Daily Archives

March 27, 2024

ରାମଙ୍କ ପଛେ ପଛେ ଲକ୍ଷ୍ମଣ ରାଜନୀତି ମୁହାଁ: ଅରୁଣ ଗୋଭିଲଙ୍କୁ ଟିକେଟ ମିଳିବା ନେଇ ଏଭଳି କହିଲେ ସୁନୀଲ

ମିରଟ: ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି। ସେ ମିରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସେ ମିରଟରେ ପହଞ୍ଚି କହିଛନ୍ତି ମୁଁ ଏଠାରେ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାପା ଓ ମା’ଙ୍କୁ ଛାଡ଼ି ବିଦେଶ ଚାଲିଯିବେ ଆରଧ୍ୟା

ନୂଆଦିଲ୍ଲୀ: ପିଲାଟି ଦିନରୁ ଆଜିପର୍ଯ୍ୟନ୍ତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ଓ ଅଭିନେତା ଅଭିଷେକ ବଚ୍ଚନ ଘରୁ ବାହାରି କୌଣସି ସ୍ଥାନକୁ ଯିବା ସମୟରେ ତାଙ୍କ ଝିଅ ଅରଧ୍ୟାଙ୍କ ହାତ କେ‌ବେ ବି ଛାଡ଼ି ନାହାନ୍ତି। ସେ ଜନ୍ମଦିନ ଭୋଜି ହେଉ କି ବିବାହ ଉତ୍ସବ କି ଅନ୍ୟ କୌଣସି କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରରେ ଲାଭ ପାଇବେ। ବନ୍ଧୁ ସହିତ ବିଗିଡ଼ିଥିବା ସମ୍ବନ୍ଧ ସୁଧୁରିବ। ମନରେ ଦବି ରହିଥିବା କଥା ଖୋଲିକରି କହନ୍ତୁ। ଏହାଦ୍ବାରା ମନ ଶାନ୍ତ ହେବ ଏବଂ ଅଶାନ୍ତି ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଜୀବନରେ ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ। ବ୍ୟବସାୟ କାମରେ…
ଅଧିକ ଖବର ଦେଖନ୍ତୁ...

ମେ ୧୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ଭକ୍ତମାନଙ୍କ ପାଇଁ ଖୁସିଖବର । ଆସନ୍ତା ମେ ୧୦ ଅକ୍ଷୟ ତୃତୀୟାରେ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି । ଏହି ମନ୍ଦିରର କବାଟ ପ୍ରତିବର୍ଷ ଭାଇଦୂଜ ଦିନ ବନ୍ଦ ରହିଥାଏ ଏବଂ ୬ ମାସ ପରେ ଅକ୍ଷୟ ତୃତୀୟା ଦିନ କେଦାରନାଥ ଧାମର ଦ୍ୱାର…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ-ଗଞ୍ଜାମ ସୀମାର କଳିଙ୍ଗାରେ ପୁଲିସର ୨୪ଘଣ୍ଟିଆ ନାକା

ଘୁ.ଉଦୟଗିରି: ଆଗାମୀ ମେ’ ମାସରେ ପୂରା ଦେଶ ସମେତ ଓଡ଼ିଶାର କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ହେବ। ଏଥି ନିମନ୍ତେ ସମସ୍ତେ ତତ୍ପର। ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ନିଜ ନିଜ ଚେଷ୍ଟା ଚଳେଇଛନ୍ତି କିଭଳି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିବ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ହୋଲିଲେ ୩ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ, ସୀମାରେ ଜବାବ ଦେଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଅଂଚଳରେ ନକ୍ସଲ ହୋଲି ଦିନ ରକ୍ତର ହୋଲି ଖେଳିଥିଲେ। ସୁକମା ଅଂଚଳର ବାସାଗୁଡା ଗ୍ରାମର ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। ଏହାପରେ ସିଆରପିଏଫ ଏବଂ ଡିଆରଜି ତଥା ସ୍ଥାନୀୟ ପୁଲିସ ବାସାଗୁଡା ଅଂଚଳରେ ଚଢାଉ କରିଥିଲେ। ନକ୍ସଲ ବାସାଗୁଡା…
ଅଧିକ ଖବର ଦେଖନ୍ତୁ...

କିଏ ରାମାୟଣ ଶ୍ରୀରାମଙ୍କ ରିୟଲ ଲାଇଫ୍ ସୀତା ଜାଣନ୍ତି କି?

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ରାଜନୀତି ପାଦ ଦେବା ପରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଅରୁଣ ନିଜ ନାମ ଅପେକ୍ଷା ରାମ ଭାବେ ଦେଶର ଜନସାଧାରଣଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ରାମାୟଣ ପରେ ରେ ବିଭିନ୍ନ ଫିଲ୍ମରେ ମଧ୍ୟ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ଇ-ନାମ ମଣ୍ଡିରେ ପ୍ରଥମ ଥର ପାଇଁ ବିକ୍ରି ହେଲା ଆଳୁ

ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ଵାରା ପରିଚାଳିତ ଇ-ନାମ ଯୋଜନାରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି, ରାଇରଙ୍ଗପୁର ଇ-ନାମ ମଣ୍ଡି ମାଧ୍ୟମରେ ୨୧୯ ଗୋଟି କୃଷିଜାତ ଦ୍ରବ୍ୟ ଗୁଡ଼ିକର ବିକ୍ରୀ ବଟାର ବ୍ୟବସ୍ଥା ରହିଅଛି। ରାଇରଙ୍ଗପୁର କୃଷି ଉପ୍ତାଦକ ସଙ୍ଗଠନ…
ଅଧିକ ଖବର ଦେଖନ୍ତୁ...

କାନ୍ଦିକାନ୍ଦି ଭଗବାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇ ଡାକ୍ତରଙ୍କୁ କରିଥିଲେ ଏଭଳି ଅନୁରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।  ଜଣେ ବ୍ୟକ୍ତି କାନ୍ଦିକାନ୍ଦି ଭଗବାନ ଲଡ଼ୁଗୋପାଳଙ୍କୁ ଆମ୍ବୁଲାନ୍ସରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ଭେଟିବା ପରେ ତାଙ୍କ ଲଡ଼ୁଗୋପାଳଙ୍କ ଚିକିତ୍ସା କରିବାକୁ କହିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ବିଜେପିର ୭ମ ଲୋକସଭା ପ୍ରାର୍ଥୀ ତାଲିକାରେ ୨ ଜଣଙ୍କ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି। ସପ୍ତମ ତାଲିକାରେ ବିଜେପି ମହାରାଷ୍ଟ୍ରର ଅମରାବତୀରୁ ନବନୀତ ରାଣାଙ୍କୁ ଟିକେଟ ଦେଇଥିବା ବେଳେ ଗୋବିନ୍ଦ କରଜୋଲଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗା ଆସନରୁ…
ଅଧିକ ଖବର ଦେଖନ୍ତୁ...