Daily Archives

December 7, 2022

କନ୍ଧମାଳର ଗରିବ ଡାକ୍ତରୀ ଛାତ୍ରଙ୍କ ପାଠପଢା ଖର୍ଚ୍ଚ ବହନ କରିବ କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବ। ଇଫୁ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ରେ ସଫଳତା ହାସଲକରି…
ଅଧିକ ଖବର ଦେଖନ୍ତୁ...

ସିଟି ଏବଂ ଜିଏସଟି ପକ୍ଷରୁ ସୋରର ୨ଟି ଅଳଙ୍କାର ଦୋକାନ ଉପରେ ଚଢ଼ଉ

ସୋର: ବାଲେଶ୍ବର ଜିଲ୍ଲା ସୋରରେ ସିଟି ଏବଂ ଜିଏସଟି ଏନ୍ଫୋର୍ସମେଣ୍ଟ ପକ୍ଷରୁ ଦୁଇଟି ସ୍ଥାନରେ ଦେବୀ ଜୁଏଲାରି ଏବଂ ଜଗନ୍ନାଥ ଜୁଏଲାରି ଉପରେ ବୁଧବାର ଚଢ଼ଉ କରାଯାଇଛି। ଡେପୁଟି କମିସନର ପ୍ରମୋଦ କୁମାର ମଣ୍ଡଳଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ବାରିପଦା ୟୁନିଟର ୪ ଗୋଟି ଟିମଟିମରେ ୧୬ ଜଣ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ ମିଶାଉଛି କି ଇରାନ ?

ତେହେରାନ : ରାତି ପାହିଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାକୁ ଯୋଜନା କରିଥିଲେ, କିନ୍ତୁ ତା ପୂର୍ବଦିନ ହଠାତ ଦୁଇଟି ବିଶ୍ବବିଦ୍ୟାଳୟର ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଖାଦ୍ୟ ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇପଡ଼ିଲେ । ଏପରି ଗୁରୁତର ହୋଇପଡ଼ିଲେ ଯେ ସେମାନଙ୍କୁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳ: ବିଜେଡି ନେତାଙ୍କ ଦୃଢ଼ ଆଶା, ବିପୁଳ ଭୋଟରେ ଜିତିବ ଦଳ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ। ତିନି ବ୍ଲକ (ପଦ୍ମପୁର, ପାଇକମାଳ ଓ ଝାରବନ୍ଧ) ଓ ଏନଏସିରେ ଦଳ ଲିଡ଼ କରିବ। ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୫ ତାରିଖ ଦିନ ମତଦାନ ହୋଇଥିଲା ବେଳେ ଏହାର ଫଳକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ତେବେ ନିର୍ବାଚନ ଫଳ…
ଅଧିକ ଖବର ଦେଖନ୍ତୁ...

ଏବେ ମୋତେ ମୋଦୀଜୀଙ୍କ ଆଶୀର୍ବାଦ ଦରକାର; ଦିଲ୍ଲୀ ନଗର ନିଗମ ନିର୍ବାଚନ ଜିତିବା ପରେ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଏବେ ମୋତେ ମୋଦୀଜୀଙ୍କ ଆଶୀର୍ବାଦ ଦରକାର। ଦିଲ୍ଲୀ ନଗର ନିଗମ ନିର୍ବାଚନ ଜିତିବା ପରେ ଏଭଳି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ନଗର ନିଗମ ନିର୍ବାଚନରେ ​​ବିପୁଳ ଭୋଟ ପାଇ ବିଜୟୀ ହେବା ପରେ ଆପ୍ କର୍ମୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ସହିତ ମିଶି ହନିଟ୍ରାପ୍ ମାଧ୍ୟମରେ ବ୍ୟବସାୟୀଙ୍କ ଠାରୁ ମହିଳା ଲୁଟନେଲେ ୮୦ରୁ ଊର୍ଧ୍ବ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ୟୁଟ୍ୟୁବର ହନିଟ୍ରାପ୍ ମାଧ୍ୟମରେ ଜଣେ ଘରୋଇ କମ୍ପାନି ମାଲିକଙ୍କୁ ପ୍ରେମ ଜାଲରେ ଫସାଇ ୮୦ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗୁରୁଗ୍ରାମ୍ ପୁଲିସ ଗତ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ବ୍ରିଟିଶ ସମୟର ବ୍ରିଜ୍‌ ଉପରେ କାର୍‌-ବୁଲେଟ୍‌ ମୁହାଁମୁହିଁ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଜୟପୁର/ବୈପାରିଗୁଡା: ଦ୍ରୁତଗାମୀ କାର୍‌ ଓ ବୁଲେଟ ମଧ୍ୟରେ ମୁହମୁହି ଧକ୍କା ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ପାତ୍ରପୁଟସ୍ଥିତ ବ୍ରିଟିଶ ଶାସନ…
ଅଧିକ ଖବର ଦେଖନ୍ତୁ...

୨ୟ ଦିନିକିଆ : ମେହିଦି ହାସାନଙ୍କ ଶତକ, ଭାରତ ଆଗରେ ୨୭୨ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ଢାକା : ଢାକାଠାରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ଭାରତ ଆଗରେ ୨୭୨ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସତ୍ତ୍ବେ ନିମ୍ନଭାଗ ବ୍ଯାଟ୍ସ,ମ୍ୟାନଙ୍କ ଲଢୁଆ ଖେଳ ପ୍ରଦର୍ଶନ ଯୋଗୁଁ ବାଂଲା ଦଳ ଭାରତ ଆଗରେ ୨୭୧ ରନର ଏକ ସମ୍ମାନଜନକ ସ୍କୋର…
ଅଧିକ ଖବର ଦେଖନ୍ତୁ...

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ପୋଡି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଯାଜପୁର: ଯାଜପୁର ଟାଉନ ମେଡିକାଲ ଛକ ନିକଟରେ ଥିବା ରୁଚିକା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ହୋଟେଲ ପାଖ ଦେଇ ଯାଇଥିବା ବିଦ୍ୟୁତ ତାର ଯୋଗୁ ଅଗ୍ନିକାଣ୍ଡ ହୋଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଫସାଇବା ପାଇଁ ନିଜ ହତ୍ୟାର ନାଟକ ରଚିଲେ, ୭ବର୍ଷ ପରେ ଯୁବତୀଙ୍କୁ ଖୋଜି ବାହାର କଲେ ଜେଲରେ ଥିବା ଯୁବକଙ୍କ…

ଲ‌କ୍ଷ୍ନୌ: ଯୁବକଙ୍କୁ ଫସାଇବା ପାଇଁ ନିଜ ହତ୍ୟାର ନାଟକ ରଚିଥିଲେ ନାବାଳିକା। ଏଥିରେ ସେ ସଫଳ ମଧ୍ୟ ହେଲେ। ୧୫ବର୍ଷୀୟ ନାବାଳିକାଙ୍କ ଅପହରଣ କରି ହତ୍ୟା କରିଥିବା ଅଭିଯୋଗରେ ଯୁବକ ଜେଲ ମଧ୍ୟ ଗଲେ। ସମସ୍ତେ ଏହାକୁ ବିଶ୍ବାସ କରିଥିଲେ ବି ମା’ର ମନ ବୁଝିନଥିଲା। ପୁଅ କେବେ କି କାହାକୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...