Daily Archives

March 7, 2023

ପିଏଫଆଇ ହାଓ୍ବାଲା ନେଟଓ୍ବାର୍କର ପର୍ଦ୍ଦାଫାସ କଲା ଏନଆଇଏ, ୮ ଗିରଫ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସାରା ଦେଶରେ ହାୱାଲା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି  । ଏହା ଦ୍ୱାରା କେରଳ, କର୍ଣ୍ଣାଟକ, ବିହାର ସମେତ ଅନେକ ରାଜ୍ୟରେ ପିଏଫଆଇ ଦ୍ୱାରା ପଠାଯାଉଥିବା ପାଣ୍ଠି ଠାବ ଏବଂ ଟ୍ରାକିଂ କରାଯାଇଛି । ଏହା ସହିତ ବିହାରର…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଲାଇଭ୍‌ ଭିଡିଓ କରି ଭଡାଘରେ ଝୁଲି ପଡ଼ିଲେ ପ୍ରବାସୀ ଓଡ଼ିଆ ଯୁବକ

ଜଳେଶ୍ଵର: ଲାଇଭ ଭିଡିଓ କରି ହାଇଦ୍ରାବାଦରେ ଭଡାଘରେ ଝୁଲି ପଡିଛନ୍ତି ପ୍ରବାସୀ ଯୁବକ। ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମର ରାଜକିଶୋର ଓରଫ କାହ୍ନୁ ମହାନ୍ତି (୩୫)ନାମକ ଜଣେ ଯୁବକ ୮ ମିନିଟ ୫ ସେକେଣ୍ଡ ର ଏକ ଭିଡ଼ିଓ ଭାଇରାଲ କରିବା ପରେ ଦଉଡ଼ି ଦେଇ…
ଅଧିକ ଖବର ଦେଖନ୍ତୁ...

ନିଲାମ ହେଲା ରାଜ୍ୟର ୨ ଖଣି: ୨,୨୫୦ କୋଟି ପୁଞ୍ଜିନିବେଶ ସମ୍ଭାବନା, ୨୦,୨୮୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି । ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରକେଟ ସ୍ପିଡରେ ମନ୍ତ୍ର ପଢିଲେ ପୁରୋହିତ, ୨୫ ମିନିଟରେ ସରିଲା ବିବାହ

ଗୋରଖପୁର: ବରଙ୍କୁ ନେଇ ବରଯାତ୍ରୀ ଧୂମଧାମରେ କନ୍ୟା ଘରେ ପହଞ୍ଚିଥିଲେ | ତେବେ ସେଠାରେ ପହଞ୍ଚି ବରଯାତ୍ରୀ ଏମିତି କିଛି ଖାଇଲେ ଯେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଲେ | ଆଉ ଶେଷରେ ପୁଲିସ ଉପସ୍ଥିତିରେ ମାତ୍ର ୨୫ ମିନିଟରେ ସମ୍ପନ୍ନ ହେଲା ବିବାହ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସ

ସୁନ୍ଦରଗଡ଼: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇ ଥିଲେ ଏବଂ ସମାଜରେ ମହିଳାମାନେ ସ୍ୱାବଲମ୍ବୀ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର‌ ପରିସରରେ ମାଂସ ଡେଲିଭରି ପାଇଁ ମନା କରିଥିବାରୁ ଚାକିରି ଗଲା, ସ୍ୱିଗି ବଏଙ୍କୁ ପୁଜାରୀ ସମ୍ମାନୀତ କରି ସେବୟତ…

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱିଗି କମ୍ପାନିର ଡେଲିଭରି ବଏଙ୍କୁ ପୁଜାରୀ ସମ୍ମାନୀତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଡେଲିଭରୀ ବଏ ହେଉଛନ୍ତି ସିଏ ଯିଏକି ଦିଲ୍ଲୀର ପ୍ରସିଦ୍ଧ ମରଘଟ ବାବା ହନୁମାନ ମନ୍ଦିର ପରିସରରେ ଗ୍ରାହକ ମଗାଇଥିବା ମଟନ କୋରମା ‌ ଡେଲିଭରି କରି ପାରିବେ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ନିର୍ଯାତନାର ଶିକାର ହେଉଛନ୍ତି ୫ ପ୍ରବାସୀ ଓଡ଼ିଆ ଶ୍ରମିକ, ଭିଡିଓ ଭାଇରାଲ

ନୂଆପଡା: ପୁଣି ଆନ୍ଧ୍ର ପ୍ରଦେଶର ଇଟା ଭାଟିରୁ ଆସିଛି ଦାଦନ ଶ୍ରମିକଙ୍କ ନିର୍ଯାତନାର ଏକ ଭିଡିଓ। ଏକ ଭିଡିଓ ପଠାଇ ଶୀଘ୍ର ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ଆନ୍ଧ୍ରରେ ନିର୍ଯାତିତ ହେଉଥିବା ୫ ଜଣ ଦାଦନ ଶ୍ରମିକ। କିଛି ମାସ ତଳେ ଜଣେ ଶ୍ରମିକ ଦଳାଲଙ୍କ ପ୍ରରୋଚନାରେ ପଡି ନୂଆପଡା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଭୂତମୁଣ୍ଡାଇ ପୋଲ ପାଖରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ଥାନୀୟ ଭୂତମୁଣ୍ଡାଇ ଗ୍ରାମର ରାଜକିଶୋର ମଲ୍ଲିକ। ପାରାଦୀପ ପଟୁ କଟକ ଯାଉଥିବା ଟ୍ରକ୍‌ (ଓଡି୦୪ଏମ୍‌ ୯୭୨୪) ରାଜକିଶୋରଙ୍କୁ ଧକ୍କା ଦେଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ, ଜଣେ ମୃତ, ୬ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୂରର ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଙ୍ଗଳବାର ଭୂସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ ରହିଛି । ୨୭୦…
ଅଧିକ ଖବର ଦେଖନ୍ତୁ...

କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ଦନ୍ତାର ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧିନସ୍ତରେ ଥିବା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ଦନ୍ତା ହାତୀର ମୃତ୍ୟୁ ଘଟିଛି। ଯାକମରୁ ୧୦୦ ମିଟର କୁକୁରପଘାଟିର ସେମିଝରନ ଠାରେ ଏକ ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଛି। ଦୁର୍ଗନ୍ଧ ଦେବା ପରେ ବନବିଭାଗ ସୂଚନା ପାଇ ମୃତ ହାତୀକୁ…
ଅଧିକ ଖବର ଦେଖନ୍ତୁ...