Daily Archives

October 18, 2021

ଶସ୍ତା ହେଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଭାରତର ସରଫା ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ ସୋମବାର ଅକ୍ଟୋବର ୧୮ ତାରିଖ ସକାଳେ ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ ସୁନା ଦର ୭୪୬ଟଙ୍କା ହ୍ରାସ ପାଇଛି। ଏଥିସହିତ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ପ୍ରତି ୧୦…
ଅଧିକ ଖବର ଦେଖନ୍ତୁ...

ଏତେ ବେପରୁଆ? ପାର୍ବଣରେ ବି ସୁଧୁରିଲାନି ପରିମଳ, ରାସ୍ତା ସାରା ଖାଲ,ପଚପଚ

କେନ୍ଦ୍ରାପଡ଼ା: ଆଉ ଦିନକ ପରେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। କରୋନା କଟକଣା ପାଇଁ ଯଦିଓ ପାର୍ବଣର ମାହୋଲ ସଂପୂର୍ଣ୍ଣ ଫିକା ପଡ଼ିଯାଇଛି, କିନ୍ତୁ ପାରମ୍ପରିକ ରୀତିନୀତିରେ ବିଧି ରକ୍ଷା ପୂଜା ପାଇଁ ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବେକ ଓ ହାତକୁ କାଟି ଦେଲେ ଅଭିଯୁକ୍ତ

ବାଲେଶ୍ଵର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ଜଳେଶ୍ଵରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବେଲ ବାରିଆ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଶିବ ଶଙ୍କର ସେନାପତି ନାମକ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...

ବଅଁରପାଳରେ ହାତୀମାନଙ୍କ ଦୌରାତ୍ମ୍ୟ: ଘର ଭାଙ୍ଗିବା ସହ ଧାନଚାଉଳ ଖାଇଲେ

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତରେ ହାତୀମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ରାତି ପ୍ରାୟ ଗୋଟାଏ ସମୟରେ ହାତୀମାନେ ଗାଁ ଭିତରକୁ ପଶିଥିଲେ। ପ୍ରଥମେ ହାତୀଗୁଡ଼ିକ ଲୋକଙ୍କୁ ଆତଙ୍କିତ କରିଥିଲେ। ଏହାପରେ ସେମାନେ ଘର ଭାଙ୍ଗିଥିଲେ। ଗଡ଼ସନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆଜି ପୁଣି ଅମିତ ଶାହଙ୍କୁ ଭେଟିବେ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଆଜି ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ପର ଠାରୁ ଏହା ହେଉଛି ତାଙ୍କର ତୃତୀୟ ଦିଲ୍ଲୀ ଗସ୍ତ। ସେ ବାରମ୍ବାର ଅମିତ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଜରେଇକେଲା ସାନଜମାଲ ଗାଁର ମଧୁ ମାହାତୋ (୫୨)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ମୃତ ମଧୁର କ୍ଷତବିକ୍ଷତ ଶବ ସରକାରୀ ସ୍କୁଲ ସମ୍ମୁଖ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ରଙ୍ଗପୁରରେ ୨୦ ହିନ୍ଦୁ ଘର ପୋଡ଼ି ପକାଇଲେ ଉତ୍ତ୍ୟକ୍ତ ଜନତା

ନୂଆଦିଲ୍ଲୀ: ରବିବାର ରାତିରେ ବାଂଲାଦେଶର ରଙ୍ଗପୁର ସହରରେ ଉତ୍ତ୍ୟକ୍ତ ଜନତା ୨୦ରୁ ଅଧିକ ହିନ୍ଦୁମାନଙ୍କ ଘର ପୋଡ଼ି ପକାଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ଫେସ୍‌ବୁକ୍‌’ରେ ଜଣେ ହିନ୍ଦୁ ଯୁବକ ମୁସଲମାନଙ୍କ ଧାର୍ମିକ ଭାବାବେଗକୁ ବାଧିବା ପରି…
ଅଧିକ ଖବର ଦେଖନ୍ତୁ...

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ…

ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଶ୍ରୀମତୀ ବେହେରା ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ‘ବିଜେପି’ ଯୁବ ଶାଖା ନେତା ନିହତ; ‘ତୃଣମୂଳ କଂଗ୍ରେସ’ର କାର୍ଯ୍ୟ ବୋଲି ଦାବି କଲେ ଶୁଭେନ୍ଦୁ ଅଧିକାରୀ

କୋଲ୍‌କାତା: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଅନ୍ତର୍ଗତ ଇଟାହାରରେ ଆତତାୟୀମାନେ ‘ବିଜେପି’ ଯୁବ ଶାଖାର ନେତା ମିଥୁନ ଘୋଷଙ୍କୁ ବନ୍ଧୁକ ମାରି ହତ୍ୟା କରିଥିବା କଥା ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି। ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି, ଉତ୍ତର ଦିନାଜପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

୫୦ ଶିଶୁ ଓ କିଶୋରଙ୍କ ସମେତ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୦ ଜଣ ଶିଶୁ ଓ କିଶୋର କରୋନା…
ଅଧିକ ଖବର ଦେଖନ୍ତୁ...