Daily Archives

March 25, 2024

ପାରମ୍ପରିକ ଉତ୍ସାହର ସହ ହୋଲି ଉତ୍ସବ ପାଳନ କଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ରଙ୍ଗର ଉତ୍ସବ ପବିତ୍ର ହୋଲି ପାରମ୍ପରିକ ଢଙ୍ଗରେ ଅତ୍ୟନ୍ତ ଆନନ୍ଦ ଊଲ୍ଲାସର ସହ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ପ୍ରୋକ୍ଟର କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଆନନ୍ଦମୟ ପରିବେଶରେ ପରିବେଷିତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ମସ୍କୋ ଆକ୍ରମଣ ପ୍ରସଙ୍ଗରେ ଆମେରିକାକୁ ପ୍ରଶ୍ନ କଲା ରୁଷିଆ: ‘ତୁମେ ନିଶ୍ଚିତ କି ଏହା ଇସ୍‌ଲାମିକ ଷ୍ଟେଟ୍‌’…

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ ତାରିଖରେ ମସ୍କୋରେ କ୍ରୋକସ୍‌ ସିଟି ହଲ୍‌ ଆକ୍ରମଣ ପଛରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ହାତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦାବି ଉପରେ ରୁଷ୍‌ ସନ୍ଦେହ ପ୍ରକଟ କରିଛି। ଦୁଇ ଦଶନ୍ଧି ମଧ୍ୟରେ ରୁଷିଆରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ପାଇଁ ଇସ୍ଲାମିକ ଷ୍ଟେଟ୍‌ ନିଜକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ  ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ…
ଅଧିକ ଖବର ଦେଖନ୍ତୁ...

ଏଲଜିବିଟି ଆନ୍ଦୋଳନ ବିରୋଧରେ କଠୋର ହେଲେ ପୁଟିନ୍: ଉଗ୍ରବାଦୀ ତଥା ଆତଙ୍କବାଦୀ ସଂଗଠନ ତାଲିକାରେ ଯୋଡିଲେ

ମସ୍କୋ: ରୁଷିଆରେ ଏଲଜିବିଟି ଆନ୍ଦୋଳନକୁ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ ତାଲିକାରେ ଯୋଡା ଯାଇଛି। ରୁଷିଆର ସରକାରୀ ସମ୍ବାଦ ଏଜେନ୍ସି ଆରଆଇଏ ଏହି ବିଷୟରେ ସୂଚନା ଦେଇଛି। ଗତ ନଭେମ୍ବରରେ ରୁଷିଆର ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଅନୁସରଣ କରି ଏଲଜିବିଟି କାର୍ଯ୍ୟକର୍ତ୍ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇବା ପରେ ମନର କଥା କହିଲେ କଙ୍ଗନା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଟିକେଟ ଦିଆଯାଇଥିବା ଉଲ୍ଲେଖ ରହିଛି। ଅଭିନେତ୍ରୀ ହିମାଚଳପ୍ରଦେଶର ମାଣ୍ଡିରୁ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

‘ମୋଦୀ’, ‘ମୋଦୀ’ ନାରା ଦେଉଥିବା ଯୁବକଙ୍କୁ ଚାପୁଡ଼ା ମାରିବା ଦରକାର: କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ଟାଙ୍ଗାଗି କହିଛନ୍ତି ଯେ ଯେଉଁ ଯୁବକ ଓ ଛାତ୍ରମାନେ ମୋଦୀ, ମୋଦୀ ନାରା ଦେଉଛନ୍ତି ସେମାନଙ୍କୁ ଚାପୁଡ଼ା ମାରିବା ଉଚିତ୍‌ ବୋଲି ସେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରି କହିଛନ୍ତି। କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଆହୁରି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜିଓର ବେଷ୍ଟ ରିଚାର୍ଜ ଯୋଜନା: ବାରମ୍ବାର ରିଚାର୍ଜର ଅସୁବିଧାକୁ ଦୂର କରି ଅସୀମିତ କଲ ସହିତ ପ୍ରତିଦିନ ୨ ଜିବି ଡାଟା

ନୂଆଦିଲ୍ଲୀ: ହୋଲି ଅବସରରେ ଜିଓ ପକ୍ଷରୁ ସ୍ପେଶାଲ୍ ରିଚାର୍ଜ ଅଫର୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଛି। କମ୍ପାନୀ ପକ୍ଷରୁ ଶସ୍ତାରେ ଏହାର ଉପଭୋକ୍ତାମାନଙ୍କୁ ବାର୍ଷିକ ରିଚାର୍ଜ ଯୋଜନା ପ୍ରଦାନ କରୁଛି। ଅନ୍ୟ ଟେଲିକମ୍ କମ୍ପାନୀଗୁଡିକ ପରି ଜିଓର ପୋର୍ଟଫୋଲିଓରେ ମଧ୍ୟ ଅନେକ ରିଚାର୍ଜ ଯୋଜନା…
ଅଧିକ ଖବର ଦେଖନ୍ତୁ...

ଡିୟୁଟିରେ ଯାଉଥିବା ବେଳେ ରାସ୍ତାରେ ଅଟକି ଟ୍ରାଫିକ ଲାଇଟ ସଜାଡ଼ିଲେ ଖାଦ୍ୟ ଡେଲିଭରି ବଏ

ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯଦି କୌଣସି ସାମଗ୍ରୀ ପଡ଼ିଥାଏ ଅନେକଲୋକ ତାହାକୁ ଅଣଦେଖା କରି ଚାଲି ଯାଇଥାଆନ୍ତି। ଏମିତି କି ରାସ୍ତାରେ ଯଦି ଟ୍ରାଫିକ ଲାଇଟ ଖରାପ ହୋଇଛି କି ଟ୍ରାଫିକର କିଛି ସାମଗ୍ରୀ ତଳେ ପଡ଼ି ଯାଇଛି ଲୋକେ ଖୁସି ହୋଇଯାଇଥାଆନ୍ତି କି ଯାହା ହେଉ ଆଉ ଟ୍ରାଫିକରେ…
ଅଧିକ ଖବର ଦେଖନ୍ତୁ...

ଅରବିନ୍ଦ କେଜ୍ରିଓ୍ଵାଲ ଏକ ‘ବିଚାର’, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଡରୁଛନ୍ତି: ଆତିଶୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭୟ କରୁଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି। ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗତ ସପ୍ତାହରେ ଗିରଫ ହୋଇଥିବା ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ର ଷଷ୍ଠ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍) ସୋମବାର କର୍ଣ୍ଣାଟକର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍…
ଅଧିକ ଖବର ଦେଖନ୍ତୁ...