Daily Archives

December 7, 2022

ଜଙ୍ଗଲରେ ଯୁବକଙ୍କୁ ହତ୍ୟା କରି ଚପାଇବାକୁ ଉଦ୍ୟମ କରିଥିଲେ; ୩ ଗିରଫ

ରାଇରଙ୍ଗପୁର/ବହଳଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରି ଚପାଇ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶେଷରେ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ୩ ଜଣ ଅଭିଯୁକ୍ତ। ଅଭିଯୋଗ ଅନୁଯାୟୀ ଗତ ୨୪ ନଭେମ୍ବର ଗୋରୁମହିଷାଣୀ ଥାନା ସାନମୌଦା ଗ୍ରାମର ଚାନ୍ଦ୍ରାଇ…
ଅଧିକ ଖବର ଦେଖନ୍ତୁ...

ଏସିଡ ଆକ୍ରମଣର ଶିକାର ହେବା ପରେ ମହିଳା ଏକକିମି ପର୍ଯ୍ୟନ୍ତ ଦୌଡ଼ି ଘରେ ପହଞ୍ଚିଥିଲେ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାଡା ଜିଲ୍ଲାରୁ ଏସିଡ ଆକ୍ରମଣର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି, ଏସିଡ ଆକ୍ରମଣକାରୀ ସାଧୁ ବେଶରେ ଆସି ମହିଳାଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ତ୍ବରିତ ନ୍ୟାୟ ମିଳିଛି। ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେ। ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଥାନା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ସେକ୍ସ ରାକେଟର ପର୍ଦ୍ଦାଫାସ, ରାଣୀ ମହୁମାଛି ସହ ୨ ଗିରଫ

ମାଲକାନଗିରି: ମାଲକାନଗିରିରେ ସେସ୍କ ରାକେଟ ଚାଲିଥିବା ନେଇ ପୁଲିସ ଖବର ପାଇଥିଲେ ମଧ୍ୟ ଏମାନଙ୍କୁ ଧରିବା ପାଇଁ ଦୀର୍ଘ ଦିନରୁ ଚେଷ୍ଟା ଜାରି ରଖିଥିଲା। ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ସଦର ମହକୁମାର କୁମୁଟିଗୁଡା ଠାରେ ଗୋଟିଏ ଘରେ ନିୟମିତ ବଡବଡ ଗାଡି ସହ ବହୁ ବାଇକ ଲାଗୁଛି। କିଛି…
ଅଧିକ ଖବର ଦେଖନ୍ତୁ...

୧୦୦୦କୋଟି ଆୟ କରିଥିବା ଫିଲ୍ମକୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’, କେମିତି ଜାଣନ୍ତୁ

ମୁମ୍ବାଇ: କରୋନା କାରଣରୁ ଦୁଇ ବର୍ଷ ପ୍ରେକ୍ଷାଳୟ ବନ୍ଦ ରହିବା ପରେ ୨୦୨୨ରେ ପୁଣି ଥରେ ସ୍ଥିତି ସାଧାରଣ ହୋଇଥିଲା। ଅନେକ ବଡ଼ ବଡ଼ ବଜେଟର ଫିଲ୍ମ ରିଲିଜ ହୋଇପାରିନଥିବା ବେଳେ ୨୦୨୨ରେ ଅଟକି ରହିଥିବା ଫିଲ୍ମକୁ ରିଲିଜ କରାଯାଇଥିଲା। ରିଲିଜ ପରେ ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ବକ୍ସ ଅଫିସ…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ୮ ଘଣ୍ଟାର ଜେରା, ଆର୍କିଟେକ ରଂଜିତ ବେ‌ହେରା କହିଲେ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇଛି

ଭୁବନେଶ୍ବର: ଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗଙ୍କ ସହ ଆର୍କିଟେକ ରଂଜିତ ବେ‌ହେରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଆଜି ମୁହାଁମୁହିଁ ଜେରା କରିଛନ୍ତି। ଅର୍ଚ୍ଚନାଙ୍କ ସହିତ ମୁହାଁମୁହିଁ ୮ ଘଣ୍ଟାର ଜେରା ପରେ ରଂଜିତ ବେହେରା ଇଡି କାର୍ଯ୍ୟାଳୟରୁ…
ଅଧିକ ଖବର ଦେଖନ୍ତୁ...

ସାଇରସଙ୍କ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବେ ଦୁଇ ପୁଅ ଫିରୋଜ ଓ ଜାହାନ୍

ମୁମ୍ବାଇ : ଗତ ସେପ୍ଟେମ୍ବର ମାସରେ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବେ ତାଙ୍କର ଦୁଇ ପୁଅ ଫିରୋଜ୍ ଓ ଜାହାନ୍ । ଫିରୋଜଙ୍କ ବୟସ ଏବେ ୨୬ ବର୍ଷ ହୋଇଥିବାବେଳେ ଜାହାନଙ୍କ ବୟସ ୨୪ ବର୍ଷ । ଉଭୟଙ୍କୁ ଗ୍ରୁପର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୯୫ଟଙ୍କା ନିବେଶରେ ଆରମ୍ଭ ହୋଇଥିବା କମ୍ପାନି ଆଜି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରୁଛି

ନୂଆଦିଲ୍ଲୀ: ଏକ ଛୋଟ ଦୋକାନରୁ ଆରମ୍ଭ ହୋଇ ବ୍ୟବସାୟ ଆଜି ହଜାର କୋଟିରେ ପହଞ୍ଚିଯାଇଛି। ଦେଶ ନୁହେଁ, ବରଂ ପୂରା ବିଶ୍ବରେ ବ୍ରିଟାନିଆ କମ୍ପାନି ବିସ୍କୁଟ ସମେତ ଅନ୍ୟ ଖାଦ୍ୟ ପଦାର୍ଥର ବ୍ୟବସାୟ କରୁଛି। ଆମେ ଦେଶର ଲୋକପ୍ରିୟ ବ୍ରାଣ୍ଡ୍ ବ୍ରିଟାନିଆର ଫୁଡ ସେକ୍ଟର ବିଷୟରେ କହିବାକୁ…
ଅଧିକ ଖବର ଦେଖନ୍ତୁ...

ପିଏଲଜିଏ ସପ୍ତାହ ଜାରି; ସୀମାନ୍ତ ଆନ୍ଧ୍ର ପୁଲିସ ନିକଟରେ ୩୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନର ପିଏଲଜିଏ ସପ୍ତାହର ଆଜି ୭ମ ଦିନ ହୋଇଥିବା ବେଳଏ ପଡୋଶୀ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ପୁଲିସ ନିକଟରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସତୀଶ କୁମାର,…
ଅଧିକ ଖବର ଦେଖନ୍ତୁ...