Daily Archives

March 25, 2024

ସୁନ୍ଦରଗଡ଼ରେ ହିଟ୍ ଆଣ୍ଡ ରନ୍: ମଦୁଆ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା, ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସ୍କୋର୍ପିଓ ପିଟି…

ସୁନ୍ଦରଗଡ଼: ସୁନ୍ଦରଗଡରେ ମଦୁଆ ସ୍କୋର୍ପିଓ ଚାଳକ କଲେ ସିରିଜ ଦୁର୍ଘଟଣା। ସୁନ୍ଦରଗଡ ସହର ଶଙ୍କରାରୁ ବାହାରିଲା ସ୍କୋର୍ପିଓ। ହୋଲି ଖେଳି ପୁରା ମତୁଆଲା ହୋଇଯାଇଥିଲେ ଡ୍ରାଇଭର ଓ ଆଉ ଜଣେ ଯୁବକ। ଆରମ୍ଭ ହୋଇଯାଇଥିଲା ଦୁର୍ଘଟଣା। ସୁନ୍ଦରଗଡ ମେଡ଼ିକାଲ କଲେଜ ସମ୍ମୁଖରୁ ଗୋଟିଏ ବାଇକ ଚାଳକକୁ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଗଛ ପଡ଼ି ଘର ଭାଙ୍ଗିଲା

ରାଉରକେଲା: ଆଜି ସନ୍ଧ୍ୟାରେ ରାଉରକେଲାରେ କାଳବୈଶାଖୀ ଦେଖିବାକୁ ମିଳିଛି। ରିଂ ରୋଡ଼ କଡ଼ରେ ଥିବା ଏକାଧିକ ଗଛ ଭାଙ୍ଗିଯାଇଛି। ଏମିତିକି ରାଉରକେଲା ଇସ୍ପାତ କାରଖାନା ପ୍ଲେଟ ମିଲ ବିଭାଗ କର୍ମଚାରୀ ତଥା ସେକ୍ଟର-୨୦, କ୍ୱାର୍ଟର ନଂ ସି-୧୮ ସ୍ଥିତ ଭଗବାନ ନାୟକଙ୍କ ଘର ଭାଙ୍ଗିଯାଇଛି। ଘରେ ଥିବା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଟଙ୍କା ବିଡ଼ା ଭର୍ତ୍ତି ଥିବା ବାକ୍ସ ଜବତ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ସଂହିତା ଲାଗୁ କରାଯାଇଛି। ତେଣୁ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅର୍ଥ ବ୍ୟବହାରରୁ ଦୂରେଇ ରଖିବା ପାଇଁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଇନ୍ଦୋର ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ମଧ୍ୟରେ ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଅମୁଲ୍‌ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ।…
ଅଧିକ ଖବର ଦେଖନ୍ତୁ...

ଜିଦ୍ ଛାଡି ଭାରତ ସହିତ କଥାବାର୍ତ୍ତା କର: ମଇଜ୍ଜୁଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ପରାମର୍ଶ

ମାଲେ: ଚୀନ୍ ସମର୍ଥକ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବର୍ତ୍ତମାନ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି। ମାଳଦ୍ୱୀପ ଉପରେ ଋଣ ଭାର ବଢୁଛି ଏବଂ ଏଥିରୁ ଦେଶକୁ ସୁରକ୍ଷା ଦେବାରେ ମଇଜ୍ଜୁ କୌଣସି ଉପଯୁକ୍ତ ପଦକ୍ଷେପ ନେଇପାରୁ ନାହାନ୍ତି। ଏପରିସ୍ଥଳେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କ ପାଇଁ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ରଙ୍କ ପାଇଁ ବିଜେଡି ଇସ୍ତାହାର ଆଣିବ। ବିଜେଡି ତା’ର ଇସ୍ତାହାରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି କହିଛି ଯେ,…
ଅଧିକ ଖବର ଦେଖନ୍ତୁ...

ସର୍ଭିସିଂ ସେଣ୍ଟରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ହେଲା ଚୋରି ମିଳୁନି କୌଣସି ସୂଚନା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଥିବା ନେଇ  ଦିଲ୍ଲୀର ଏକ ଥାନାରେ ଚାଳକ ମାମଲା ରୁଜୁ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚାଳକ ଥାନାରେ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ଫୋନ୍‌ ଟ୍ୟାପିଂ ମାମଲା: ଅଭିଯୁକ୍ତ ନମ୍ବର ୧ ହେଲେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

ହାଇଦ୍ରାବାଦ: ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍‌ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ପୂର୍ବ ବିଆରଏସ୍‌ ସରକାର…
ଅଧିକ ଖବର ଦେଖନ୍ତୁ...

କୋଲକାତାରୁ ଆଣି ପଶ୍ଚିମ ଓଡ଼ିଶାରେ ବିକୁଥିଲେ. ୧୦,୮୦୦ ବୋତଲ କଫସିରଫ ଜବତ, ୨୬ ଯୁବକ ଗିରଫ

ସମ୍ବଲପୁର: ସଦର ଥାନା ପୁଲିସ ବିପୁଳ ପରିମାଣର କଫ୍‌ ସିରପ୍ ଜବତ କରିଛି। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ଦୁଇଟ୍‌ ଅଟୋ ଓ ଦୁଇଟ୍‌ ବାଇକ୍‌ ଜବତ କରିଛି। ପୁଲିସ କହିଛି…
ଅଧିକ ଖବର ଦେଖନ୍ତୁ...

ପ୍ରତୀକ୍ଷାର ଅନ୍ତ: ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ଗୁଡିକର କାର୍ଯ୍ୟସୂଚୀ ପ୍ରକାଶ, ଫାଇନାଲ୍ କେବେ କେଉଁଠାରେ ଖେଳାଯିବ…

କୋଲକାତା: ଆଇପିଏଲ ୨୦୨୪ ସିଜିନ୍ ଜାରି ରହିଛି। ଲୋକସଭା ନିର୍ବାଚନ ଯୋଗୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇପିଏଲର ୧୭ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରି ନଥିଲା। କିନ୍ତୁ ବର୍ତ୍ତମାନ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୧୭…
ଅଧିକ ଖବର ଦେଖନ୍ତୁ...