Daily Archives

August 14, 2022

ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଇଂଲଣ୍ଡର ବହୁ ବିଶିଷ୍ଟ ରାଜନେତା ବୁକର ପୁରସ୍କାର-ବିଜେତା ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେମାନେ ଏହାକୁ ବାକ୍ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଜନସନ ଟ୍ବିଟ୍ କରିଛନ୍ତି- ସଲମାନ…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ମାଡ଼ିଆସୁଛି ବନ୍ୟାଜଳ

ଭଦ୍ରକ/ଭଣ୍ଡାରିପୋଖରୀ-୧/ବସ୍ତା-୨/ଗାନ୍ଧିଛକ : ସପ୍ତାହେ ହେଲା ଅବିଶ୍ରାନ୍ତ ବର୍ଷା। କେତେବେଳେ ଝିପିଝିପି ତ ଆଉ କେତେବେଳେ ଭୀଷଣ ବର୍ଷା ଦେଖୁଛି ଉତ୍ତର ଓଡ଼ିଶା। ଲଗାଣ ବର୍ଷା ଯୋଗୁଁ ଆଖୁଆପଦାଠାରେ ଆଜି ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନିକ ତଥା ପ୍ରତ୍ନତତ୍ତ୍ବ ବିଭାଗର ଅଢ଼ୁଆଳରେ ଶୈବପୀଠ

ବରଗଡ଼: ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୬ଟି ଶୈବପୀଠ ରହିଛି। ସେଗୁଡିକ ମଧ୍ୟରେ ଅମ୍ବାଭୋନା ସ୍ଥିତ କେଦାରନାଥ ବାବା, ବରଗଡ଼ ଦେଓଗାଁସ୍ଥିତ ବୈଦ୍ୟନାଥ ବାବା, ଗାଇସୀମାସ୍ଥିତ ବରାଡ଼ ବାଲୁଙ୍କେଶ୍ୱର ବାବା, ଭଟଲି ନିଲ୍‌ଜି ସ୍ଥିତ ନୀଳକଣ୍ଠେଶ୍ୱର ବାବା,…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ଲୋକ ଅଦାଲତ: ରାଜ୍ୟରେ ରେକର୍ଡ ୧ ଲକ୍ଷ ୭୦ ହଜାର ୨୩୩ ମାମଲା ଫଏସଲା

କଟକ : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ରେକର୍ଡ ସଂଖ୍ୟକ ୧ ଲକ୍ଷ ୭୦ ହଜାର ୨୩୩ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସମୀର ୱାଙ୍ଖଡ଼େ ଜନ୍ମ ଅନୁସାରେ ମୁସଲମାନ ନୁହନ୍ତି, ସାର୍ଟିଫିକେଟ ମାମଲାରେ ମିଳିଲା କ୍ଳିନ୍‌ଚିଟ୍

ମୁମ୍ବାଇ : ବର୍ଷେ କାଳ ଚାଲିଥିବା ବିବାଦର ଅନ୍ତ ଘଟାଇ ଜାତି ଯାଞ୍ଚକାରୀ କମିଟି ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ କ୍ଳିନଚିଟ୍ ପ୍ରଦାନ କରିବା ସହ ତାଙ୍କ ଜାତି ସାର୍ଟିଫିକେଟକୁ କାଏମ୍ ରଖିଛି। ଏକ ୯୧-ପୃଷ୍ଠିଆ ଆଦେଶନାମାରେ କମିଟି ସ୍ପଷ୍ଟ କରିଛି ଯେ ଜନ୍ମ ଅନୁସାରେ ୱାଙ୍ଖଡ଼େ…
ଅଧିକ ଖବର ଦେଖନ୍ତୁ...

ସ୍ଥାଣୁ ପାଲଟିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ

ବାରିପଦା : ୨୦୧୭ ମସିହାରେ ରାଜ୍ୟ ସରକାର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ସାମୂହିକ ବିକାଶ ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ସେଥିମଧ୍ୟରେ ଥିଲା ମୟୂରଭଞ୍ଜ ଜିଲ୍ଲା। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ବିଜେଡିର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ମ୍ୟାଲେରିଆ ହ୍ରାସ ପାଇଁ ନୂଆ ରଣନୀତି

ଭୁବନେଶ୍ବର : ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୨୧ ମସିହାରେ ଏହା ୨୫ହଜାରକୁ ଖସି ଆସିଛି। ତେବେ ରାଜ୍ୟର କିଛି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଏବେ ଚିନ୍ତାଜନକ ରହିଛି। ତେଣୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଆହୁରି କମାଇବା ଲାଗି ନୂଆ ରଣନୀତି…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଗେଟ‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ବିଳମ୍ବ!

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ‌ରେ ନେତାଜୀ ସୁଭାଷ ଚନ୍ଦ୍ର ‌ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିଳମ୍ବ ହେବ। ଚଳିତ ଅଗଷ୍ଟ ୧୫ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ନାସନାଲ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ ପରିସରରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଶନିବାର ଦିନ ନାଗପୁରସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍‌ଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଜେଲ୍‌ରୁ ଘରକୁ ଯିବେ ୬ କଏଦୀ

ବ୍ରହ୍ମପୁର : ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଠିକ୍‌ ସେହିପରି ରାଜ୍ୟର ବିଭିନ୍ନ ଜେଲ୍‌ରେ ସଜା କାଟୁଥିବା…
ଅଧିକ ଖବର ଦେଖନ୍ତୁ...