Daily Archives

August 15, 2022

ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସରେ ଆଉ ଖେଳିବେନି ଜାଦେଜା!

ନୂଆଦିଲ୍ଲୀ: ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ପରସ୍ପରଠାରୁ ଅଲଗା ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି । ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଏହି ଦଳର ବରିଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅଲ-ଜଓ୍ବାହିରି କାବୁଲରେ ଥିବା ବିଷୟ ଆମେ ଜାଣିନଥିଲୁ : ତାଲିବାନ

କାବୁଲ : ଅଲକାଇଦା ମୁଖ୍ୟ ଆୟମନ ଅଲ-ଜଓ୍ବାହିରି କାବୁଲରେ ଥିବା କୌଣସି ସୂଚନା ସେମାନଙ୍କ ପାଖରେ ନଥିଲା । ଏଣୁ ଆମେରିକା ଯେ ଜଓ୍ବାହିରିକୁ ହତ୍ୟା କରିଛି ସେ ନେଇ ତଦନ୍ତ କରାଯାଇଛି । ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି ବୋଲି ତାଲିବାନର ମୁଖପାତ୍ର ସିହେଲ ସାହିନ କହିଛନ୍ତି । ଏକ…
ଅଧିକ ଖବର ଦେଖନ୍ତୁ...

ଅସଲ ପରିଚୟ ଲୁଚାଇ ଏହି ନାଁରେ ମୁକେଶ ଅମ୍ବାନୀକୁ ଧମକ ଦେଇଥିଲା ଅଭିଯୁକ୍ତ, ୨ଘଣ୍ଟାରେ କରିଥିଲା ୮ଥର କଲ୍

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି ମୁମ୍ବାଇ ପୁଲିସ। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି ଜଣାପଡ଼ିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଲ୍ କରିଥିବା ବ୍ୟକ୍ତି ମାନସିକ…
ଅଧିକ ଖବର ଦେଖନ୍ତୁ...

‘ହର ଘର ତ୍ରିରଙ୍ଗା ଅଭିଯାନ’କୁ ନେଇ ବିରକ୍ତି ପ୍ରକାଶ କରିବା ପରେ ଜାତୀୟ ପତାକା ଉତ୍ତୋଳନ କଲେ ଫାରୁକ୍…

ନୂଆଦିଲ୍ଲୀ: 'ହର ଘର ତ୍ରିରଙ୍ଗା ଅଭିଯାନ'କୁ ନେଇ ବିରକ୍ତି ପ୍ରକାଶ କରିବା ପରେ ଆଜି ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା। ଗତ ମାସରେ ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ହାତୀ କ୍ଷତିଗ୍ରସ୍ତ ବାସହରା ପରିବାର ଘରେ ଉଡିଲା ତ୍ରିରଙ୍ଗା, ପକ୍କାଘର ପ୍ରଦାନ ପାଇଁ ଦାବି କଲେ ପୂର୍ବତନ ସାଂସଦ

ବିଶୋଇ: 'ଆଜାଦୀ କା ଅମୃତ ମହୋତ୍ସବ' ପାଳନ ଅବସରରେ 'ହର ଘର ତ୍ରିରଙ୍ଗା'ରେ ଦେଶର ସମସ୍ତ ନାଗରିକ ଘରେ ଘରେ ତ୍ରିରଙ୍ଗା ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାସ୍ଥିତ ସାରସକଣା ବ୍ଲକରେ ହାତୀ କ୍ଷତିଗ୍ରସ୍ତ ଭଙ୍ଗା ଚାଳ ଛପର ଘରେ ଏହି…
ଅଧିକ ଖବର ଦେଖନ୍ତୁ...

ଅଙ୍ଗ ସାନ ସୁ କିଙ୍କୁ ପୁଣି ୬ ବର୍ଷର କାରାଦଣ୍ଡ ଶୁଣାଇଲେ କୋର୍ଟ

ୟାଙ୍ଗୋନ୍‌: ମିଆଁମାରର ବିତାଡ଼ିତା ବେସାମରିକ ନେତ୍ରୀ ତଥା ନୋବେଲ ବିଜେତା ଅଙ୍ଗ ସାନ ସୁ କିଙ୍କୁ ପୁଣି ୬ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି |ପୂର୍ବରୁ ତାଙ୍କୁ ୪ ବର୍ଷର କାରାଦଣ୍ଡ ଶୁଣାଯାଇଥିଲା | ଏହି ରାୟ ଆସିବା ପରେ ୭୭ ବର୍ଷୀୟ ସୁ କିଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିପାରନ୍ତି…
ଅଧିକ ଖବର ଦେଖନ୍ତୁ...

ନାଲରେ ଭାସି ଯାଇ ବୃଦ୍ଧା ମୃତ

ଧର୍ମଗଡ: ଗତକାଲି ଠାରୁ ହେଉଥିବା ପ୍ରବଲ ବର୍ଷାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ କାଶିବାହାଳ ଗ୍ରାମର ଜାନକୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଗ୍ରାମ ନିକଟରେ ଥିବା ନାଲକୁ ଅପରାହ୍ନ ସମୟରେ ଗାଧେଇ ଯାଇଥିଲେ। ପାଣିର ଶ୍ରୋତ ପ୍ରବଳ ଥିବାରୁ ବୃଦ୍ଧା ଜଣକ ଭାସି ଯାଇ ଦୂରରେ ଥିବା ଏକ ଜମି ହୁଡାରୁ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ସାଂସଦଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚୀନ କ୍ଷୁବ୍ଧ : ପୁଣି ଆରମ୍ଭ କରିବ ସମରାଭ୍ୟାସ

ତାଇପେଈ : ଆମେରିକାର ଆଉ ଏକ ସଂସଦୀୟ ଦ​ଳ ତାଇଓ୍ବାନରେ ପହଞ୍ଚିବା ପରେ ଚୀନ ଭୀଷଣ କ୍ଷୁବଧ ହୋଇଛି । ଏହାକୁ ଦର୍ଶାଇବାକୁ ଯାଇ ଚୀନ ପକ୍ଷରୁ ପୁଣି ଥରେ ସମରାଭ୍ୟାସ ଆରମ୍ଭ କରିବା ବିଷୟରେ ଘୋଷଣା କରାଯାଇଛି । ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ନିମ୍ନ ଅଦାଲତର ଭାର କମାଇବା ପାଇଁ ୧ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରିବେ ଆସାମ ସରକାର

ନୂଆଦିଲ୍ଲୀ: ନିମ୍ନ ଅଦାଲତ ଉପରେ ଥିବା ଭାର କମାଇବା ପାଇଁ ସୋସିଆଲ ମିଡିଆ ପୋଷ୍ଟ ସମେତ ଏକ ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରାଯିବ ବୋଲି ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ଗୌହାଟୀରେ ୭୬ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବାଇକ ଚୁରମାର, ବାଇକ୍‌ ଆରୋହୀ ଗୁରୁତର

ଛେଣ୍ଡିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଗଉଡୁଣୀ ନାଳ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଟାଟା ମ୍ୟାଜିକ) ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଅରୋହୀ ଗୁରୁତର ଆହତ ହୋଇଛନ୍ତି। ଟାଟା ମ୍ୟାଜିକ ଚାଳକ ଆହତ ହୋଇଛନ୍ତି। ଆଜି ଅପରାହ୍ନ ସାଢେ ୪ଟାରେ…
ଅଧିକ ଖବର ଦେଖନ୍ତୁ...