Daily Archives

August 20, 2022

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁଁ ପିଲାମାନେ ହନ୍ତସନ୍ତ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କୁ ଦେଉନଥିବା ଅଭିଯୋଗରେ ପାଖାପାଖି ୨୦ରୁ…
ଅଧିକ ଖବର ଦେଖନ୍ତୁ...

ସେ ମାଗଣାରେ ରେବଡି ବାଣ୍ଟିଲେ ଭଗବାନ, କିନ୍ତୁ ଆମେ ବାଣ୍ଟିଲେ…ଏଭଳି କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଗଣା ରେବଡି(ବିଶେଷକରି ଉତ୍ତର ଭାରତରେ ମିଳୁଥିବା ଏକ ଲୋକପ୍ରିୟ ମିଠା) ବାଣ୍ଟିବାର ମନ୍ତବ୍ୟକୁ ନେଇ ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଦଳ ବିଶେଷ କରି ଆପକୁ ଟାର୍ଗେଟ କରି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଆପ୍ ଆପଣଙ୍କ ମୋବାଇଲରେ ଅଛି କି ? ତୁରନ୍ତ ଅନଇନଷ୍ଟଲ୍ କରନ୍ତୁ, ହୋଇପାରେ ଡାଟା ଚୋରି

ନୂଆଦିଲ୍ଲୀ: ନିକଟରେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଅନେକ ଆପ୍‌କୁ ନିଷିଦ୍ଧ କରାଯାଇଛି । ତଥାପି, ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହି ବିପଜ୍ଜନକ ଆପ୍‌ଗୁଡ଼ିକୁ ହଟାଇ ଦିଆଯାଇଛି । ଏଗୁଡ଼ିକ ଅନେକ ଥାର୍ଡ ପାର୍ଟି ଷ୍ଟୋରରେ ଉପଲବ୍ଧ ହେଉଛି, ଏଥିସହିତ ୨୦…
ଅଧିକ ଖବର ଦେଖନ୍ତୁ...

ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ…
ଅଧିକ ଖବର ଦେଖନ୍ତୁ...

୨ୟ ଦିନିକିଆ : ଜିମ୍ବାଓ୍ବେକୁ ୫ ଓ୍ବିକେଟରେ ହରାଇଲା ଭାରତ

ହାରାରେ : ହାରାରେ ସ୍ପୋର୍ଟ୍ସ କ୍ଲବଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଜିମ୍ବାଓ୍ବେକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହା ସହିତ ଭାରତ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି…
ଅଧିକ ଖବର ଦେଖନ୍ତୁ...

ଛୋଟପିଲାକୁ ଧରି ବାଇକ୍ ନିକଟରେ ଠିଆ ହୋଇଥିଲେ ବ୍ୟକ୍ତି, ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଲା କାର୍; ଦେଖନ୍ତୁ ଏହି…

ନୂଆଦିଲ୍ଲୀ: ଦୈନଦିନ ଜୀବନରେ କିଛି ନା କିଛି ଘଟଣା ବା ଦୁର୍ଘଟଣା ଘଟିଥାଏ । ସେହିଭଳି ରାସ୍ତାରେ ଯିବା ସମୟରେ ହେଉ କିମ୍ବା ଗାଡି ଚଳାଇବା ସମୟରେ ଆମ ସହିତ କ’ଣ ହେବ ତାହା କାହାରି ଧାରଣା ନଥାଏ । ପ୍ରତିଦିନ ସଡ଼କ ଦୁର୍ଘଟଣାର ହଜାର ହଜାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରତିଜ୍ଞା କରୁଛି ସ୍ତ୍ରୀ, ଶଶୁରଙ୍କ କୌଣସି କ୍ଷତି ହେବାକୁ ଦେବି ନାହିଁ, ଏମିତି ଭୁଲ ଆଉ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ୱର: ଭିଡିଓ ଜାରି କରି ଓଡ଼ିଶାବାସୀ ତଥା ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ | ଜୁଲାଇ ୨୩ରେ ଘଟିଥିବା ଅପ୍ରୀତିକର ଘଟଣା ଓ ଏହା ପରର ଘଟଣାବଳୀକୁ ନେଇ ଆଜି ଭିଡିଓ ଜାରି କରି ଏମିତି ଭୁଲ ଆଉ ହେବ ନାହିଁ ବୋଲି ବାବୁ କହିଛନ୍ତି | ଭିଡିଓରେ ସେ କହିଛନ୍ତି ଯେ 'ଏମିତି…
ଅଧିକ ଖବର ଦେଖନ୍ତୁ...

ଲଗାତାର ଫିଲ୍ମ ଫ୍ଲପ ହେବା ପରେ ନିଜକୁ ଦାୟୀ କରି ଆଗକୁ ଏହି କାମ କରିବେ ବୋଲି କହିଲେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରକ୍ଷା ବନ୍ଧନ ବକ୍ସ ଅଫିସରେ ଫ୍ଲପ ହେବା ପରେ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କଟପୁତଲି'ର ଟ୍ରେଲର ଶନିବାର ମୁକ୍ତିଲାଭ କରିଛି। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରେଲର ଲଞ୍ଚ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସେ ନିଜ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ କାର୍ଯ୍ୟାଳୟକୁ ଖାଉଟି ସାମଗ୍ରୀ ନେବାକୁ ଆସି ଟଳିପଡିଲେ ନାବାଳକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟକୁ ଖାଉଟି ସାମଗ୍ରୀ ନେବାକୁ ଆସି କାର୍ଯ୍ୟାଳୟ ପରିସରରେ ଛିିଡା ହୋଇ ଅପେକ୍ଷା କରିଥିବାବେଳେ ଜଣେ ୧୭ବର୍ଷର ନାବାଳକ ହଠାତ ଟଳି ପଡିଛନ୍ତି । ନାବାଳକ ଜଣକ ହଠାତ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଝୁଲଣ ଗୋସ୍ବାମୀ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ ବୋଲର ଝୁଲଣ ଗୋସ୍ବାମୀ ଅବସର ଘୋଷଣା କରିଛନ୍ତି ।ଦଳର ଆଗାମୀ ଇଂଲଣ୍ଡ ଗସ୍ତରେ ସେ ନିଜର ଶେଷ ମ୍ୟାଚ ଖେଳିବେ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ମହି​ଳା କ୍ରିକେଟ ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯାଇ ୩ଟି ଦିନିକିଆ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...