Daily Archives

May 21, 2023

ଜନ୍ମଦିନର ଗୋଟିଏ ଦିନପୂର୍ବରୁ ଆରପାରିକୁ ଚାଲିଗଲା ପୁଅ, ମୃତ‌ଦେହ ପାଖରେ କେକ ରଖି କାଟିଲେ ପରିବାରଲୋକ

ନୂଆଦିଲ୍ଲୀ: ତେଲେଙ୍ଗାନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ନିଜର ୧୬ବର୍ଷ ପୁଅର ଜନ୍ମଦିନ ପାଳିବା ପାଇଁ ଜୋରସୋର ପ୍ରସ୍ତୁତି କରୁଥିଲେ। କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପୁଅ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌     

ବରଗଡ଼: ରବିବାର ବରଗଡ଼ରେ ଏକ ଚଳନ୍ତା କାର୍‌ ରାସ୍ତା ଉପରେ ଜଳି ଯାଇଛି। ବିଜେପୁରରୁ ତିନିଜଣ ବ୍ୟକ୍ତି ଏକ କାର୍‌ (ଓଡି୧୭-୨୫୨୫)ରେ ବରଗଡ଼ ଫେରୁଥିଲେ। ଅମ୍ବାପାଲି ନିକଟରେ କାର୍‌ଟି ହଠାତ୍‌ ଜଳିଯାଇଥିଲା। କାର୍‌ରେ ବସିଥିବା ବ୍ୟକ୍ତିମାନେ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଆପଣଙ୍କୁ ଲାଭ ହିଁ ଲାଭ ହେବ। ସାମାଜିକ କାର୍ଯ୍ୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ବୃଷ: କାମ ସଂପୂର୍ଣ୍ଣ କରିବା ଚେଷ୍ଟାରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ଭାଇ…
ଅଧିକ ଖବର ଦେଖନ୍ତୁ...

ବିଷଧର ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜଗନ୍ନାଥଗୁଡ଼ାର ଜଣେ ଯୁବକଙ୍କୁ ଆଜି ସକାଳ ସାଢେ଼ ୫ଟାରେ ଏକ ବିଷଧର ସାପ କାମୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଧନୁର୍ଜୟ ଦାସ (୨୪)।  ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ…
ଅଧିକ ଖବର ଦେଖନ୍ତୁ...

୫୦୦ଟଙ୍କା ଭତ୍ତା ନେବାକୁ ଆସିଥିଲେ ବୃଦ୍ଧା, ଭ୍ୟାନ୍‌ ଧକ୍କାରେ ମୃତ୍ୟୁ

ଜୟପୁର: ଭତ୍ତା ୫୦୦ଟଙ୍କା ନେବାକୁ ଆସି ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧା। ଆମ୍ବାଗୁଡା ଉତ୍କଳ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ଏହି ଘଟଣା ଘଟିଛି। ଆମ୍ବାଗୁଡା ପଞ୍ଚାୟତ କଚିଆକନାଡି ଗାଁର ମୁକ୍ତା ମୁସ୍କା ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା ପାଇଁ ଆସିଥିଲେ। ୬୮ବର୍ଷୀୟ ଗରିବ…
ଅଧିକ ଖବର ଦେଖନ୍ତୁ...

ସମୟ ବଦଳିବା ଆରମ୍ଭ କରିଛି, କର୍ଣ୍ଣାଟକ ଫଳାଫଳ ସାରା ଦେଶରେ ପ୍ରତିଫଳିତ ହୋଇପାରେ : ପାଓ୍ବାର

ମୁମ୍ବାଇ: ଦେଶରେ ସାମାଜିକ ଓ ସାମ୍ପ୍ରଦାୟିକ ବିଭାଜନକୁ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜିତ କରୁଥିବା ଶକ୍ତିମାନଙ୍କ ବିରୋଧରେ ଲଢ଼ିବା ପାଇଁ ସମସ୍ତଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ ରହିଛି ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର ରବିବାର କହିଛନ୍ତି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି ଭୋଟର ପରିବର୍ତ୍ତନ ପାଇଁ ମନସ୍ଥ କରି ସାରିଛନ୍ତି: ମନମୋହନ

ଚାନ୍ଦବାଲି: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଭୋଟର ୨୦୨୪ରେ ପରିବର୍ତ୍ତନ କରିବା ପାଇଁ ମନ ବଳାଇ ସାରିଛନ୍ତି। କେବଳ ତାଙ୍କ ସହ ଯୋଗ ସୂତ୍ର ରକ୍ଷା କରିବା ଆମ ମାନଙ୍କ ପ୍ରାଥମିକତା ରହିବା ଉଚିତ୍ ବୋଲି ଆଜିକାର ସଭାରେ ବିଜେପି ରାଜ୍ୟ ସଭାପତି ସାମଲ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍କାଏଡାଇଭିଂ ଦେଖିଲେଣି କି? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓଙ୍କ ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଭିଡିଓ ଦେଖି ଏବେ ସୋସିଆଲ ମିଡ଼ିଆ ୟୁଜର୍ସ ପ୍ରଶଂସା କରୁଛନ୍ତି | ବାସ୍ତବରେ ବୟସ କେବଳ ଏକ ସଂଖ୍ୟା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମନ୍ତ୍ରୀ |…
ଅଧିକ ଖବର ଦେଖନ୍ତୁ...

ନଦୀପୋଲ ଉପରେ ସାଢ଼େ ୪ ଘଣ୍ଟା ଅଟକିଲା; ଡିଜେଲ ଇଞ୍ଜିନରେ ଧୀମେଇ ଧୀମେଇ ହାୱଡ଼ା ଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର/ଭଦ୍ରକ: ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହାୱଡା ଅଭିମୁଖେ ବାହାରିଛି ଯାଇଛି। ଦ୍ରୁତଗାମୀ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଧୀମେଇ ଧୀମେଇ ହାୱଡା ଅଭିମୁଖେ ଗଡ଼ିଛି। ତେଣୁ ଘଣ୍ଟା ପିଛା ସର୍ବାଧିକ ୧୮୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ସୁନ୍ଦରୀ ସୁସ୍ମିତା ୨୯ବର୍ଷ ତଳର ଫଟୋ ସେୟାର କରି ଲେଖିଲେ ଏଭଳି କଥା…

ନୂଆଦିଲ୍ଲୀ: ସୁସ୍ମିତା ସେନ ସୋସିଆଲ ମିଡିଆରେ ସକ୍ରିୟ ରହିଥାଆନ୍ତି। ସେହିପରି ତାଙ୍କ ଫ୍ୟାନ୍ସମାନେ ବି ସେ କ’ଣ ଅପଡେଟ ଦେଉଛନ୍ତି ତାହାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥାଆନ୍ତି। ଏହି କ୍ରମରେ ଅଭିନେତ୍ରୀ ବିଶ୍ବ ସୁନ୍ଦରୀ ବିଜେତା ହେବାର ୨୯ବର୍ଷ ପୂରଣ ହେବାକୁ ନେଇ ଏକ ପୋଷ୍ଟ ସେୟାର…
ଅଧିକ ଖବର ଦେଖନ୍ତୁ...