ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଧାନ ଫସଲରେ ନିଆଁ ଲଗାଇଲେ ଚାଷୀ 

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ରୋଗପୋକର ପ୍ରଭାବ ଅଣାୟତ୍ତ ହେବା ପରେ ଚକଡ଼ା ପୋକ ପ୍ରଭାବରେ ଚାଷୀ ଅତିଷ୍ଠ ହୋଇ ଶେଷରେ କୃଷି ବିଭାଗ ଉପରେ ଆକ୍ରୋଶ ପ୍ରଦର୍ଶନ ପୂର୍ବକ  ନିଜର ଉଜୁଡ଼ା ଚାଷରେ ନିଆଁ ଲଗାଇବା ଘଟଣା ଏଠାରେ କୃଷି ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ସଙ୍କଟରେ କଳାହାଣ୍ଡିର ଧଳାସୁନା:କାଣ୍ଡବିନ୍ଧା ପୋକ ଓ ଅଦିନିଆ ବର୍ଷାରେ କପା ନଷ୍ଟ

କେସିଙ୍ଗା: ଗୋଟିଏ ପଟେ କଳାହାଣ୍ଡିର ଧଲାସୁନା କାଣ୍ଡବିନ୍ଧା ପୋକ ଓ ଅନିଦିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟପଟେ ଆନ୍ତର୍ଜାତୀୟ ସ୍ତରରେ କପାର ସଠିକ ମୂଲ୍ୟ ନଥିବା ମଞ୍ଜି ଓ ବେଲ୍‌ର ମୂଲ୍ୟ ହ୍ରାସ ଯୋଗୁଁ ବେସରକାରୀ ସଂସ୍ଥା କପା କିଣିବାକୁ ମୁହଁ ମୋଡୁଥିବା ଏବଂ ଭାରତୀୟ କପା…
ଅଧିକ ଖବର ଦେଖନ୍ତୁ...

ରଞ୍ଜିତା ମାଝୀଙ୍କୁ ସାହସିକତା ପୁରସ୍କାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଟୁରିଭେଜିଗୁଡ଼ା ଗାଁର ରଞ୍ଜିତା ମାଝୀ(୧୨)ଙ୍କୁ ଚଳିତ ବର୍ଷ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଗର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ…
ଅଧିକ ଖବର ଦେଖନ୍ତୁ...

ପ୍ରତିବାଦରେ ଏନ୍‌ଏଚ୍‌ ଅବରୋଧ : ଠିକା ସଂସ୍ଥା ବିରୋଧରେ ଥାନାରେ ଅଭିଯୋଗ

କେସିଙ୍ଗା: କେସିଙ୍ଗା ଥାନା ଅମାଠ ଛକ ଠାରୁ କନ୍ଧମାଳ ସୀମା ଯାଏ ଜାତୀୟ ରାଜପଥ କାମ କରୁଥିବା ଠିକା ସଂସ୍ଥା ଜେକେଏମ ଓ ଏପିଏସ୍‌ କମ୍ପାନି ପକ୍ଷରୁ ନିୟୋଜିତ ଶ୍ରମିକ ଓ ଅନ୍ୟ ମେସିନାରି ମାଲିକ ବକେୟା ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଶ୍ରମିକ ଓ ମେସିନାରି ମାଲିକମାନେ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଚଢ଼ା ଓ ବନ ସୁରକ୍ଷାର ଅଭିନବ ଉତ୍ସବ:ଜଙ୍ଗଲରେ ଯାତ୍ରା

ଅନ୍ଧାରୀ ପାହାଡ଼ରୁ ଜଙ୍ଗଲ ସଫା ହୋଇଯାଇଥିଲା। ଅକ୍ଳାନ୍ତ ପରିଶ୍ରମ ଏବଂ ନିରନ୍ତର ସଂରକ୍ଷଣ ପ୍ରକ୍ରିୟାରେ ବର୍ତ୍ତମାନ ପାହାଡ଼ର ସବୁଜିମା ଫେରିଆସିଛି। ପାହାଡ଼ର ପ୍ରାୟ ୨୦ କିମି ପରିଧିରେ ରହିଥିବା ୧୫ଟି ଗାଁର ବନ ସୁରକ୍ଷା ସମିତିକୁ ନେଇ ଗଠିତ ମା’ ଅନ୍ଧାରୀ ବନ ସୁରକ୍ଷା ମହାସଂଘର ନିଷ୍ଠା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାର ୧୫୮ ଗାଁ ମରୁଡ଼ି ପ୍ରପୀଡ଼ିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ରିପୋର୍ଟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୫ଟି ବ୍ଲକର ୩୯ଟି ପଞ୍ଚାୟତର ୧୫୮ଗାଁ ମରୁଡ଼ି ପ୍ରପୀଡିତ ତାଲିକାରେ ରହିଛି। ସେହିଭଳି କେସିଙ୍ଗା ଏନ୍‌ଏସିର…
ଅଧିକ ଖବର ଦେଖନ୍ତୁ...

ବନ୍ଧକନାରେ କିଡ୍‌ନି ରୋଗ ସମସ୍ୟା, ପହଞ୍ଚିଲା ଡାକ୍ତରୀ ଦଳ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ପଂଚାୟତ ପଂଚବଟି ପଡ଼ାରେ କିଡନି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ପରେ ଗୁରୁବାର ଏକ ଡାକ୍ତରୀ ଦଳ ପଡ଼ାରେ ପହଞ୍ଚିଛି। ଏହି ଦଳରେ ଥିବା ଡାକ୍ତରମାନେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

 କେନ୍ଦୁପାଟି ଓ ବୋରଭଟା ପଞ୍ଚାୟତ ଇଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ଉ

୧ କୋଟି ୧୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର କେନ୍ଦୁପାଟି ପଞ୍ଚାୟତ ଓ ବୋରଭଟା ପଞ୍ଚାୟତର ନିର୍ବାହୀ ଅଧିକାରୀ ତ୍ରିନାଥ ସାହୁଙ୍କ ଘର ଓ ପଞ୍ଚାୟତ ଅଫିସରେ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ସଚେତନ ନାଗରିକ ମଞ୍ଚର ପଦଯାତ୍ରା:ସ୍ଥାୟୀ ପଟ୍ଟା ଦାବି

ଭବାନୀପାଟଣା: ୧୯୫୨ ମସିହାରୁ ଭବାନୀପାଟଣା ସହରରେ ବନ୍ଦୋବସ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନଥିବା ବେଳେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଯୋଗୁଁ ବହୁ ସହରବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସଂପୂର୍ଣ୍ଣ ଭାବରେ ଥଇଥାନ ଓ ସ୍ଥାୟୀପଟ୍ଟା ପ୍ରଦାନ କରାଯାଇ ନାହିଁ। ଭବାନୀପାଟଣା ସହରରେ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଆକଉଣ୍ଟରେ ଆଧାର ଲିଙ୍କ୍‌ ପରେ ଲକ୍ଷେ ୩୦ ହଜାର ଟଙ୍କା ଗାଏବ

କଳାହାଣ୍ଡି: ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରି ଲକ୍ଷେ ୩୦ ହଜାର ଟଙ୍କା ଉଭାନ ହୋଇଯାଇଛି। କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ ଭାଲୁଗୁଟ୍ରା ଗାଁରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସୂଚନାଯୋଗ୍ୟ, କଳାହାଣ୍ଡିର ଜୁନାଗଡ ବ୍ଲକର ଚାରବାହାଲ ଷ୍ଟେଟ ବ୍ୟାଙ୍କରେ…
ଅଧିକ ଖବର ଦେଖନ୍ତୁ...