Daily Archives

March 4, 2024

କାହ୍ନୁଗୁଡାର ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପାଠପଢା: ଗ୍ରାମକୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଦେଖା ନାହିଁ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କାହ୍ନୁଗୁଡା ଗ୍ରାମ ଚର୍ଚ୍ଚାର ପରିଧି ଭିତରେ ସେତେବେଳେ ଆସିଥିଲା, ଯେତେବେଳେ କାହ୍ନୁଗୁଡା ଗ୍ରାମବାସୀ ୨୪ କିଲୋମିଟର ପଦଯାତ୍ରା କରି କାଶୀପୁର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ। ଗ୍ରାମଟି ବିଛିନ୍ନାଞ୍ଚଳ ଭାବେ…
ଅଧିକ ଖବର ଦେଖନ୍ତୁ...

ଅନୁଦାନ ଅଭାବ, ଅଧାରେ ଅଟକିଛି ପାଠାଗାର

ଜୟପୁର: ଜୟପୁର ଟାଉନହଲ୍ ଓ ବିଜୁ ପଟ୍ଟନାୟକ ପାର୍କ ମଧ୍ୟ ଭାଗରେ ପୌରପାଳିକା ପକ୍ଷରୁ ନିର୍ମାଣାଧୀନ ରହିଛି ପାଠାଗାର। ତେବେ ଏହି ପାଠାଗାର ପାଇଁ ଅନୁଦାନ ଅଭାବ ଯୋଗୁଁ ସଂପୁର୍ଣ୍ଣ ହୋଇ ପାରିନି। ପୌରପାଳିକା ପକ୍ଷରୁ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯିବାର ଯୋଜନା କରାଯାଇଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ମହୁଆ ମୈତ୍ରଙ୍କୁ ପୁଣି ଇଡି ସମନ, ମାର୍ଚ୍ଚ ୧୧ରେ ହାଜର ପାଇଁ ସମନ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ସମନ କରିଛି। ଏହି ମାମଲାରେ ପଚରାଉଚରା ପାଇଁ ମାର୍ଚ୍ଚ ୧୧ରେ ଇଡି ମୈତ୍ରଙ୍କୁ ସମନ କରିଛି। କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ପାଇଁ ପିଟିସନ ଦାଖଲ କରା ନଯାଉ: ଚାଷୀଙ୍କ ପ୍ରସଙ୍ଗରେ ଆଇନଜୀବୀଙ୍କୁ ଏସସିଙ୍କ ଭର୍ସନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ(ଏସସି) ଚାଷୀ ସଂଗଠନର ଦାବି ପ୍ରସଙ୍ଗକୁ ନେଇ ଦାଖଲ କରାଯାଇଥିବା ଏକ ପିଟିସନୁ ପ୍ରତ୍ୟାହାର କରିନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଆଇନଜୀବୀଙ୍କୁ ଭର୍ସନା କରି କହିଛନ୍ତି ସେମାନେ କେବଳ ଖବର କାଗଜ ରିପୋର୍ଟ ଅଧାରରେ ପ୍ରଚାର ପାଇଁ…
ଅଧିକ ଖବର ଦେଖନ୍ତୁ...

ଅନେକ ଦିନର ଇଚ୍ଛାକୁ ସାନ ପୁଅ ବିବାହ ପୂର୍ବରୁ ପୁରଣ କଲେ ନୀତା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହର ପୂର୍ବ ପ୍ରସ୍ତୁତିକୁ ଖୁବ ଉତ୍ସାହର ସହ ପାଳନ କରାଯାଉଛି।  ଏହି କ୍ରମରେ ନୀତା ଅମ୍ବାନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଥକ ନୃତ୍ୟ କରୁଥିବା ନଜର…
ଅଧିକ ଖବର ଦେଖନ୍ତୁ...

ଗୁରୁଗ୍ରାମ ରେସ୍ତୋରାଁରେ ଅଘଟଣ, ମାଉଥ୍ ଫ୍ରେସନର ଖାଇ ରକ୍ତବାନ୍ତି କଲେ ୫ ଗ୍ରାହକ

ନୂଆଦିଲ୍ଲୀ: ଗୁରୁଗ୍ରାମର ଏକ କାଫେରେ ଖାଇବା ପରେ ମୁଖବାସ ବା ମାଉଥ ଫ୍ରେସନର ଖାଇ ୫ ଜଣ ଲୋକ ଅସୁସ୍ଥ ହୋଇଯାଇଛନ୍ତି । ସେମାନେ ଏହାକୁ ଖାଇବା ପରେ ରକ୍ତବାନ୍ତି କରିଥିବା ଅଭିଯୋଗ ହୋଇଛି । ସେହି ସମସ୍ତ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଶ୍ରୀଲଙ୍କା: ଶେଷ ବଲ ପର୍ଯ୍ୟନ୍ତ ଚାଲିଲା ଖେଳ

କଲମ୍ବୋ: ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଟି -୨୦ ଇଣ୍ଟରନ୍ୟାସନାଲରେ ବାଂଲାଦେଶକୁ ୩ ରନରେ ପରାସ୍ତ କରିଛି। ଶେଷ ଓଭରରେ ଜିତିବା ପାଇଁ ବାଂଲାଦେଶକୁ ୧୨ ରନ୍ ଆବଶ୍ୟକ ଥିଲା, କିନ୍ତୁ ଦଳ ମାତ୍ର ୯ ରନ୍ ସ୍କୋର କରିପାରିଥିଲା। ବାଂଲାଦେଶ ପାଇଁ ଜାକର…
ଅଧିକ ଖବର ଦେଖନ୍ତୁ...

ସିଏସଏସ ଅଫିସର ଘେରାଉ କଲେ ନର୍ଥ ବ୍ଲକ୍: ପ୍ରମୋସନ ନେଇ ତେଜିଲା ଅସନ୍ତୋଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମେରୁଦଣ୍ଡ କୁହାଯାଉଥିବା କେନ୍ଦ୍ରୀୟ ସଚିବାଳୟ ସେବା(ସିଏସଏସ)ର ବହୁ ଅଫିସର ସୋମବାର ମଧ୍ୟାହ୍ନରେ ନର୍ଥ ବ୍ଲକ୍ ଘେରାଉ କରିଛନ୍ତି। ଅଫିସରଙ୍କ ସଂଗଠନ ‘ସିଏସଏସ ଫୋରମ’ ଅନୁସାରେ ପ୍ରାମ‌ୋସନ ନେଇ ଅବିଚାର କରାଯାଉଛି। ଦେଢ଼ବର୍ଷ ଧରି କ୍ୟାଡର ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଗୁଜବ ଖବରକୁ ନେଇ ସିନେମା ସେଟରେ ରେଖାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଅମିତାଭ

ନୂଆଦିଲ୍ଲୀ: ବଲିଉଡରେ ୮୦ ଦଶକର ଏକ ପ୍ରେମ କାହାଣୀ ଯାହା ଆଜି ବି ଚର୍ଚ୍ଚାରେ ରହିଛି। ଏହି ପ୍ରେମକାହାଣୀଟି ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖାଙ୍କୁ ନେଇ ରହିଛି। ଚର୍ଚ୍ଚାରେ ଥିବା ଏହି ପ୍ରେମ କାହାଣୀ ଅଧାରେ ରହି ଯାଇଥିଲା। କାରଣ ଅମିତାଭ ଜୟାଙ୍କୁ ବିବାହ କରି ତାଙ୍କ ଜୀବନରେ ଆଗକୁ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାକୁ ଜୟପୁରରୁ ଗଲା ‘‘ଆସ୍ଥା ଏକ୍ସପ୍ରେସ’’

ଜୟପୁର: ଆଜି ଜୟପୁରରୁ ଅଯୋଧ୍ୟା ଅଭିମୁଖେ ବାହାରିଛି ‘‘ଆସ୍ଥା ଏକ୍ସପ୍ରେସ୍’’ ସ୍ବତନ୍ତ୍ର ଟ୍ରେନ୍। ସେଭଳି ଆଉ ଏକ ସ୍ବତନ୍ତ୍ର ଟ୍ରେନ ଆସନ୍ତା ୬ ତାରିଖରେ ଜଗଦଲପୁରରୁ ଯିବ। ଆଜି ଜୟପୁର- ଦର୍ଶନନଗର-ଜୟପୁର ଟ୍ରେନ ଯାଇଛି। ଟ୍ରେନଟି ୪ରେ ଜୟପୁର ଷ୍ଟେସନରୁ ବାହାରି ୬ ତାରିଖରେ ଅଯୋଧ୍ୟାର…
ଅଧିକ ଖବର ଦେଖନ୍ତୁ...