Daily Archives

March 6, 2024

ମଧ୍ୟପ୍ରଦେଶ ଗୁନାରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଆହତ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ନିମଚରୁ ଉଡ଼ାଣ ଭରିଥିବା ଏକ ତାଲିମ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଗୁନାରେ ଜରୁରୀ କାଳୀନ ଅବତରଣ ପାଇଁ ସହାୟତା ଲୋଡ଼ାଯାଇଥିବା ବେଳେ ଜରୁରୀ କାଳୀନ ଅବତରଣ ବେଳେ ଏୟାରଷ୍ଟ୍ରିପ୍ ବାହାରେ ଅବତରଣ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ନିଷ୍ପତ୍ତି ନିଆଯିବ: ବିଜେଡି

ଭୁବନେଶ୍ବର: ନବୀନ ନିବାସରେ ଆଜି ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟା‌ୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ପୁଣି ବର୍ଷେ ପରେ ଫେରିଲା ମହାମାରୀ : ନେଲାଣି ୫ ଜଣଙ୍କ ଜୀବନ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ବର୍ଲିନ: ବର୍ଷେ ପରେ ପୁଣି ୟୁରୋପରେ ଆତଙ୍କ ଦେଖାଦେଇଛି। ୟୁରୋପର କେତେକ ଦେଶରେ ମହାମାରୀ ପ୍ୟା‌ରୋଟ ଫିଭର ଫେରିଛି। ଏହା ଯୋଗୁ ଇତିମଧ୍ୟରେ ୫ ଜଣ ଲୋକଙ୍କ ଜୀବନ ଯାଇଛି। ତେବେ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ପ୍ୟା‌ରୋଟ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟକୁ ନେଇ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ବୈଠକ: ନଡ୍ଡା, ଶାହାଙ୍କ ସହ ଧର୍ମେନ୍ଦ୍ର ଓ ମନମୋହନ ଉପସ୍ଥିତ

ନୂଆଦିଲ୍ଲୀ/ଭୁବନେଶ୍ବର: ଆଗାମୀ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ବୈଠକ ହୋଇଛି। କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଓଡିଶା ବିଜେପିର ନେତାମାନେ ଏହି ବୈଠକରେ ସାମିଲ ହୋଇଛନ୍ତି। ବିଜେପିର ବୈଠକରେ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଯୌତୁକରେ ପାଇଥିବା ଦାମୀ ଗାଡ଼ିରେ ସ୍ତ୍ରୀକୁ ଧରି ମଦ ବ୍ୟବସାୟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

‌ନୂଆଦିଲ୍ଲୀ: ବିହାରର ମୁଜଫରପୁରରେ ପୁଲିସ ମଦ ବ୍ୟବସାୟ କରୁଥିବା ନବଦମ୍ପତିଙ୍କୁ ଗିରଫ କରିଛି। ଉକ୍ତ ନବଦମ୍ପତିଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗିରଫ ଦମ୍ପତି ମଦ ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିଲେ। ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷ ହେଲାଣି ଭିକାରୀ ହେବାର ଅଭିନୟ କରି ଏତେ ଟଙ୍କା ଆୟ କଲେଣି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ବର ଲୋକମାନେ ଟଙ୍କା ରୋଜଗାର ପାଇଁ ବିଭିନ୍ନ ବାଟ ଆପଣାନ୍ତି। ଅନେକ ଥର କିଛି ଲୋକ ଟଙ୍କା ଆୟ କରିବା ପାଇଁ କିଛି ଏଭଳି ଅଦ୍ଭୁତ କାମ କରିଦେଇଥାନ୍ତି ଯେ, ଯାହାକୁ ବିଶ୍ବାସ କରିବା କଷ୍ଟକର ହୋଇପଡ଼େ। ଚୀନ୍‌ର ଜଣେ ବ୍ୟକ୍ତି ଟଙ୍କା ଆୟ କରିବା ପାଇଁ ଯେଉଁ ବାଟ ଆପଣାଇଛନ୍ତି,…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ-ଓଲି ପୁଣି ହେଲେ ମିଳିତ: ଭାରତର ବଢ଼ିଲା ଚିନ୍ତା

କାଠମାଣ୍ଡୁ: ନେପାଳର ରାଜନୀତିରେ ପୁଣି ଏକ ଅଦଳବଦଳ ହୋଇଛି। ନୂଆ ସମୀକରଣରେ ମାଓବାଦୀ ନେତା ତଥା ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ କମଲଙ୍କ ପାର୍ଟି ମାଓବାଦୀ ସେଣ୍ଟର ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ମାର୍କ୍ସବାଦୀ ଲେନିନବାଦୀ(ୟୁଏମଏଲ) ପାର୍ଟି ମିଳିତ ହୋଇଛନ୍ତି। ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ନିଖିଳ ଓଡ଼ିଶା ଜିପିଏଲ୍‌ଏଫ୍‌ଇସି ସଂଘର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ 

ଭଦ୍ରକ: ନିଖିଳ ଓଡ଼ିଶା ଜିପିଏଲ୍‌ଏଫ୍‌ଇସି ସଂଘର ଆହ୍ଵାନରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ରୁ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନର ଇସି ସଦସ୍ୟ ମହିଳାମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଦୁର୍ଘଟଣାର ଶିକାର ହୋଇ ନିରାଶ ହୋଇଯାଇଥିବା ଚିତ୍ରଶିଳ୍ପୀଙ୍କ ଶରୀରରେ ହାତ ପ୍ରତିରୋପଣ କଲେ ଡାକ୍ତର

ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣାରେ ହାତ ହରାଇ ନିରାଶ ହୋଇଯାଇଥିବା ଜଣେ ଚିତ୍ରଶିଳ୍ପୀଙ୍କୁ ଡାକ୍ତର ନୂଆ ଜୀବନ ଦେଇଛନ୍ତି କହିଲେ କମ ହେବ ନାହିଁ। କାରଣ ଜଣେ ଚିତ୍ରଶିଳ୍ପୀ ପାଇଁ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ହାତର ଭୂମିକା ଖୁବ ଗୁରୁତ୍ବପୁର୍ଣ୍ଣ ରହିଥାଏ। କାରଣ ଚିତ୍ରଶିଳ୍ପୀ ଜଣକ  ତାଙ୍କ ହାତ…
ଅଧିକ ଖବର ଦେଖନ୍ତୁ...

ହୋସ ଉଡ଼ାଇବ ଭାରତର ସବୁଠୁ ମହଙ୍ଗା ଖଳନାୟକଙ୍କ ପାରିଶ୍ରମିକ

ମୁମ୍ବାଇ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏପରି ଏକ ସମୟ ଥିଲା ଯେତେବେଳେ ଖଳନାୟକଙ୍କୁ କମ, ହିରୋଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ପାରିଶ୍ରମିକ ହିରୋମାନଙ୍କ ତୁଳନାରେ ଖୁବ କମ୍ ଥିଲା। କିନ୍ତୁ ଏବେ ଖଳନାୟକମାନଙ୍କୁ ମଧ୍ୟ ସମାନ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...