Daily Archives

March 10, 2023

ବାଘ ଧରାପକାଇବାକୁ ଜଙ୍ଗଲରେ ଲାଗିଥିଲା ଟ୍ରାକ୍‌ କ୍ୟାମେରା, ଚୋରି କରି ନେଇଗଲେ ଚୋର

କେନ୍ଦୁଝର: ବାଘକୁ ଧରାପକାଇବା ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିବା ବେଳେ ଏବେ ବାଘକୁ ଟ୍ରାକ୍‌ କରିବା ପାଇ ଲଗା ଯାଇଥିବା ଦୁଇଟି ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। ଏନେଇ ବନ…
ଅଧିକ ଖବର ଦେଖନ୍ତୁ...

୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି…
ଅଧିକ ଖବର ଦେଖନ୍ତୁ...

୭ଦିନ ପାଇଁ ଇଡି ରିମାଣ୍ଡରେ ଗଲେ ସିସୋଦିଆ, ମାର୍ଚ୍ଚ ୨୧ରେ ହେବ ଜାମିନ ଆବେଦନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିବା ବେଳେ ଏବେ କୋର୍ଟ ତାଙ୍କୁ ୭ଦିନ ପାଇଁ ଇଡି ରିମାଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀକୁ ଅସଦାଚାରଣ ଅଭିଯୋଗରେ ଆଶ୍ରମ ସ୍କୁଲରେ ତାଲା ପକାଇଥିଲେ ଲୋକେ, କୋଠରୀରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷକଙ୍କ…

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ର ଏକ ବିଦ୍ୟାଳୟର କୋଠରୀରୁ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପ୍ରଧାନଶିକ୍ଷକ ହେଲେ ରାଜେନ୍ଦ୍ର ଶତପଥୀ (୫୯)। ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଗ୍ରାମବାସୀ ଏହି ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ। ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ନୂଆ ମ୍ୟୁଜିକ ଭିଡିଓରେ ଆଦିଲ ଦେଖା ହେବାଠାରୁ ଧୋକା ଦେବା ପର୍ଯ୍ୟନ୍ତର କାହାଣୀ ବଖାଣିଲେ ରାକ୍ଷୀ

ମୁମ୍ବାଇ: ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ମା’ଙ୍କ ଦେହାନ୍ତ ହେବା ପରେ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ରହି ମା’ଙ୍କୁ ହରାଇବାରୁ ଦୁଃଖ ଭୁଲିଯିବେ…
ଅଧିକ ଖବର ଦେଖନ୍ତୁ...

‘ଟାଟା ‌‌ଷ୍ଟିଲ୍‌’ ତିଆରି କରିବ ‘ବନ୍ଦେ ଭାରତ ଟ୍ରେନ୍‌’; ରେଳ ମନ୍ତ୍ରାଳୟ ସହ ହେଲା ଏମଓୟୁ

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ସତୀଶଙ୍କ ଶେଷ ବିଦାୟ ଦେଇ ଭୋ ଭୋ ହୋଇ କାନ୍ଦିଲେ ଅନୁପମ, ଲୁହ ଲୁଚାଇଲେ ସଲମାନ

ମୁମ୍ବାଇ: ମ‌ାର୍ଚ୍ଚ ୯ତାରିଖ ସିନେମାଜଗତ ପାଇଁ କଳାଦିନ ଥିଲା। ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୭ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଉପଖଣ୍ଡ ଡାକ୍ତରଖାନା ମାନ୍ୟତା ଦାବିରେ ସଚେତନ ନାଗରିକ ମଞ୍ଚର ଆମରଣ ଅନଶନ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ହେଉଛି ହଜାରେ ବର୍ଷର ପୁରାତନ ନଗରୀ। ଏହି ସହର ୧୮୫୩ ମସିହାରେ କଳାହାଣ୍ଡିର ପୁରାତନ ସଦର ମହକୁମା ମଧ୍ୟ ଥିଲା। ବର୍ତ୍ତମାନ ଏହି ପୁରାତନ ସହରକୁ ସରକାର ଅବହେଳିତ କରି ଆସୁଥିବା ଅଭିଯୋଗ ହୋଇଛି। ଡାକ୍ତରଖାନା ଅଛି ହେଲେ ଡାକ୍ତର ପଦବି ଖାଲି…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ୍ : ଖ୍ବାଜା, ଗ୍ରୀନଙ୍କ ଶତକ, ଅଷ୍ଟ୍ରେଲିଆ ୪୮୦ରେ ଅଲଆଉଟ୍

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୮୦ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୬ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଗରିବଙ୍କ ଈଶ୍ବର ପାଲଟିଛନ୍ତି ନିଜେ ଦାରିଦ୍ର୍ୟ ଭିତରେ ବଢ଼ିଥିବା ଏହି ଡାକ୍ତର, ଚାକିରି ଛାଡ଼ି କରୁଛନ୍ତି ମାଗଣା…

ସୁନ୍ଦରବନ: ସଂସାରରେ ଯଦିଓ ଖରାପ ଲୋକ ଅଛନ୍ତି, ସେହି ତୁଳନାରେ କିଛି ଭଲ ଲୋକ ବି ରହିଛନ୍ତି । ଯେଉଁଥିପାଇଁ ଉଚିତ ସନ୍ତୁଳନ ରହିଛି। ଆଜି ଆମେ କହିବୁ ସେପରି ଜଣେ ଭଲ ଡାକ୍ତରଙ୍କ ବିଷୟରେ, ଯିଏକି ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି। ଡାକ୍ତର ଜଣକ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...