ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ପୂର୍ତ୍ତ ବିଭାଗରେ ଟିଡିଆର୍‌ କେଳେଙ୍କାରୀ : ଫିଟୁଛି ଗୁମର

ଭବାନୀପାଟଣା : ପୂର୍ତ୍ତ ବିଭାଗରେ ମିଥ୍ୟା ଟିଡିଆର୍‌ କେଳେଙ୍କାରୀର ଧୀରେ ଧୀରେ ଭାନୁମତୀର ପେଡ଼ି ଭଳି ଗୁମର ଫିଟିବାରେ ଲାଗିଛି। ଭବାନୀପାଟଣା ପୂର୍ତ୍ତ ବିଭାଗରେ ପୂର୍ବରୁ ୧୯ଟି ଟିଡିଆରର ୮୯ ଲକ୍ଷ ଠକେଇ ବୋଲି ବ୍ୟାଙ୍କ ବିଭାଗକୁ ଜଣାଇଥିଲା। ବୁଧବାର ଆହୁରି ୩୨ଟି ଟିଡିଆରର ୧କୋଟି ୪୨ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିର ଶିଶୁ ଶିଳ୍ପୀ ରୋଶନ କୁମାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଶିଶୁ ଚିତ୍ରଶିଳ୍ପୀ ରୋଶନ ରଣା ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେ ଆଙ୍କିଥିବା ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ର ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ଦୁଇ ଭାଇ ମୃତ, ପରିବାର ବେସାହାରା

କଲମପୁର/କେସିଙ୍ଗ : ମହୁମାଛି ଆକ୍ରମଣରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚୟତ ପୁଟେସ ଗାଁରେ ଦୁଇ ଭାଇ ଲକ୍ଷ୍ମଣ ମାଝୀ ଓ ଲତ୍‌କୁ ମାଝୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉଭୟଙ୍କ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ନାଳ ପାଖରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଗରଗାବ ନିକଟ ନାଳରୁ କଳା ବାଗ (୬୫)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୨୯ ତାରିଖ ଦିନ ଏକ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖି କେଗାଁ ପୁଲିସକୁ ଖବର କରିଥିଲେ। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଛତରଯାତ୍ରା ସମ୍ପନ୍ନ : ରାଜପଥ ରକ୍ତ ରଞ୍ଜିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ଗୁରୁବାର ଶାନ୍ତି ଶୃଙ୍ଖଳା, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା। ତେବେ ପ୍ରଥା ଆଗରେ ମୁଣ୍ଡ ନୁଆଁଇ ଥିଲା ଆଇନ ଓ ପ୍ରଶାସନ। ମା’…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ଛତର ଯାତ୍ରାରେ ପ୍ରଶାସନର ସବୁ ନିୟମକୁ ଫୁ କରିଦେଇଛନ୍ତି ଭକ୍ତ

କଳାହାଣ୍ଡି: କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରାକୁ ନେଇ ପ୍ରଶାସନ କଟକଣା ଲଗାଇଥିଲେ । ଏହି ଯାତ୍ରା ସମୟରେ ପଶୁବଳି ଦିଆଯାଉଥିବା ହେତୁ ସୁପ୍ରିମକୋର୍ଟ ଛତର ଯାତ୍ରା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଛତର ଯାତ୍ରାରେ ଦଶହଜାରରୁ ଅଧିକ ପଶୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆସିଲାନି ୧୦୮ ଆମ୍ବୁଲାନ୍‌ସ:ବୃଦ୍ଧଙ୍କ ଜୀବନ ଗଲା

ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନସ୍ଥ ସୀଉନି ଗାଁର ରବି ରାଉତ (୬୨) ସୋମବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାକୁୁ ନେବାକୁ ୧୦୮ ଅମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା। ୨ ଘଣ୍ଟା ପରେ ବି ଆମ୍ବୁଲାନ୍‌ସ ପହଞ୍ଚି ନଥିଲା। ଫଳରେ ଏକ ଅଟୋରେ…
ଅଧିକ ଖବର ଦେଖନ୍ତୁ...

ତେଲନଦୀରେ ଫସିଥିବା ୫ ଜଣ ଉଦ୍ଧାର

ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚହକା ପଞ୍ଚାୟତର ମାକ୍ରିପଡାର ୫ ଜଣ ବୁଧବାର ସନ୍ଧ୍ୟାରେ ତେଲନଦୀକୁ ମାଛ ଧରିବାକୁ ଯାଇଥିଲେ। ତେବେ ହଠାତ୍‌ ନଦୀ ଜଳ ବୃଦ୍ଧି ପାଇବା ଯୋଗୁଁ ନଦୀ ଭିତରେ ସେମାନେ ଫସି ଯାଇଥିଲେ। ରାତି ପ୍ରାୟ ୧୦ଟାରେ ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଦମକଳ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ କଳାହାଣ୍ଡି

ଭବାନୀପାଟଣା,: ଲଗାଣ ବର୍ଷା ଓ ବିଜୁଳି କାଟ୍‌ ଯୋଗୁଁ ବେହାଲ ହୋଇପଡ଼ିଛି କଳାହାଣ୍ଡି ଜିଲ୍ଲା। ମଙ୍ଗଳବାର ଅପରାହ୍‌ଣ ୨ଟାରୁ କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଓ ୪ଟାରୁ ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହିଛି। ଭବାନୀପାଟଣା ଓ କେସିଙ୍ଗା ମଧ୍ୟରେ ୧୩୨ କେଭି ବିଦ୍ୟୁତ୍‌ରେ ବିଭ୍ରାଟ…
ଅଧିକ ଖବର ଦେଖନ୍ତୁ...