Daily Archives

March 5, 2024

କାମ କରୁଥିବା ସମୟରେ ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ଘରେ ଅଛନ୍ତି ଅନ୍ତସତ୍ତ୍ବା ସ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି । ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ହେଲେ ଦକ୍ଷିଣ କେରଳର ବାସିନ୍ଦା। ନାମ ତାଙ୍କର ପାଟନିବିନି…
ଅଧିକ ଖବର ଦେଖନ୍ତୁ...

ବାରିଭଟ୍ଟା ଗାଁରେ ପହଞ୍ଚିନି ମୌଳିକ ସୁବିଧା: ଆଜି ବି ଅନ୍ଧାରରେ ରହୁଛନ୍ତି ଲୋକେ

ରାୟଗଡା: ରାୟଗଡା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ଏଥିସହ ଯେଉଁ ମୌଳିକ ସୁବିଧା ପହଞ୍ଚିବା କଥା ତାହା ମଧ୍ୟ ପହଞ୍ଚିପାରି ନାହିଁ, ଯାହାକୁ ନେଇ ବହୁ ସମୟରେ ଲୋକେ ଧାରଣା ଦେବା ସହ ଆନ୍ଦୋଳନାତ୍ମକ ପନ୍ଥାକୁ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସାମିଲ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଜଣେ କଳାକାର ଏବଂ ମଣିଷ ଭାବରେ ମୁଁ କଙ୍ଗନାଙ୍କୁ ପସନ୍ଦ କରେ, ହେଲେ…: ଇମ୍ରାନ ହାସମୀ

ନୂଆଦିଲ୍ଲୀ: 'ଟାଇଗର-୩' ଫିଲ୍ମ ପରେ ଇମ୍ରାନ ହାସମୀ ତାଙ୍କର ଆଗାମୀ ୱେବସିରିଜ ସୋ’ଟାଇମକୁ ନେଇ ଚର୍ଚ୍ଚାରେ ଅଛନ୍ତି | ମାର୍ଚ୍ଚ ୮ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ୱେବସିରିଜ ରିଲିଜ୍ ହେବ | ଏହା ପୂର୍ବରୁ ଏକ ସାକ୍ଷାତକାରରେ ଇମ୍ରାନ ହାସମୀ ବଲିଉଡରେ ପ୍ରିୟାପ୍ରୀତି ତୋଷଣ ସମ୍ପର୍କରେ ଏକ…
ଅଧିକ ଖବର ଦେଖନ୍ତୁ...

ନା ଇଣ୍ଡିଆ ନା ଏନଡିଏ, ଏହି ଦଳ ସହ ମେଣ୍ଟ କଲେ ମାୟାବତୀ

ଲଖନଉ: ନା ଇଣ୍ଡିଆ ନା ଏନଡିଏ ଦକ୍ଷିଣ ଭାରତର ଏହି ଦଳ ସହ ଶେଷରେ ମେଣ୍ଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ ଦକ୍ଷିଣ ଭାରତର ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି…
ଅଧିକ ଖବର ଦେଖନ୍ତୁ...

ଯୋଗୀ କ୍ୟାବିନେଟର ସଂପ୍ରସାରଣ, ଶପଥ ନେଲେ ୪ ନୂଆ ମନ୍ତ୍ରୀ

ଲକ୍ଷ୍ନୌ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ୍ ପ୍ରକାଶ ରାଜଭର,…
ଅଧିକ ଖବର ଦେଖନ୍ତୁ...

ଗ୍ରାମବାସୀ ସ୍ତ୍ରୀକୁ ଅସଦାଚରଣ କରିବାରୁ ଦୁଇପିଲାଙ୍କୁ ଧରି ଜୀବନ ହାରିଦେଲେ ସ୍ବାମୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସ୍ତ୍ରୀ ଅସଦାଚରଣର ଶିକାର ହେବା ଦେଖି ନିଜର ଦୁଇପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପ ଓ ଦୁଇଛୁଆଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଗ୍ରହଣ ନକରିବାଟା ମୋ ଭାଇକୁ ବହୁତ ବାଧୁଥିଲା : ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ : ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା | ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୁଲିସ | ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

ଭଗବାନ ରାମ ଓ ହନୁମାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଏ.ରାଜା, ଟାର୍ଗେଟ କଲା ବିଜେପି

ଚେନ୍ନାଇ: ତାମିଲନାଡୁରେ ଡିଏମକେ ନେତା ଏ.ରାଜା ଭଗବାନ ରାମ ଏବଂ ହନୁମାନ ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି | ଡିଏମକେ ନେତା କହିଛନ୍ତି ଯେ ଭାରତ ଏକ ଦେଶ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଉପମହାଦ୍ବୀପ । ରାଜା ହନୁମାନ ଜୀଙ୍କୁ ଏକ ମାଙ୍କଡ ସହିତ ତୁଳନା କରିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ଉଜ୍ଜୟିନୀ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି, ଶୁଭିଲା ‘ମୋଦୀ ମୋଦୀ’ ସ୍ଲୋଗାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚିଛି। ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି ପୂଜାର୍ଚ୍ଚନା କରିଥିଲୋ । ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଘର ବାହାରକୁ ଡାକି ଜାଳି ଦେଲେ ଯୁବକ

ଥିରୁବନନ୍ତପୁରମ୍: ମହିଳାଙ୍କୁ ଘର ବାହାରକୁ ଡାକି ଜାଳି ଦେଲେ ଯୁବକ | କେରଳର ଥିରୁବନନ୍ତପୁରମରେ ଘଟିଛି ଏଭଳି ହୃଦୟଥରା ଘଟଣା | ସୋମବାର ଘଟଣାଟି ଘଟିଥିବା ବେଳେ ମଙ୍ଗଳବାର ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି | ମୃତ ମହିଳା ବିଧବା ଥିଲେ ଏବଂ ନିଜ ପୁଅ ଓ ମାଙ୍କ ସହ ଏକ ଆପାର୍ଟମେଣ୍ଟରେ…
ଅଧିକ ଖବର ଦେଖନ୍ତୁ...