Daily Archives

March 10, 2024

ବୟସରେ ୨୦ବର୍ଷ ବଡ଼ ଶିକ୍ଷକଙ୍କୁ ଜିଦ କରି ବିବାହ କରିଥିଲା ଝିଅ, ଜ୍ବାଇଁ ନେଇଗଲେ ତାର ଜୀବନ: ମୃତ ଝିଅର ବାପା

ସମସ୍ତିପୁର: ବିହାରର ସମସ୍ତିପୁରର ରେସରାରେ ଏକ ପ୍ରେମ କାହାଣୀ ଦୁଃଖଦ ଅନ୍ତ ଘଟିଛି। ୨୦ବର୍ଷ ବଡ଼ ଶିକ୍ଷକଙ୍କୁ ବିବାହ କରିବାର ଏକବର୍ଷ ପରେ ମହିଳାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ରେସରାରେ ଏକ କୋଚିଂ ପ୍ରତିଷ୍ଠାନ ଚଳାଉଥିବା ଇଂରାଜୀ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଆରୋହୀ ପାଲା ଗାୟକଙ୍କୁ ଚାପି ଦେଲା ହାଇଓ୍ବା, ଉତ୍ତେଜିତ ଲୋକଙ୍କ ନିଆଁ ଜାଳି ରାସ୍ତାରୋକ

ପୁରୀ: ଜିଲ୍ଲାର ଚାରିଛକ ଥାନା ଅଧୀନ ଅନ୍ନପୂର୍ଣ୍ଣା ବିଦ୍ୟାଳୟ ନିକଟରେ ଜଣେ ପାଲା ଗାୟକଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ହେଲେ ସୁନୀଲ ମହାପାତ୍ର (୫୪)। ସୂଚନା ଅନୁସାରେ ଛଣିଜଙ୍ଗ ଗ୍ରାମର ସୁନୀଲ ମହାପାତ୍ର…
ଅଧିକ ଖବର ଦେଖନ୍ତୁ...

ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ବାଚନ କମିଶନର ଚୟନ ନେଇ ବୈଠକ ବସିବ। ସେଥିରେ ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୧୫ରେ ଲୋକସଭା ପର୍ଯ୍ୟବେକ୍ଷକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଗୋରୁ ଚମଡ଼ା ବୋଝେଇ ଜବତ ଟ୍ରକକୁ ଜାଳିଦେଲେ ଦୁବୃର୍ତ୍ତ, ଦୁର୍ଗନ୍ଧ ନିର୍ଗତ ଯୋଗୁଁ ଜନଅସନ୍ତୋଷ ପ୍ରକାଶ

ରାଇରଙ୍ଗପୁର/ବହଳଦା: ଗୋ-ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲି ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ସମୟରେ ଗୋରୁ ବୋଝେଇ ଟ୍ରକ, ଗୋମାଂସ ବୋଝେଇ ଟ୍ରକ୍ ଧରା ହେବାର ନଜର ରହିଛି। ଜିଲ୍ଲାର ବାମନଘାଟି ଉପଖଣ୍ଡ ବହଳଦା ପୁଲିସ ଏକ ୧୨ ଚକିଆ ଗୋରୁ ଚମଡ଼ା ବୋଝେଇ ଟ୍ରକକୁ ୪…
ଅଧିକ ଖବର ଦେଖନ୍ତୁ...

ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ପ୍ରଭାରୀ: ନିର୍ବାଚନ ନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନାହିଁ। ଏହାରି ମଧ୍ୟରେ ରାଜ୍ୟ ବିଜେପି ନେତାଙ୍କୁ ପୁଣି ଥରେ ଦିଲ୍ଲୀ ଡାକରା ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫାକୁ ନେଇ ସରକାରଙ୍କୁ ଘେରିଲେ କପିଲ ସିବଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋୟଲଙ୍କ ଇସ୍ତଫା ନେଇ କଂଗ୍ରେସର ପୂର୍ବତନ ନେତା ତଥା ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିବଲ କହିଛନ୍ତି ଯେ ଅରୁଣ ଗୋୟଲ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୫ରୁ ସାଧାରଣଲୋକଙ୍କ ପାଇଁ ଆରମ୍ଭ ହେବ ଅଣ୍ଡର ୱାଟର ମେଟ୍ରୋ ସେବା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬ ତାରିଖରେ କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି। ଏହି ମେଟ୍ରୋ ସେବା ସାଧାରଣଲୋକଙ୍କ ପାଇଁ କେବେ ଆରମ୍ଭ ହେବ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ଏହାର ତାରିଖ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ରମେଶ ସିଂ ଆରୋରା ହେଲେ ପାକିସ୍ତାନର ପ୍ରଥମ ଶିଖ ମନ୍ତ୍ରୀ

ଇସ୍ଲାମାବାଦ: ରମେଶ ସିଂ ଅରୋରା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରମେଶ ସିଂ ଅରୋରା ନାରୋୱାଲ ଜିଲ୍ଲାରୁ ତୃତୀୟ ଥର ପାଇଁ ପାକିସ୍ତାନର ପ୍ରାଦେଶିକ ବିଧାନସଭା (ଏମପିଏ)କୁ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ପାକିସ୍ତାନର ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ରତ୍ନଭଣ୍ଡାର ଗଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ପୂର୍ବରୁ ଏହାର ଗଣତି କରାଯାଉ: ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ଭୁବନେଶ୍ବର: ରତ୍ନଭଣ୍ଡାର ଗଣତି ନେଇ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହାର ଗଣତି ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଶେଷ ଥର ୧୯୭୮ ମସିହାରେ ମେ ୧୩ରୁ ଗଣତି…
ଅଧିକ ଖବର ଦେଖନ୍ତୁ...

‘ନେବୁ ପ୍ରତିଶୋଧ, ବୁହାଇବୁ ରକ୍ତ’ ରାହୁଲଙ୍କୁ ପ୍ରାର୍ଥୀ କରିବା ନେଇ ଲାଗିଲା ଏମିତି ପୋଷ୍ଟର

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ମୋଟ ୩୯ ଜଣଙ୍କ ନାମ ରହିଥିଲା | ପ୍ରାର୍ଥୀ ତାଲିକା ମୁତାବକ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ଼ ଲୋକସଭା ଆସନରୁ ପୁଣି ଥରେ ପ୍ରାର୍ଥୀ କରାଯାଇଥିଲା | ତେବେ…
ଅଧିକ ଖବର ଦେଖନ୍ତୁ...