Daily Archives

December 7, 2022

ଜୟ ଓଡ଼ିଶା ପକ୍ଷରୁ ଆରମ୍ଭ ହେଲା “ଶେଷ ସାଥୀ” କାର୍ଯ୍ୟକ୍ରମ, ଭୁବନେଶ୍ବରରେ ମାଗଣାରେ ଯୋଗାଇବ ସ୍ବର୍ଗରଥ…

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ମନୋବୃତ୍ତିରେ ଅନୁପ୍ରାଣିତ ହୋଇ ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା "ଶେଷ ସାଥୀ" ଭଳି ଏକ ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟ ନିମନ୍ତେ ଆମଲଗମ୍ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ଏକ ଗାଡ଼ି ପ୍ରଦାନ କରିଛି । ଜୟ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ମାଣବସା ଗୁରୁବାର ପାଇଁ କିଣାକିଣି କରିବାକୁ ଯାଉଥିଲେ ପତିପତ୍ନୀ; ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡ଼ା/ସିନାପାଲି: ରାତି ପାହିଲେ ମା’ ଲକ୍ଷ୍ମୀଙ୍କ ପାଇଁ ଘରେ ଘରେ ହେବ ପୂଜାର୍ଚ୍ଚନା। ପାଳନ ହେବ ମାର୍ଗଶୀର ମାସର ଶେଷ ଗୁରୁବାର। ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ସାମଗ୍ରୀ କିଣିବାକୁ ଯାଉଥିଲା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ପତିପତ୍ନୀ। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କ ପୂର୍ବରୁ ଏହି ବ୍ରାଜିଲ ସୁନ୍ଦରୀଙ୍କ ସହ ୨ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ବିରାଟ କୋହଲୀ ପେସାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ପଡ଼ିଆରେ ତାଙ୍କ ଚଉକା ଛକାର ଯେତିକି ଚର୍ଚ୍ଚା ହୁଏ, ତାଙ୍କ ପ୍ରେମ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ବିରାଟ ୨୦୧୭ରେ ବଲିଉଡ ସୁପରଷ୍ଟାର…
ଅଧିକ ଖବର ଦେଖନ୍ତୁ...

ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର, ପ୍ରଥମ ବର୍ଷ ପାଇଁ ‌ମଂଜୁର କଲେ ଏତିକି ଟଙ୍କା

ଭୁବନେଶ୍ୱର: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର।  ତାଙ୍କର ବାପା ଅତି ଗରିବ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ହିନା ଖାନଙ୍କ ଏହି ପୋଷ୍ଟକୁ ନେଇ ଚିନ୍ତାରେ ପ୍ରଶଂସକ

ନୂଆଦିଲ୍ଲୀ: ହିନ୍ଦୀ ଟେଲି ଅଭିନେତ୍ରୀ ହିନା ଖାନ ଯେବେଠାରୁ ଇନଷ୍ଟା ଷ୍ଟୋରୀରେ ଧୋକାକୁ ନେଇ କ୍ରିପ୍ଟିକ ପୋଷ୍ଟ କରିଛନ୍ତି, ତାଙ୍କ ପ୍ରଂସଶକମାନେ ସନ୍ଦେହ କରୁଛନ୍ତି କି ଅଭିନେତ୍ରୀଙ୍କ ଲଭଲାଇଫରେ କିଛି ଗଡବଡ଼ି ଚାଲିଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଂଶସକ ଏହାକୁ ନେଇ ଚିନ୍ତାବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଅନୁଭୂତ ହେବ ଅସହ୍ୟ ତାତି, ମଣିଷର ସହିବା ସୀମା ଟପିବ ତାପମାତ୍ରା; ସତର୍କ କଲା ବିଶ୍ବବ୍ୟାଙ୍କ୍

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ଛତ୍ରପତି ଶିବାଜୀ ଲୁକରେ ଅକ୍ଷୟଙ୍କୁ ଫିକା ପକାଇଦେଲେ ଶରଦ, ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ଅନେକ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ କୁମାର ମଙ୍ଗଳବାର ନିଜର ଆଗାମୀ ଫିଲ୍ମର ଲୁକ୍ ସେୟାର କରିଥିଲେ। ଇନଷ୍ଟାରେ ଅକ୍ଷୟ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ‌ରେ ନଜର ଆସୁଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଜୟ ଭବାନୀ, ଜୟ…
ଅଧିକ ଖବର ଦେଖନ୍ତୁ...

ପୂର୍ବତଟ ରେଳବାଇର ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ ସମୀକ୍ଷା କଲେ ସାଂସଦ 

ଭଦ୍ରକ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳବାଇ ମୁଖ୍ୟାଳୟ ଭୁବନେଶ୍ୱରଠାରେ, ରେଳବାଇର ଜେନେରାଲ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ବାବଦରେ ସମୀକ୍ଷା କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ଭଦ୍ରକ ସଂସଦୀୟ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ବାମୀ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚଳାନପଡା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଯୁଧିଷ୍ଠିର ବାରିକ (୩୩) ଗ୍ରାମର ଜଣେ ଜୈନିକ ମହିଳାଙ୍କ ସହିତ ଅନୈତିକ…
ଅଧିକ ଖବର ଦେଖନ୍ତୁ...

ଘରମାଲିକଙ୍କ ପାଖରେ ମହିଳା ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଥିବା ଘଟଣାରେ ନୂଆମୋଡ

ପ୍ରତାପଗଡ଼: ଉତ୍ତର ପ୍ରଦେଶର ପ୍ରତାପଗଡ଼ରୁ କିଛିଦିନ ତଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଜଣେ ମହିଳା ନିଜକୁ ବାଜି ଲଗାଇ ଦେଇଥିଲେ, ଆଉ ସେ ଖେଳରେ ହାରିଯାଇଥିଲେ। ଉକ୍ତ ମହିଳାଙ୍କ ସ୍ବାମୀ ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...