Daily Archives

March 22, 2024

ଚାରିଶମ୍ଭୁ ପୀଠରୁ ଉଠିଲା ଚୈତ୍ର ଦଣ୍ଡ; ଝାମୁଯାତ୍ରାରେ ବାହାରିଲେ ବାବା ପଶ୍ଚିମେଶ୍ୱର

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିଶମ୍ଭୁ)ପୀଠରୁ ଗୁରୁବାର ଚୈତ୍ର ଦଣ୍ଡ ଉଠିଛି। ବାବା ପଶ୍ଚିମେଶ୍ବର ଝାମୁଯାତ୍ରାରେ ବାହାରିଛନ୍ତି। ସିଦ୍ଧେଶ୍ୱର, ଜାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳୀଙ୍କ ସହ ବିଭିନ୍ନ ଦେବା ଦେବୀଙ୍କୁ ଠାରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମ ରାଉତ; ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସମ୍ପନ୍ନ

ପୁରୀ/ଭୁବନେଶ୍ବର/ପାରାଦୀପ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶୁକ୍ରବାର  ରାତିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଦାମୋଦର ରାଉତ’ଙ୍କୁ ପୂରା ଜଗତସିଂହପୁର ମାଟି ଝୁରୁଛି। ତାଙ୍କର ଏକମାତ୍ର ପୁଅ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଝଟ୍‌କା: ବେଗୁସରାଇରୁ ନିର୍ବାଚନ ଲଢ଼ିବେ ନାହିଁ କହ୍ନେୟା କୁମାର

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଏବେ କଂଗ୍ରେସର ପ୍ରମୁଖ ନେତା କହ୍ନେୟା କୁମାର ବିହାରର ବେଗୁସରାଇ ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ବିରୋଧୀ ମେଣ୍ଟର ପ୍ରମୁଖ ସହଯୋଗୀ ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି…
ଅଧିକ ଖବର ଦେଖନ୍ତୁ...

ସପା ବିଦ୍ରୋହୀ ବିଧାୟକଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ:ସମାଜବାଦୀ ପାର୍ଟିର(ଏସପି) ବିଦ୍ରୋହୀ ବିଧାୟକ ଅଭୟ ସିଂଙ୍କୁ ୱାଇ ବର୍ଗର ସୁରକ୍ଷା ମିଳିଛି। ବର୍ତ୍ତମାନ ସିଆରପିଏଫ ଯବାନ ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ହେବେ | ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ଅଭୟ ସିଂ ଏସପି ବିରୋଧରେ ବିଦ୍ରୋହ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଧକ୍କାରେ ଜଣେ ମୃତ, ୧ ଗୁରୁତର

ବିନିକା/ସିଂଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ଡିଙ୍ଗୁରିପାଲି ରାସ୍ତାର ବିନିକା ଥାନା ସିଂଘିଯୁବା କିଷାନ ଛକଠାରେ ଏକ ବାଇକ୍ ଧକ୍କାରେ ସିଂଘିଯୁବା ଗାଁର ଜବଦୁ ସାହୁ (୫୦ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଜବଦୁ ଶୁକ୍ରବାର ଦିନ ପ୍ରାୟ ୨ଟାରେ ଗଙ୍ଗାଭୋଜି ଖାଇ ସିଂଘିଯୁବା କଲୋନି…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଆପ୍‌

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ଚଳିତ ବର୍ଷ ହୋଲି ପାଳନ କରିବ ନାହିଁ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଦଳର ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ପହଞ୍ଚିଲା ରାମଲ୍ଲଲାଙ୍କ ପାଇଁ କାଞ୍ଚନ ଫୁଲରୁ ପ୍ରସ୍ତୁତ ହୋଲି

ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ଅଯୋଧ୍ୟା ରାମମନ୍ଦିରରେ ଜାନୁଆରି ୨୨ ତାରିଖରେ ଭଗବାନ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା। ଚଳିତଥର ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲା ପ୍ରଥମର ଥର ହୋଲି ଖେଳିବେ। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି। ହୋଲିକୁ…
ଅଧିକ ଖବର ଦେଖନ୍ତୁ...

ପୁରୁଣାକଟକ ଥାନା ପରିସରରୁ କୁଟୁରା ଉଦ୍ଧାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପରିସରରୁ ଶୁକ୍ରବାର ରାତିରେ ପୁରୁଣାକଟକ ବନାଞ୍ଚଳ କର୍ମଚାରୀ ଏକ କୁଟୁରାକୁ ଉଦ୍ଧାର କରିଛନ୍ତି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ନିକଟସ୍ଥ ପାରାପିଟ ଜଙ୍ଗଲରୁ କୁଟୁରାଟି ପୁରୁଣାକଟକ ଥାନା ପରିସରକୁ ଆସି ଏକ ଘର ଭିତରେ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ଔଷଧ ଲେଖିବାକୁ ମନା କରିବାରୁ ରୋଗୀଙ୍କୁ ନିସ୍ତୁକମାଡ଼ ମାରିଲେ ଡାକ୍ତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବା ଜିଲ୍ଲା ହସ୍ପିଟାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ରୋଗୀଙ୍କୁ ନିସ୍ତୁକମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ପୀଡ଼ିତ ଆକାଶଙ୍କ କହିବାନୁସାରେ ସେ ମହୋବା ଜିଲ୍ଲା ହସ୍ପିଟାଲରେ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ମୁସ୍ତାଫିଜୁର ନେଲେ ୪ ୱିକେଟ୍‌, ଚେନ୍ନାଇ ଆଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବୋଲର ମୁସ୍ତାଫିଜୁର ରହମାନ୍‌ ଚମକିଛନ୍ତି। ସେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୪ ଜଣ ଖେଳାଳିଙ୍କୁ ଆଉଟ୍‌…
ଅଧିକ ଖବର ଦେଖନ୍ତୁ...