Daily Archives

June 25, 2024

୧୧୦ କିଲୋ ଗଂଜଇ ଜବତ, ୪ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା ମିଳିଛି। ଗଂଜେଇ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି। ମାଲକାନଗିରି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ପରିବା ବୋଝେଇ ପିକ୍‌ଅପ ଭ୍ୟାନରେ ଗଂଜେଇ ଯାଉଛି। ତୁରନ୍ତ ପୁଲିସ ସଂପୃକ୍ତ ଭ୍ୟାନକୁ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ି ପଡ଼ିଲା ତମ୍ବୁ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

ଶିବପୁରୀ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଆସିଛି ଏକ ବଡ ଖବର । ଏଠାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକ୍ରମରେ ବର୍ଷା ଯୋଗୁଁ ମଞ୍ଚର ତମ୍ବୁ ଭୁଶୁଡ଼ି ପଡ଼ିଥିଲା। ମଞ୍ଚର ତମ୍ବୁ ପଡ଼ିବା ସମୟରେ ସିନ୍ଧିଆ ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସେ ଅଳ୍ପକେ ବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

୭ ସାଂସଦ ଶପଥ ନେଇ ନାହାନ୍ତି, ବାଚସ୍ପତି ନିର୍ବାଚନରେ ​​ଭୋଟ୍ ଦେଇ ପାରିବେ ନାହିଁ!

ନୂଆଦିଲ୍ଲୀ: ମଙ୍ଗଳବାର ସଂସଦ ଅଧିବେଶନର ଦ୍ୱିତୀୟ ଦିନ ଥିଲା। ଦୁଇ ଦିନ ମଧ୍ୟରେ ନବ ନିର୍ବାଚିତ ସାଂସଦମାନେ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ୭ ସାଂସଦ ଶପଥ ଗ୍ରହଣ କରି ନାହାନ୍ତି। ଲୋକସଭା ବାଚସ୍ପତି ନିର୍ବାଚନ ସମ୍ପର୍କରେ କଂଗ୍ରେସ ସାଂସଦମାନଙ୍କୁ ଏକ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଦର୍ଶନ ପାଇଁ ବାଇକ୍‌ରେ ଯାଉଥିଲେ ଦୁଇ ଯୁବକ: ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ବୀରମହାରାଜପୁର: ମନ୍ଦିର ଦର୍ଶନ ପାଇଁ ସମ୍ବଲପୁର ଯାଉଥିବା ବେଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ସାଲେସିଂ ବୁଳାଣି ରାସ୍ତାରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅତର୍ଡ଼ା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ବୁଧବାର କୋର୍ଟ ଚାଲାଣ ହେବ

ନୂଆଦିଲ୍ଲୀ: ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଛି ସିବିଆଇ। ବୁଧବାର ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି ହେବାର ଥିବା ବେଳେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ଠିକ ପୂର୍ବରୁ ଆମ୍…
ଅଧିକ ଖବର ଦେଖନ୍ତୁ...

ଆଗରୁ ଘରର କିଛି ଅଂଶ ଭାଙ୍ଗିଥିଲା, ଏବେ ପୂରା ମାଟିରେ ମିଶେଇ ଦେଲା ଦନ୍ତା

ଘୁ. ଉଦୟଗିରି: ହାତୀ ଆତଙ୍କ କମିବାର ନାଁ ନେଉନି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ। ୨୫ଟିକିଆ ହାତୀପଲ ଦୀର୍ଘ ଦିନ ବୁଲି ବୁଲି ବ୍ୟାପକ କ୍ଷୟକ୍ଷତି କରିବା ସହ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଟିକାବାଲି ବନାଞ୍ଚଳକୁ ପଳେଇଥିବା ବେଳେ ଦନ୍ତାହାତୀ ବାଟବଣା ହୋଇ ପୁଣି ଏହି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

୧୮ ଯାତ୍ରୀଙ୍କୁ ଛାଡି ଚାଲିଗଲା ଇଣ୍ଡିଗୋ ବିମାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନ ବନ୍ଦରରେ ୧୮ ଜଣ ଯାତ୍ରୀଙ୍କ ଛାଡ଼ି ଇଣ୍ଡିଗୋ ବିମାନ ଉଡ଼ି ଯାଇଥିବା ଘଯଣା ସାମ୍ନାକୁ ଆସିଛି। ଫଳରେ ଡେରାଡୁନରୁ ବାରାଣସୀ ଯାଉଥିବା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଡେରାଡୁନରୁ ଲକ୍ଷ୍ନୌରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ଜୟ ହିନ୍ଦ୍, ଜୟ ସମ୍ବିଧାନ: ରାହୁଲଙ୍କ ଶପଥ ଗ୍ରହଣ ସମୟରେ ଗୃହର ଦୃଶ୍ୟ ବଦଳିଲା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପାଇଁ ତାଙ୍କ ନାମ ଡାକିବା ମାତ୍ରେ ଅଧିକାଂଶ ବିରୋଧୀଦଳ ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଠିଆ ହୋଇ…
ଅଧିକ ଖବର ଦେଖନ୍ତୁ...

ରାଜନୀତି ମୋ ପାଇଁ ଠିକ୍ ନୁହେଁ: ଲଗାତାର ଷଷ୍ଠଥର ​​ପରାଜୟ ପରେ ବାଇଚୁଙ୍ଗ ଭୁଟିଆ ସନ୍ୟାସ ଘୋଷଣା କଲେ

ଗୁଆହାଟୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ନିକଟରେ ଶେଷ ହୋଇଥିବା ସିକ୍କିମ୍ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ୍) ଉପ-ସଭାପତି ବାଇଚୁଙ୍ଗ ଭୁଟିଆ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ସଜେଇ ହୋଇ ଆସୁଥିବା ବେଳେ ଗୁଳିମାଡ଼ରେ ଟଳିପଡ଼ିଲେ କନ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନ୍ୟା ବିବାହ ପାଇଁ ସଜେଇ ହେବାକୁ ବିୟୁଟି ପାର୍ଲର ଯାଇଥିବା ‌ବେଳେ ଜଣେ ଯୁବକଙ୍କ ଗୁଳିମାଡ଼ରେ ‌ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...