧୮୦୦ କୋଟି ଟଙ୍କାର ଜଳକର ଛାଡ଼

ଚଣ୍ଡୀଗଡ଼: ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳର ଲୋକଙ୍କୁ ଖୁସି କରିବାକୁ ଆଜି ପଞ୍ଜାବ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି | ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାର ପାଣି ବିଲ୍ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

ଶାଳପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ହାଡ଼ ବ୍ଲକ୍ ଅନ୍ତର୍ଗତ ହାଡ଼ଗରି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଏବୋଲ ପଞ୍ଚାୟତ ହାଡ଼ଗରି ଗ୍ରାମର ପାର୍ବତୀ ପଧାନ। ମିଳିଥିବା ସୂଚନା ଅନୁଯାୟୀ, ପାର୍ବତୀ…
ଅଧିକ ଖବର ଦେଖନ୍ତୁ...

ରେଳ ରୋକ ପ୍ରଭାବ: ୫୦ଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ହିଂସାକାଣ୍ଡରେ ପୁଅ ଆଶିଷ ମିଶ୍ରା ଅଭିଯୁକ୍ତ ଥିବାରୁ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି। ଶାନ୍ତପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ…
ଅଧିକ ଖବର ଦେଖନ୍ତୁ...

କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ବର: କମିସନରେଟ ପୁଲିସ ପକ୍ଷରୁ 'ପ୍ରାରମ୍ଭ' ଯୋଜନା ଆରମ୍ଭ ହୋଇଛି। ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ। ପ୍ରତିବର୍ଷ ବର୍ଷ ଭୁବନେଶ୍ବରରେ ୩୦୦ରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି। ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...