Daily Archives

November 25, 2021

ଗଛରେ ଝୁଲିପଡ଼ିଲେ ଭାଇଭଉଣୀ; ହତ୍ୟା ନା ଆତ୍ମହତ୍ୟା? କାରଣ ଖୋଜୁଛି ପୁଲିସ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଶୋଳ ଲୋଧାବସ୍ତିର ଜଣେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକ ଦୁଇଜଣ ସମ୍ପର୍କୀୟ ଭାଇଭଉଣୀ ବୋଲି ସୂଚନା ମିଳିଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ଯୋଜନାବଦ୍ଧ ଭାବେ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଭାସିଗଲେ ୪ ଛାତ୍ର, ଜଣେ ଉଦ୍ଧାର: ୩ ନିଖୋଜ

କଟକ: ମହାନଦୀରେ ଗାଧୋଉଥିବାବେଳେ ଗୁରୁବାର ଅପରାହ୍ନରେ ୪ଜଣ ଛାତ୍ର ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ପତ୍ତା ମିଳିନଥିବାବେଳେ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। କଟକ ନୂଆ ବଜାର ପୋତାପୋଖରୀ ଅଞ୍ଚଳର ଉକ୍ତ ୪ଜଣ ଛାତ୍ର ସାଇକେଲରେ ଅପରାହ୍ନ ପ୍ରାୟ ୨ଟାରେ ଘରୁ ବାହାରି ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

ଟିଭି ଓ ରେଡିଓରେ ଆଙ୍କରିଂ ଶିଖିବାର ସୁଯୋଗ ଆଣିଛି ଆଉଟରିଚ୍ 

ଭୁବନେଶ୍ୱର: ଫେରିଛି ଆଉଟରିଚର ଅଫଲାଇନ୍ ଆଙ୍କରିଂ ଟ୍ରେନିଂ। ଏଥର ସମ୍ପୂର୍ଣ୍ଣ ରେସିଡେନ୍ସିଆଲ ମୋଡ଼ରେ ଏକ ସପ୍ତାହବ୍ୟାପୀ ଏହି ଟ୍ରେନିଂ ଆୟୋଜିତ ହେବ। ଆଙ୍କରିଂକୁ ନିଜର କ୍ୟାରିୟର କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ସାଉଁଟିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ସଂରକ୍ଷଣ ଆଇନ ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

ଯାଜପୁରଟାଉନ: ପରିବେଶ ବିଧ୍ଵଂସକାରୀ, ଜନ ବିରୋଧୀ, ପୁଞ୍ଜିପତି ସପକ୍ଷବାଦୀ ଆଇନ ସଂଶୋଧନ ହେଲେ ଆଦିବାସୀମାନେ ଜମି, ଜଙ୍ଗଲରୁ  ବିସ୍ଥାପିତ ହେବା ସହ ଗ୍ରାମସଭା ଅଧିକାର କ୍ଷୁଣ୍ଣ ହେବ। ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପ୍ରସ୍ତାବକୁ ବାତିଲ କରିବା ସହ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷା ଦାବି…
ଅଧିକ ଖବର ଦେଖନ୍ତୁ...

ଅଣ୍ଡାମାଡ ନେଇ ବିଜେପି-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି, ପ୍ରଣବଙ୍କ ଟ୍ୱିଟ୍ ର ଜବାବ ରଖିଲେ ଜୟନାରାୟଣ ।

ଭୁବନେଶ୍ବର: ଅଣ୍ଡାମାଡ ନେଇ ଜମା ଥମୁନି ରାଜନୀତି । ବେଶ କିଛି ଦିନ ହେବ ନେତାମନ୍ତ୍ରୀଙ୍କୁ ଅଣ୍ଡାମାଡ ହେଉଥିବା ବେଳେ ଅଣ୍ଡାମାଡ ରାଜନୀତି ନେଇ କାଦୁଅ ଫୋପଡା ଫୋପଡି ହୋଇଛନ୍ତି ବିଜେପି-ବିଜେଡି । ଅଣ୍ଡାମାଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ବର୍ଷ ପରେ ଖୋଲିଲା ପେପରମିଲ୍, କର୍ମଚାରୀଙ୍କ ମୁହଁରେ ଫୁଟିଲା ହସ

ଜୟପୁର: ୨୦୧୯ ଏପ୍ରିଲ ମାସରେ ଯନ୍ତ୍ରାଂଶ ମରାମତି ପାଇଁ ବିଲଟ୍-ୟୁନିଟ୍-ସେବା ପେପର ମିଲ୍ ବନ୍ଦ ହୋଇ ଯାଇଥିଲା। ଅଢ଼େଇ ବର୍ଷ ପରେ ଆଜି କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ମିଲ୍ ନିକଟକୁ ଆସିବା ବେଳେ ମୁହଁରେ ହସପୁଟିବା ଦେଖିବାକୁ ମିଳିଥିଲା। ଆଜି ସମସ୍ତ ଶ୍ରମିକଙ୍କୁ…
ଅଧିକ ଖବର ଦେଖନ୍ତୁ...

 ରେଳଧାରଣାରେ ପକ୍ଷୀ ବସିଥିବାର ଫଟୋ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥା’ନ୍ତି।  ସେ ପ୍ରେରଣାଦାୟକ ଭିଡିଓ ହେଉ ଅବା ମଜାଳିଆ  ଭିଡିଓ କି ପୋଷ୍ଟ ହେଉ।  ଏପରିକି ସେ ତାଙ୍କ ଫଲୋୟର୍ସଙ୍କ ଭିଡିଓକୁ ବି ସେୟାର କରିଥାଆନ୍ତି।  ସର୍ବଦା…
ଅଧିକ ଖବର ଦେଖନ୍ତୁ...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଅଟକ; ବିରୋଧୀଙ୍କ ଅଣ୍ଡାମାଡ଼

ଭୁବନେଶ୍ୱର: ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଅଞ୍ଚଳରେ କିଛି ଲୋକ ଅଟକ ରଖିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ସାଂସଦଙ୍କ ସପକ୍ଷ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଅଣ୍ଡାମାଡ଼ ଓ ଠେଲାପେଲା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କଠୁ ଆରମ୍ଭ କରି ବିଗ୍ ବିଙ୍କ ପର୍ଯ୍ୟନ୍ତ; ଏସବୁ କଳାକାର କରିଛନ୍ତି କେଶ ପ୍ରତିରୋପଣ

ବଲିଉଡରେ କିଛି ଏମିତି କଳାକାର ଅଛନ୍ତି, ଯେଉଁମାନେ ବୟସ କେବଳ ଏକ ନମ୍ବର ବୋଲି ପ୍ରମାଣ କରିଛନ୍ତି। ବୟସ ଯେତେ ଅଧିକ ହେଉଛି, ସେତେ ଚମକୁଛନ୍ତି ବଲିଉଡର କିଛି କଳାକାର। ହେଲେ ପରଦାରେ ଭଲ ଦେଖାଯିବା ପାଇଁ ଏବଂ ନିଜ ପ୍ରଶଂସକଙ୍କ ପାଖରେ ପୂର୍ବ ଭଳି ଲୋକପ୍ରିୟ ହୋଇରହିବା ପ‌ାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ଗ୍ୟାରେଜ୍‌ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ୧୪ ହଜାର

ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲାରେ ଏବେ କଥା କଥାକେ ମାଉଜର୍‌ ଦେଖାଉଛନ୍ତି ଅପରାଧୀ। ବନ୍ଧୁକ ମୁନରେ ଲୁଟ୍‌ପାଟ୍‌ ତ ସାଧାରଣ କଥା ହେଲାଣି। ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ଯୋଗୁଁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପୁଲିସର ନିଷ୍କ୍ରିୟତା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତମାସ…
ଅଧିକ ଖବର ଦେଖନ୍ତୁ...