Daily Archives

August 14, 2022

ବାଇକକୁ ପିଟିଲା ଟ୍ରାକ୍ଟର, ଜଣେ ମୃତ

ସୁନ୍ଦରଗଡ଼: ଆଜି ସକାଳେ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ବିଜୁ ଏକ୍ସପ୍ରେସ ୱେ ଭୋଜପୁର ନିକଟରେ ଟ୍ରାକ୍ଟର ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଯୁବକଙ୍କ ପରିଚୟ ମିଳିନାହିଁ। ଖବର ପାଇ ସଦର ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ସେବା ପଦକ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିଛି। ଉଲ୍ଲେଖନୀୟ ସେବା ପାଇଁ ଜେଲର୍‌ ବିଭେନ୍ଦୁ ଭୂୟାଁଙ୍କୁ ‘ରାଷ୍ଟ୍ରପତିଙ୍କ ସୁଧାରତ୍ମକ ସେବା ପଦକ’, ଜେଲର୍‌ ବୁଲୁ ମାଟିଆ ଓ ସହକାରୀ ଜେଲର୍‌ ସୁପକ…
ଅଧିକ ଖବର ଦେଖନ୍ତୁ...

୧୪ ହଜାର ପାଖକୁ ଖସିଲା ଦେଶରେ କୋଭିଡ୍‌-୧୯ ଦୈନିକ ସଂକ୍ରମଣ; ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା କିଛି ପରିମାଣରେ ହ୍ରାସ ପାଇ ୧୪ ହଜାର ପାଖାପାଖି ହୋଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ଦେଶରେ ଦୈନିକ ପଜିଟିଭିଟି ହାର ୩.୬୯% ଏବଂ ସାପ୍ତାହିକ ପଜିଟିଭିଟି ହାର ୪.୫୭%…
ଅଧିକ ଖବର ଦେଖନ୍ତୁ...

ଅଵପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଲା। ବାଲେଶ୍ବରର ପୂର୍ବ-ଉତ୍ତରପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୧୫ଜଣଙ୍କୁ ପୁଲିସ ସେବା ପଦକ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ ‘ସାହସିକତା ପୁଲିସ ପଦକ’, ୨ଜଣଙ୍କୁ ‘ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ’ ଏବଂ ୧୧ଜଣଙ୍କୁ ‘ଗୁଣାତ୍ମକ ସେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

ନରସିଂହପୁର: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ ପଶିଛି। ଅଧିକ ପାଣି ଆସିଲେ ମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଗୃହପାଳିତ ପଶୁ, ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା…
ଅଧିକ ଖବର ଦେଖନ୍ତୁ...

ରେମାଳ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି: ଦମକଳ ବାହିନୀ ଲୋକଙ୍କୁ ନାଳ ପାର କରାଇଲା

ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ନଦୀନାଳ ଗୁଡିକ ଫୁଲି ଉଠିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ହରିଚନ୍ଦନପୁର - ରେବଣାପଳାସପାଳ ରାସ୍ତାର ବଡଶିଆଡିମାଳ ଗ୍ରାମ ନିକଟ ରେମାଳ ନାଳର ଘୋଷରା ପୋଲ ଉପରେ ୩ ଫୁଟ ଉଚ୍ଚର ବଢି ପାଣି ପ୍ରବାହିତ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ପାତ୍ରରୁ ପାଣି ପିଇବାରୁ ମାଡ଼ ଖାଇଥିବା ଦଳିତ ବାଳକ ମୃତ

ଜୟପୁର: ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ପାଣି ପିଇ ମାଡ଼ ଖାଇବାଥିବା ରାଜସ୍ଥାନୀ ଦଳିତ ସମ୍ପ୍ରଦାୟର ଜଣେ ୯ ବର୍ଷିୟ ବାଳକର ଶନିବାର ଦିନ ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି। ପୁଲିସ ଉକ୍ତ ସ୍କୁଲ୍‌ ଶିକ୍ଷକଙ୍କୁ ଗିରଫ କରି ତାଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର କରିଛି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣି ରାଜ୍ୟରେ ବଢ଼ିଲା ଦୈନିକ କରୋନା ସଂକ୍ରମଣ: ୧୧୪ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ବଢ଼ିଛି। ତେବେ ଏହା ୫ ଶହ ତଳେ ରହିଛି। ଗତକାଲି ୪୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

‘ଦଲାଲ୍‌ ଷ୍ଟ୍ରିଟ୍‌’ର ‘ବିଗ୍‌ ବୁଲ୍‌’ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ

ମୁମ୍ବାଇ: ଆଜି ସକାଳେ ୬୨ ବର୍ଷୀୟ କୋଟିପତି ଉଦ୍ୟୋଗୀ, ସେୟାର୍‌ ବ୍ୟବସାୟୀ ଏବଂ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କର ଦେହାନ୍ତ ହୋଇଯାଇଛି। ସକାଳ ୬.୪୫ରେ ତାଙ୍କୁ ମୃତାବସ୍ଥାରେ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌’କୁ ଅଣାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦୁଇ…
ଅଧିକ ଖବର ଦେଖନ୍ତୁ...