Daily Archives

May 5, 2023

ମହିଳାଙ୍କ ସୁନା ଚେନ ଲୁଟି ପଳାଇଯାଉଥିବା ଲୁଟେରାଙ୍କୁ ପିଛା କରି ଧରିଲେ ବିଜେପି ସାଂସଦ

ଔରଙ୍ଗାବାଦ: ସାଂସଦ ହେବ ତ ଏମିତି | ଲୁଟେରାଙ୍କ ବନ୍ଧୁକକୁ ନ ଡରି ସେମାନଙ୍କୁ ଧରିବାକୁ ସାହସ ଜୁଟାଇଲେ ଓ ଶେଷରେ ମାଡିବସି ଧରିଲେ | ବିହାରରେ ଜଣେ ବିଜେପି ସାଂସଦଙ୍କ ଏଭଳି ଏକ ସାହସୀକତାର କାହାଣୀ ସାମ୍ନାକୁ ଆସିଛି। ବିହାରର ଔରଙ୍ଗବାଦର ସାଂସଦ ସୁଶୀଲ କୁମାର ସିଂ ଏଭଳି ଏକ କାରନାମା…
ଅଧିକ ଖବର ଦେଖନ୍ତୁ...

ଆବଶ୍ୟକ ପଡିଲେ ପୁଣି ମୌଲାନାକୁ ରିମାଣ୍ଡରେ ଅଣାଯିବ: ଡିସିପି

କଟକ: କଳା ଯାଦୁ ମାଧ୍ୟମରେ ଲୋକଙ୍କୁ ଧନୀ କରାଇବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ମୌଲାନା କୈଫ ଖାଁନର ଚାରି ଦିନିଆ ପୁଲିସ ରିମାଣ୍ଡ ଆଜି ଶେଷ ହୋଇଛି। ଆସନ୍ତାକାଲି ପୁଲିସ କୈଫକୁ କୋର୍ଟରେ ହାଜର କରିବା ସହିତ ତା’ ନିକଟରୁ ପାଇଥିବା ତଥ୍ୟକୁ ନେଇ ତଦନ୍ତ ଜାରି ରଖିବ ବୋଲି ପୁଲିସ…
ଅଧିକ ଖବର ଦେଖନ୍ତୁ...

ମାସିକ ଧର୍ମକୁ ନେଇ କରିଥିବା ୨୫ବର୍ଷ ତଳର ବିଜ୍ଞାପନ ଭିଡିଓ ସେୟାର କରି ସ୍ମୃତି ଇରାନୀ କହିଲେ ଏଭଳି କଥା….

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ତାଙ୍କ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ଅନେକ ପୋଷ୍ଟ ସେୟାର ବି କରିଥାଆନ୍ତି। ଏହି କ୍ରମରେ ସ୍ମୃତି ଇରାନୀ ଏକ ବଡ଼ କମ୍ପାନି ପାଇଁ କରିଥିବା ପ୍ରଥମ ବିଜ୍ଞାପନକୁ ସେ ସୋସିଆଲ ମିଡିଆରେ ସେୟାର…
ଅଧିକ ଖବର ଦେଖନ୍ତୁ...

ଲିକ୍‌ ହେଲା ଗୁଗୁଲ୍‌ ପିକ୍ସେଲ୍‌ ୭ ଏ ର ତଥ୍ୟ: କମ୍‌ ବଜେଟ୍‌ର ଏହି ଫୋନ୍‌ରେ ମିଳିବ ଏସବୁ ସୁବିଧା

ମୁମ୍ବାଇ: ଆଗାମୀ ୧୦ ତାରିଖରେ ହେବ ଗୁଗୁଲ୍‌ ଆଇ/ଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଗୁଗୁଲ୍‌ର ସବୁଠାରୁ ଶସ୍ତ‌ା ଫୋନ୍‌ ଲଞ୍ଚ୍‌ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆମେ କହୁଛୁ ଗୁଗୁଲ୍‌ ପିକ୍ସେଲ୍‌ ୭ ଏ ବିଷୟରେ। ତେବେ ଫୋନ୍‌ଟି ବଜାରକୁ ଆସିବା ପୂର୍ବରୁ ଏହାର କଭର୍‌…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଇମ୍ପାଲ :  ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ନାଟକୀୟ ‘ୟୁ-ଟର୍ଣ୍ଣ’ ନେଲେ ପାୱାର, ୩ ଦିନ ପରେ ଇସ୍ତଫା ଫେରାଇନେଲେ ଏନସିପି ସୁପ୍ରିମୋ

ମୁମ୍ବାଇ: ସବୁ କଳ୍ପନାଜଳ୍ପନା ଓ ରାଜନୈତିକ ଅଙ୍କକଷାର ଅନ୍ତଃ ଘଟିଛି। ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି ଶରଦ ପାୱାର | ସେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି, "ମୁଁ ଆପଣମାନଙ୍କର ଭାବନାକୁ…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ଶେଷହେବା ପରେ କାମକୁ ଫେରୁଥିବା ବେଳେ ଦୁର୍ଘଟଣାର ହେଲେ ଶିକାର, ଯୁବକଙ୍କ କଟିଗଲା ଗୋଡ଼

ନୂଆଦିଲ୍ଲୀ: ଭାରତୀୟ ରେଳରେ ପ୍ରତିଦିନ ହଜାରହଜାର ଲୋକ ଯାତ୍ରା କରିଥାଆନ୍ତି। ଏହି କାରଣରୁ ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ ସକାଳୁ ରାତି ଯାଏଁ ଲାଗି ରହିଥାଏ। ଏମିତି କି  ଯାତାୟାତ ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ରଖିବା ପାଇଁ ଆରପିଏଫ ଓ ସୁରକ୍ଷାକର୍ମଚାରୀଙ୍କୁ ମୁତୟନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପାଣ୍ଠି ହଡ଼ପ ଅଭିଯୋଗରେ ଜେଟ୍‌ ଏୟାରୱେଜ୍ ଏବଂ ଏହାର ପ୍ରତିଷ୍ଠାତା ନରେଶ ‌ଗୋଏଲଙ୍କ ଘରେ ଚଢ଼ାଉ କଲା ସିବିଆଇ

ନୂଆଦିଲ୍ଲୀ: ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍‌ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି। କାନାରା ବ୍ୟାଙ୍କର ଅଭିଯୋଗ ଉପରେ ସିବିଆଇ ଶ୍ରୀ ଗୋୟଲ, ତାଙ୍କ ପତ୍ନୀ ଅନୀତା, ପୂର୍ବତନ ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

୫ ହଜାର କୋଟି ଟଙ୍କାର ଅନୀଲ ଅମ୍ବାନିଙ୍କ ଘରେ ରହିଛି ଏହି ସବୁ ସୁବିଧା: ଛାତ‌ରେ ହୋଇଛି ହେଲିପ୍ୟାଡ୍‌

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ବ୍ୟବସାୟ କ୍ଷେତ୍ରରେ ଯଦିଓ ସେତେଟା ସଫଳତା ମିଳିନାହିଁ, ମାତ୍ର ତାଙ୍କ ବିଳାସମୟ ଜୀବନ ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଏକ ସ୍ବପ୍ନ ପରି। ତେବେ ଜାଣିରଖନ୍ତୁ ଯେ ଅନୀଲ ଅମ୍ବାନି ଯେଉଁ ଘରେ ରହନ୍ତି ତାହା କୌଣସି ରାଜମହଲଠାରୁ କମ୍‌…
ଅଧିକ ଖବର ଦେଖନ୍ତୁ...

ରାଜୌରୀ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାରେ ହୋଇଥିବା ଆତଙ୍କବାତୀ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସମର୍ଥିତ…
ଅଧିକ ଖବର ଦେଖନ୍ତୁ...