Daily Archives

March 7, 2024

ମାର୍ଚ୍ଚ ୧୬ରେ ହାଜର ହୁଅ କେଜ୍ରିଓ୍ବାଲ : ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଜବାବ ମାଗିଛନ୍ତି। ଏହା ସହିତ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଅନନ୍ତଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ନାଚିବାରୁ ଟ୍ରୋଲ କରୁଥିଲେ ଲୋକେ, କଡ଼ା ଜବାବ ଦେଲେ ଆମୀର

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ପରିଚାଳନା ନେଇ ପୁଲିସ ସେବା ଭବନରେ ଗୁରୁବାର କମିସନରେଟ୍‌ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ମା’ଙ୍କୁ ସମ୍ମାନ ମିଳେ, ସେଠି ଦେବତାମାନେ ବାସ କରନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ପଡ଼ିଆରେ ବିବାଦ: ଅମ୍ପାୟରଙ୍କ ଆଡ଼କୁ ମାଡ଼ି ଆସିଲେ ଶ୍ରୀଲଙ୍କା ଟିମ, ଭିଡ଼ିଓ ଭାଇରାଲ

ସେଲହେଟ: ବାଂଲାଦେଶ ଏବଂ ଶ୍ରୀଲଙ୍କା ଟିମ୍ ମଧ୍ୟରେ ବିଶ୍ବକପ ୨୦୨୩ରେ ବିବାଦ ଦେଖିବାକୁ ମିଳିଥିଲା। ଏବେ ପୁଣି ସମାନ ଘଟଣା ଘଟିଛି। ବିବାଦକୁ ନେଇ ଶ୍ରୀଲଙ୍କା ଟିମ୍ ଫିଲ୍ଡ ଅମ୍ପାୟରଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶ୍ରୀଲଙ୍କା ଏବଂ…
ଅଧିକ ଖବର ଦେଖନ୍ତୁ...

ସୋ’ ରୁମମାନଙ୍କରେ ଶିଶୁମାନଙ୍କୁ ଅଣଦେଖା କରାଯାଉଥିବା ନେଇ ବାଳକଙ୍କ ଅଭିଯୋଗର ଶିଳ୍ପପତି ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ଆନନ୍ଦ ମହିନ୍ଦ୍ରା ତାଙ୍କ ଫଲୋୟର୍ସମାନଙ୍କ ପାଇଁ ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ଓ ମଜାଳିଆ ଟ୍ୱିଟ୍ ସବୁ ପୋଷ୍ଟ କରିଥାନ୍ତି। ଏଥିସହିତ ଭାଇରାଲ ପୋଷ୍ଟଗୁଡ଼ିକୁ ରିଟୁଇଟ କରି ନିଜର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ସେଲଫି ନେବା ବେଳେ କାଜଲଙ୍କ ଅଣ୍ଟା ଧରି ପକାଇଲେ ପ୍ରଶଂସକ, ଭିଡିଓରେ ଦେଖନ୍ତୁ କିଭଳି ଥିଲା କାଜଲଙ୍କ ପ୍ରତିକ୍ରିୟା

ମୁମ୍ବାଇ: ସେଲଫି ନେବା ବେଳେ ସାଉଥ୍ ଷ୍ଟାର କାଜଲ ଅଗ୍ରୱାଲଙ୍କ ଅଣ୍ଟା ଧରି ପକାଇଲେ ପ୍ରଶଂସକ। ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପିତା ବିନୟଙ୍କ ସହ ହାଇଦ୍ରାବାଦରେ ଏକ ଷ୍ଟୋର୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ସହ ଜଣେ ଯୁବକ ଯେଉଁ ବ୍ୟବହାର କରିଥିଲେ, ତାହାର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସମ୍ମାନ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ମାଓବାଦୀ

ମାଲକାନଗିରି: ଆନ୍ଧ୍ର ଓଡ଼ିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତାକାଲି (୨୦୨୪ ମାର୍ଚ୍ଚ ୮) ମହିଳା ଦିବସ ପାଳନ ନେଇ ଏହି ପ୍ରେସ ବିଜ୍ଞପ୍ତିରେ ମାଓ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିରେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ଅଧିକ ସୁରକ୍ଷିତ : ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ସନ୍ଦେଶଖାଲିକୁ ନେଇ ଗୁଜବ ପ୍ରଚାର କରୁଛି। ଲୋକସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କୋଲକାତାରେ ଆୟୋଜିତ ଏକ ମହିଳା ଅଧିକାର ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀରେ ବିଜେପିର ବୈଠକ ଶେଷ: ବିଜେଡି-ବିଜେପି ମେଣ୍ଟ ନେଇ ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେଡି ସହିତ ବିଜେପିର ମେଣ୍ଟ ନେଇ ନୂଆଦିଲ୍ଲୀରୁ ସଂକେତ ମିଳିଛି। ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଆଜି ଅପରାହ୍‌ଣରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚାଲିଥିବା ବୈଠକ ଶେଷ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ବୈଠକରେ…
ଅଧିକ ଖବର ଦେଖନ୍ତୁ...