Daily Archives

June 8, 2022

ଲଦାଖ ନିକଟରେ ଚାଲିଥିବା ଚୀନ୍‌ର ଭିତ୍ତିଭୂମି ବିସ୍ତାର କାର୍ଯ୍ୟକଳାପ ‘ଉଦ୍‌ବେଗଜନକ’: ଆମେରିକାର ଶୀର୍ଷ ଜେନେରାଲ୍‌

ନୂଆଦିଲ୍ଲୀ: ଲଦାଖ ନିକଟରେ ଚାଲିଥିବା ଚୀନ୍‌ର ଭିତ୍ତିଭୂମି ବିସ୍ତାର କାର୍ଯ୍ୟକଳାପ ‘ଆଖି ଖୋଲିଦେବା’ ପରି ଏବଂ ସେଠାରେ ସୃଷ୍ଟି କରାଯାଉ ଥିବା କେତେକ ଭିତ୍ତିଭୂମି ‘ଉଦ୍‌ବେଗଜନକ’ ବୋଲି ଆମେରିକାର ଜଣେ ଶୀର୍ଷ ଜେନେରାଲ କହିଛନ୍ତି। ଆମେରିକୀୟ ସେନାର ପ୍ରଶାନ୍ତ ମହାସାଗର କମାଣ୍ଡିଂ ଜେନେରାଲ…
ଅଧିକ ଖବର ଦେଖନ୍ତୁ...

ଭିଏତନାମର ସାମରିକ ଘାଟି ବ୍ୟବହାର କରିପାରିବ ଭାରତ

ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ ଭାରତର ପଡ଼ୋଶୀ ଦେଶମାନଙ୍କୁ ନିଜ ପଟକୁ ଟାଣି ଭାରତକୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଆଜି ଭାରତ ଭିଏତନାମ ସହିତ ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି କରିଛି । ଏହି ଚୁକ୍ତି ଫଳରେ ଦୁଇ ଦେଶର ମିଲିଟାରୀ ପରସ୍ପରର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ବେଲୁଚିସ୍ତାନରେ ଘାଟି ତଳକୁ ଖସିପଡିଲା ଯାତ୍ରୀବାହୀ ଗାଡି: ୨୨ ଜଣଙ୍କର ମୃତ୍ୟୁ

ଲାହୋର: ଆଜି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ଯାତ୍ରୀବାହୀ ଗାଡି ଘାଟି ତଳକୁ ଖସିପଡିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଘାଟି ତଳକୁ ଖସିପଡିଥିଲା | ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ୨୨ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ଅପରାଧ ଯୋଜନା ଫେଲ୍‌; ୩ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ବର: ବଡ଼ଧରଣର ଅପରାଧ ଘଟାଇବା ପାଇଁ ‌ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଜଟଣୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ ଜଣ ଅଭିଯୁକ୍ତ। ଗିରଫ ଅଭିଯୁକ୍ତମାନେ ହେଲେ ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ (୨୭), ଦୀପୁ ଓରଫ ଦୀପ୍ତିନାରାୟଣ ଜେନା (୨୪) ଓ ସୁନ୍ଦର ମାର୍ଥା। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମର କିଙ୍ଗ୍ ହେଲେ ବିରାଟ କୋହଲି, ୨୦୦ମିଲିୟନରେ ପହଞ୍ଚିଲା ଫଲୋୟର ସଂଖ୍ୟା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର କିଙ୍ଗ ହେଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଓ୍ବର୍ସ ହାସଲ କଲେ ବିରାଟ । ଗତ କିଛି ମାସ ଧରି ବିଭିନ୍ନ କାରଣ ପାଇଁ କୋହଲି ବିବାଦରେ ରହିଥିଲେ…
ଅଧିକ ଖବର ଦେଖନ୍ତୁ...

୭୦ କୁଇଣ୍ଟାଲ ଚୋରା ମହୁଲ ଜବତ, ଜଣେ ଗିରଫ

ରାଉରକେଲା: ଚୋରା ମହୁଲ ବେପାରୀଙ୍କ ଉପରେ ଅବକାରୀ ବିଭାଗର ତୀକ୍ଷ୍ଣ ନଜର। ଅବକାରୀ କମିସନରଙ୍କ ନିର୍ଦ୍ଧେଶକ୍ରମେ ସମଗ୍ର ରାଜ୍ୟରେ ବେଆଇନ ମହୁଲ ମହଜୁଦକାରୀଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରହିଛି। ଏହିକ୍ରମରେ ରାଉରକେଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଦ୍ୱାରା ବିଶ୍ରା ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି । କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ…
ଅଧିକ ଖବର ଦେଖନ୍ତୁ...

୧୫ ଦିନର ଛୁଆକୁ ବିକି ଟିଭି, ଫ୍ରିଜ କିଣିଲା ମା

ଇନ୍ଦୋର: ଛୁଆର ଦାମ ସାଢେ ୫ ଲକ୍ଷ ଟଙ୍କା | ମଧ୍ୟପ୍ରଦେଶର ଇନ୍ଦୋରରେ ମାତୃତ୍ଵକୁ ଲଜ୍ଜିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମା ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରି ସେହି ଟଙ୍କାରେ ଫ୍ରିଜ୍, ଟିଭି ଏବଂ ୱାଶିଂ ମେସିନ୍ ଭଳି ଜିନିଷ କିଣିଛି | ଏହି ମାମଲାରେ…
ଅଧିକ ଖବର ଦେଖନ୍ତୁ...

ପାଠାଗାରରେ ବିଜେପିର ବୈଠକକୁ ନେଇ ପ୍ରଶ୍ନ ଉଠାଇଲା ଟିଏମସି

କୋଲକାତା: ପାଠାଗାରରେ ବିଜେପିର ବୈଠକକୁ କଡା ବିରୋଧ କରିଛି ତୃଣମୂଳ କଂଗ୍ରେସ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ଦଳୀୟ ନେତାଙ୍କ ସହ ବୈଠକ କରିବେ | ତେବେ ଏହି ବୈଠକ କୋଲକାତାର ନ୍ୟାସନାଲ ଲାଇବ୍ରେରୀରେ ହେବ | ଆଉ ଏହି ରାଜନୈତିକ ବୈଠକକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କରିବା ପ‌ରେ ଶବକୁ ଲୁଚାଇ ରଖି ସାଙ୍ଗଙ୍କ ସହ ପାର୍ଟି କଲା ପୁଅ

ଲକ୍ଷ୍ନୌ: ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କଲା ପୁଅ। ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ହତ୍ୟା ବିଷୟରେ ନାବାଳକ କାହାକୁ ନଜଣାଇ ନିିଜ ସାଙ୍ଗମାନଙ୍କୁ ଡାକି ପାର୍ଟି କରିଥିଲେ। ଗୋଟିଏ ଘରେ ମା’ର ମୃତଦେହକୁ ଚାବି ପକାଇ ରଖିବା ସହ ଅନ୍ୟ ଘରେ ନାବାଳକଜଣକ ପାର୍ଟି କରିବା…
ଅଧିକ ଖବର ଦେଖନ୍ତୁ...