Daily Archives

February 2, 2023

ମଣିରତ୍ନମଙ୍କୁ ଡରିଗଲେ କି କରଣ ଜୋହର, ଘୁଞ୍ଚାଇଲେ ଏହି ଫିଲ୍ମର ରିଲିଜ ଡେଟ

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି 'ରକି ଔର ରାନୀ କି ପ୍ରେମ କାହାନି' | ଏହି ଚଳଚ୍ଚିତ୍ରରେ ବଲିଉଡ ସୁପରଷ୍ଟାର ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡି ନଜର ଆସିବେ। ଏହି ସମୟରେ 'ରକି ଔର ରାନୀ କି ପ୍ରେମ କାହାନି' ରିଲିଜକୁ…
ଅଧିକ ଖବର ଦେଖନ୍ତୁ...

୧୦୦ଟଙ୍କାର ସର୍ତ୍ତ ଶୁଭମନ ଗିଲଙ୍କୁ କଲା ବିସ୍ଫୋରକ ବ୍ୟାଟର, ଏଭଳି ଆରମ୍ଭ ହୋଇଥିଲା ଯାତ୍ରା

ନୂଆଦିଲ୍ଲୀ: ୨୩ବର୍ଷୀୟ ଶୁଭମାନ ଗିଲ ବର୍ତ୍ତମାନ ଭାରତୀୟ କ୍ରିକେଟର ନୂଆ ତାରକା ପାଲଟିଛନ୍ତି। ଟେଷ୍ଟ ମ୍ୟାଚ୍, ଟି -୨୦ ହେଉ କି ଓଡିଆଇ କ୍ରିକେଟ୍, ଶୁଭମନ ଗିଲଙ୍କ ବ୍ୟାଟିଂର ଚମତ୍କାର ଏବେ ସବୁଠି ଦେଖିବାକୁ ମିଳୁଛି। ଲଗାତାର ଶତକ କରି ଗିଲ୍ ଏବେ ଭାରତୀୟ କ୍ରିକେଟରେ ନିଜର ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ପର୍ଫ୍ୟୁମ୍ ବୋମା କ’ଣ ? କାହିଁକି ଏହାକୁ ନେଇ ଚିନ୍ତାରେ ସୁରକ୍ଷା ବାହିନୀ ?

ନୂଆଦିଲ୍ଲୀ : ଗତ ଜାନୁଆରି ୨୧ରେ ଜମ୍ମୁର ନରଓ୍ବାଲରେ ହୋଇଥିବା ବୋମା ବିସ୍ଫୋରଣରେ ସଂପୃକ୍ତ ଲସ୍କର-ଇ-ତୋଇବା ଆତଙ୍କବାଦୀ ଆରିଫ ଅହମଦକୁ ଗିରଫ କରିଛି ଜମ୍ମୁ ଓ କଶ୍ମୀର ପୁଲିସ । ଉକ୍ତ ଆତଙ୍କବାଦୀ ଏକ ସରକାରୀ କର୍ମଚାରୀ ହୋଇଥିବାବେଳେ ତା ନିକଟରୁ ଏକ ପର୍ଫ୍ୟୁମ୍ ଆଇଇଡି ( ବୋମା) ଜବତ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ଭଦ୍ରକ: ଜାତୀୟ ରାଜପଥକଡ଼ରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ମୃତ ଯୁବକ ଭଦ୍ରକ ଟାଉନ୍‌ର ଅଜୟ ଦାସଙ୍କ ପୁଅ ଚିନ୍ତୁ ଦାସ ବୋଲି ଜଣାପଡିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା-ଧାମରା ରେଳ…
ଅଧିକ ଖବର ଦେଖନ୍ତୁ...

୨୦୨୬ ମସିହା ଅଗଷ୍ଟ ସୁଦ୍ଧା ଚାଲିବ ବୁଲେଟ ଟ୍ରେନ: କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩-୨୪ ବଜେଟ୍‌ରେ ଭାରତୀୟ ରେଳବାଇ ନିମ‌ନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଥିଲେ | ଆଉ ଏହାକୁ ସ୍ୱାଗତ କରି ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ…
ଅଧିକ ଖବର ଦେଖନ୍ତୁ...

ବିଶ୍ବବିଦ୍ୟାଳୟରେ ପରିଣତ ହେଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ

ଭୁବନେଶ୍ବର: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ଦାସଙ୍କ ହାତଲେଖା ୨୦ଖଣ୍ଡ କାଗଜ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚିସାରିଥିଲା ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲୁପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ। ଆଉ…
ଅଧିକ ଖବର ଦେଖନ୍ତୁ...

ପେଶାୱର ମସଜିଦ ବିସ୍ଫୋରଣ: ପୁଲିସ ୟୁନଫର୍ମ ସହ ହେଲମେଟ ପିନ୍ଧି ଆସିଥିଲା ଆତ୍ମଘାତୀ ବିସ୍ଫୋରଣକାରୀ

ଇସଲାମାବାଦ: ଜାନୁଆରି ୬ରେ ପାକିସ୍ତାନର ପେଶାୱରର ଏକ ମସଜିଦ ଭିତରେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିବା ସମୟରେ ପୁଲିସ ୟୁନିଫର୍ମ ଏବଂ ହେଲମେଟ ପିନ୍ଧିଥିଲା ବୋଲି ଜଣାପଡ଼ିଛି।ପେଶାୱରର ମସଜିଦ ଭିତରେ ପ୍ରାୟ ୪୦୦ ଲୋକ ଉପସ୍ଥିତ ଥିଲେ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କୁ ଜୋତା ଉପହାର ଦେଇ ପଦଯାତ୍ରାରେ ଯୋଗ ଦେବାକୁ ଆହ୍ବାନ୍‌ କଲେ ୱାଇ. ଏସ୍‌. ଶର୍ମିଲା

ହାଇଦ୍ରାବାଦ: ଆଜି ଗଣମାଧ୍ୟମକୁ ଉଦ୍‌ବୋଧନ ଦେବା ବେଳେ ‘ଯୁବାଜନ ଶ୍ରମିକ ରାୟତୁ ତେଲେଙ୍ଗାନା ପାର୍ଟି’ର (ୱାଇଏସ୍‌ଟିଆର୍‌ପି) ମୁଖ୍ୟ ଗୋଟାଏ ଜୋତା ବାକ୍ସ ଉପସ୍ଥାପନ କରି କହିଲେ କି, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସେ ହଳେ ଜୋତା ଉପହାର ଦେବା ସହିତ…
ଅଧିକ ଖବର ଦେଖନ୍ତୁ...

ନଡ଼ିଆ ଗଛରୁ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ତେଲକୋଇ: କେନ୍ଦୁଝର ଜିଲ୍ଲା ଶିରିଗିଡା ଗ୍ରାମରେ ନଡ଼ିଆ ଗଛରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମର ଶ୍ରୀକାନ୍ତ ବେହେରା।
ଅଧିକ ଖବର ଦେଖନ୍ତୁ...