Daily Archives

March 3, 2024

ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ୍ ଟପର୍‌ ହୃଷୀକେଶ ପଣ୍ଡା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ୍ ଟପର୍ ତଥା ବିଶିଷ୍ଟ ସାହିତ୍ୟିକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା…
ଅଧିକ ଖବର ଦେଖନ୍ତୁ...

ଯୁବବର୍ଗଙ୍କୁ ଅଧା ଟ୍ରେନିଂ ଦେଇ ଯୁଦ୍ଧକୁ ପଠାଉଛନ୍ତି ଭାରତ ସରକାର: ଚୀନ-ପାକିସ୍ତାନ ଆମଠାରୁ ଯଥେଷ୍ଟ ଭଲ ବୋଲି କହିଲେ…

ପାଟନା: ବିହାରର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ଚାଲିଥିବା ମହାମେଣ୍ଟର ଜନ ବିଶ୍ୱାସ ମହାରାଲି ସମୟରେ ବହୁ ସଂଖ୍ୟକ ଯୁବବର୍ଗଙ୍କୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଅଗ୍ନିବୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାରଙ୍କ ଦୂର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ଜଣେ ଆହତ

ଦେବଗଡ଼: ପୌରାଚଂଳର ପଲଟନଗୁଡା ନିକଟରେ ଟ୍ରକରୁ ଜିନିଷ ପତ୍ର ଓହ୍ଲାଉଥିବାବେଳେ ରବିବାର ଜଣେ ଯୁବକର ମୃତ୍ୟୁ ଘଟିଛି। ଏହାସହିତ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଦେବଗଡ ଥାନାଚଂଳର ମିରିଗିଡିଆ ସାହି ଟୁନା ପୂର୍ତ୍ତୀ(୨୯)।  ଆହତ ବୃଦ୍ଧ ଜଣକ ହେଲେ ସେହି ସାହିର ଉଦୟ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୦ରେ ରେଳରୋକୋ କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଜାରି ରହିଛି। ଅନ୍ୟପକ୍ଷରେ କୃଷକ ନେତା ଜଗଜିତ୍ ସିଂହ ଦଲେୱାଲ ଏବଂ ସରୱାନ ସିଂହ ପାନ୍ଧେର ରବିବାର (ମାର୍ଚ୍ଚ ୩, ୨୦୨୪) କହିଛନ୍ତି ଯେ ଆମର ଦିଲ୍ଲୀ ଚାଲୋ ପଦଯାତ୍ରାକୁ ସ୍ଥଗିତ ରଖାଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଜଗଜିତ୍…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଏନ୍‌ଏଚ୍‌ଏଆଇର ଜେନେରାଲ ମ୍ୟାନେଜରଙ୍କୁ ଗିରଫ କଲା ସିବିଆଇ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଜଣେ ଜେନେରାଲ ମ୍ୟାନେଜରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ କାଲେ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ଭଗାରେ ଅଘଟଣ: ଲେବଲ୍‌ କ୍ରସିଂରେ ଜଣେ ଶ୍ରମିକଙ୍କ ମୃତ୍ୟୁ, ୩ ଗୁରୁତର

ଗୋଡ଼ଭଙ୍ଗା: ସମ୍ବଲପୁର ଜିଲ୍ଲା ଗୋଡ଼ଭଗା ରେଳଷ୍ଟେସନ୍‌ ନିକଟସ୍ଥ ଏକ ପୁରୁଣା ଲେବଲ କ୍ରସିଂ କେବିନ୍‌କୁ ଭାଙ୍ଗିବା ବେଳେ ରବିବାର ଅପରାହ୍‌ଣରେ ଅଘଟଣ ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର: ବଢ଼ିଲା ପେନ୍‌ସନ୍‌, ଏଣିକି ଏତିକି ଟଙ୍କା ମିଳିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରେ ବାଜିଲା ବାଉନ୍ସର, ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ, ଭିଡ଼ିଓ ଭାଇରାଲ

ହୋବାର୍ଟ: ଘରୋଇ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ଅନ୍ୟ ଜଣେ ଅନ୍ତର୍ଜାତୀୟ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ୨୦୧୪ ମସିହାରେ, ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଫିଲ୍ ହ୍ୟୁଜ୍ ବାଉନ୍ସରରେ ଆହତ ହେବା ପରେ ପ୍ରାଣ ହରାଇଥିଲେ। ଏବେ ୧୦ ବର୍ଷ ପରେ ସେହି ଟୁର୍ନାମେଣ୍ଟରେ ସେହିଭଳି ଆଉ ଏକ ସମାନ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନର ସ୍ବପ୍ନ ହେବ ପୂରଣ: କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: କେନ୍ଦ୍ରାପଡ଼ାବାସୀଙ୍କୁ ମେମୁଟ୍ରେନ୍‌ ଉପହାର ମିଳିବ। ଜନସାଧାରଣଙ୍କର ଯାତାୟତ ସୁବିଧା ପାଇଁ କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ନେଟୱର୍କ ସହିତ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମେମୁ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଡିଆରଏମ୍‌…
ଅଧିକ ଖବର ଦେଖନ୍ତୁ...

ଏଥର ଲେଉଟିଲେ ଧକ୍କା ମାରିବୁ, ନୀତୀଶଙ୍କୁ ଟାର୍ଗେଟ୍ କଲେ ଲାଲୁ

ପଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାରବାସୀଙ୍କୁ ୨୦୨୪ ନିର୍ବାଚନରେ ଦିଲ୍ଲୀ ଦଖଲ କରିବାକୁ ନିବେଦନ କରିଛନ୍ତି। ପାଟନାର ଗାନ୍ଧୀ ମୈଦାନରେ ଆୟୋଜିତ ଜନ ବିଶ୍ୱାସ ମହାସମାରୋହରେ ଲାଲୁ ପ୍ରସାଦ କହିଛନ୍ତି ଯେ ଆମେ ଏକଜୁଟ ଅଛୁ। ଆରଜେଡି ହେଉଛି ଆପଣଙ୍କ ଦଳ । ଆମେ ଲୋକଙ୍କୁ ସମ୍ମାନ…
ଅଧିକ ଖବର ଦେଖନ୍ତୁ...