Daily Archives

March 15, 2024

ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକଙ୍କ ଏମ୍‌ଏସିପି-ପିଏଚ୍‌ଡି ପାଇଁ ସରଳ ହେଲା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି।ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା…
ଅଧିକ ଖବର ଦେଖନ୍ତୁ...

କେରଳକୁ ଏଭଳି ଯୁବନେତାଙ୍କ ଆବଶ୍ୟକତା ରହିଛି, କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ପାଇଁ ଏଭଳି କହିଲେ ମୋଦୀ

ତିରୁବନ୍ତପୁରମ: ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆଉ କିଛି ଘଣ୍ଟା ବାକି ଅଛି | ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କେରଳର ପଠାନମାଥିଟାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ। ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ସରକାରୀ ଚାକିରି ପାଇଁ ଚେଷ୍ଟା କରି ଅସଫଳ ହେବାପରେ ଏଭଳି ପୋଷ୍ଟ ସେୟାର କରି ଜୀବନ ହାରିଦେ‌ଲେ ଯୁବକ

ନୂଆଦିଲ୍ଲୀ: ପଶ୍ଚିମ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ସରକାରୀ ଚାକିରୀ ପାଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବାପରେ ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ମନି ଲଣ୍ଡରିଂ ମାମଲାରେ କେସିଆରଙ୍କ ଝିଅ କବିତାଙ୍କ ହାଇଦ୍ରାବାଦ ଘରେ ଚଢ଼ାଉ କଲା ଇଡିି

ହାଇଦ୍ରାବାଦ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ…
ଅଧିକ ଖବର ଦେଖନ୍ତୁ...

ୱେବ ସିରିଜ ଦେଖି ରଚିଥିଲା ହତ୍ୟା ଷଡଯନ୍ତ୍ର

ରାୟପୁର: ଛତିଶଗଡର ରାୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଆମାସିଭାନ୍ନି ପୁଲିସ୍ କଲୋନୀରେ ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ଜଲି ସିଂଙ୍କୁ କଇଁଚି ସାହାଯ୍ୟରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ତାଙ୍କ ପ୍ରେମିକ ଜୟ ସିଂଙ୍କ ଦ୍ୱାରା କରାଯାଇଥିଲା। ବାସ୍ତବରେ, ଜୟ ୪…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ପାଇଁ ଔଷଧ ନେଇ ଫେରୁଥିବା ବେଳେ ପୋଲ ତଳକୁ ଖସି ଜୁଇରେ ପଡ଼ି ଜଳିଗଲେ ସ୍ବାମୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋପାଳଗଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ପାଇଁ ଔଷଧ ନେଇ ଫେରୁଥିବା ବେଳେ ପୋଲ ତଳକୁ ଖସି ଜୁଇରେ ପଡ଼ି ସ୍ବାମୀ ଜଳିଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ଲାଲବେଗୀ ଗ୍ରାମର ନିବାସୀ ମହେନ୍ଦ୍ର ପ୍ରସାଦଙ୍କ ପୁଅ ଓକିଲ ପ୍ରସାଦ(୬୦)।…
ଅଧିକ ଖବର ଦେଖନ୍ତୁ...

ମାଓ ଶିବିର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ୨ ହାର୍ଡକୋର ନକ୍ସଲ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ଆଜି ଦୁଇ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଆଇଜି ଚରଣସିଂ ମୀନାଙ୍କ ସମ୍ମୁଖରେ ଏହିଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛତିଶଗଡର ବସ୍ତର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ଵରକୁ ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ଵର ଏୟାରଲିଫ୍ଟ କରାଯାଇଛି । ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ଭୁବନେଶ୍ବରର ଏଖ ଘରୋଇ ହସପିଟାଲକୁ ଏୟାରଲିପ୍ଟ କରାଯାଇଛି।  ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ ଅଭିନେତା ଅରିନ୍ଦମ ରାୟ 

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ବିଜେଡି ଛାଡ଼ିବା ନେଇ ଦଳୀୟ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅଭିନେତା ଶ୍ରୀ ରାୟ ଦଳର ସାଧାରଣ ସଂପାଦକ…
ଅଧିକ ଖବର ଦେଖନ୍ତୁ...