Daily Archives

March 25, 2024

ପିଓକେ ଲୋକେ ଭାରତ ସହିତ ମିଶ୍ରଣ ଚାହୁଁଛନ୍ତି, ଆକ୍ରମଣ କରିବାର ଆବଶ୍ୟକତା ନାହିଁ : କହିଲେ ରାଜନାଥ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ଭାରତ ସହିତ ମିଶ୍ରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମକୁ ଆକ୍ରମଣ କରିବା ଏବଂ ଦଖଲ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ବେଙ୍ଗାଲୁରୁ: ପ୍ରଥମେ ବୋଲିଂ ନିଷ୍ପତ୍ତି

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ର ଷଷ୍ଠ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍) ସୋମବାର କର୍ଣ୍ଣାଟକର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳିଲା ବେଳେ ସତର୍କ ରହିବା, ଛୋଟ ପିଲାଙ୍କୁ ରାସାୟନିକ ରଙ୍ଗଠୁ ଦୂରରେ ରଖିବା: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ବର: ରଂଗର ପର୍ବ ହୋଲି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରେ ଆସନ୍ତାକାଲି (ମଙ୍ଗଳବାର) ଏହା ଧୁମ୍‌ଧାମରେ ପାଳନ ହେବ। ରାସ୍ତାଘାଟ ମଧ୍ୟ ରଂଗୀନ ଦେଖାଯିବ। ଖୁସି ପାଇଁ ରଂଗ ଖେଳିବା ଯେତିକି ଭଲ, ଅସାବଧାନ ହେଲେ ତା’ଠାରୁ ଅଧିକ ଖରାପ। ତେବେ କିପରି ଖେଳିବେ ହୋଲି ଏବଂ କଣ ସତର୍କତା…
ଅଧିକ ଖବର ଦେଖନ୍ତୁ...

ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ସାଂସଦ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି

ତାମିଲନାଡୁ: ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତି ସୋମବାର ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତରମାନେ…
ଅଧିକ ଖବର ଦେଖନ୍ତୁ...

ଭୁବଶ୍ବେରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ…
ଅଧିକ ଖବର ଦେଖନ୍ତୁ...

୨ଟି ବିଧାନସଭା ଆସନରୁ ଲଢିବେ ସିକିମ ମୁଖ୍ୟମନ୍ତ୍ରୀ; ବିରୋଧୀ ଚାମଲିଙ୍ଗଙ୍କ ବିପକ୍ଷରେ ପତ୍ନୀଙ୍କୁ କରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଏବଂ ତାଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ ନାମଚି-ସିଂହିଥାଙ୍ଗ ଆସନରେ ବିରୋଧୀ ଏସଡିଏଫର ସଭାପତି ପୱନ କୁମାର ଚାମଲିଙ୍ଗଙ୍କୁ ଟକ୍କର ଦେବେ। ଶାସକ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନର ରାଜ ପରିବାର ପାଇଁ ନା‌ସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ହେଉଛି କି ସତ୍ୟ ! ଭବିଷ୍ୟବକ୍ତା କ’ଣ କହିଥିଲେ?

ଲଣ୍ଡନ: ୧୫ ଶତାବ୍ଦୀର ମହାନ ଭବିଷ୍ୟବକ୍ତା ନା‌ସ୍ତ୍ରେଦମସ ବ୍ରିଟିଶ ରାଜ ପରିବାର ବିଷୟରେ କରିଥିବା ଭବିଷ୍ୟବାଣୀ ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହେଉଛି। କିଙ୍ଗ ଚାର୍ଲ୍ସ ବର୍ତ୍ତମାନ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ୱେଲ୍ସର ରାଜକୁମାରୀ କେଟ୍ ମିଡଲେଟନ୍ ମଧ୍ୟ କର୍କଟ ରୋଗ କାରଣରୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୩୨ ଛେଳି ମୃତ, ୩ ଛେଳିଚରାଳି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା: ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ହାତୀଖାଲ ଗ୍ରାମରେ ସୋମବାର ଅପରାହ୍‌ଣରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଛି। ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନେ ହେଲେ ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ।…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ଅଭିନୟ ସହିତ ନିର୍ବାଚନ ପାଇଁ ସମୟ ଦେଇ ପାରି‌ବେ ତ ବୋଲି ପ୍ରଶ୍ନ କଲେ ହିମାଚଳପ୍ରଦେଶ ସରକାରର ମନ୍ତ୍ରୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ବିଜେପି ତାଙ୍କ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ  ହିମାଚଳପ୍ରଦେଶ ସରକାର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଅଭିନେତ୍ରୀ କଙ୍ଗନାଙ୍କୁ କଟାକ୍ଷ କରିଛନ୍ତି। ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୨୦ କୋଟି ଟଙ୍କାର କୋକେନ୍‌ ସହ ମୁମ୍ବାଇ ବିମାନବନ୍ଦରରୁ ସିଏରା ଲିଓନ ନାଗରିକ ଗିରଫ

ମୁମ୍ବାଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସୋମବାର ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୯.୭୯ କୋଟି ଟଙ୍କା ମୂଲ୍ୟର ୧୯୭୯ ଗ୍ରାମ କୋକେନ୍‌ ସହ ସିଏରା ଲିଓନ୍‌ର ଜଣେ ମହିଳାଙ୍କୁ ଗିରଫ କରିଛି। କେନିଆର ରାଜଧାନୀ ନାଇରୋବିରୁ ସର୍ବାଧିକ ସହରକୁ ଆସିଥିବା ଏହି ମହିଳାଙ୍କୁ ରବିବାର…
ଅଧିକ ଖବର ଦେଖନ୍ତୁ...