ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଶିକ୍ଷକ ବଦଳିକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଶ୍ରେଣୀ ବର୍ଜନ

ଜୟପାଟଣା: ମହୁଲପାଟଣା ଉନ୍ନୀତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଶ୍ରେଣୀ ବର୍ଜନ କରିଥିବା ଜଣାଯାଇଛି। ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମହୁଲପାଟଣା ହାଇସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ପିଣ୍ଟୁ ଦୋରାଙ୍କ ବଦଳିକୁ କେନ୍ଦ୍ର କରି ଶ୍ରେଣୀ ବର୍ଜନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ମାଫିଆଙ୍କ କବ୍‌ଜାରେ ୧୦ ଏକର ଜମି:ତହସିଲ ଅଫିସ୍‌ ଘେରିଲେ ଛାତ୍ରଛାତ୍ରୀ

ଭବାନୀପାଟଣା: ଭବାନୀପାଟଣା ସରକାରୀ ସ୍ୱଂୟଶାସିତ କଲେଜର ଜମି ଚିହ୍ନଟ କରାଯାଇ ଚୂଡାନ୍ତ ଦାଖଲ ଖାରଜ ଆଦେଶ ପ୍ରଦାନ ନିମନ୍ତେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କଳାହାଣ୍ଡି ତହସିଲ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ତୁରନ୍ତ ସରକାରୀ…
ଅଧିକ ଖବର ଦେଖନ୍ତୁ...

୬ ଗ୍ରାମସଭାକୁ ମିଳିଲା କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାଞ୍ଜିଟ ପରମିଟ

ଭବାନୀପାଟଣା : ବହୁ ଦିନ ଧରି କେନ୍ଦୁପତ୍ର ଉପରେ ନିଜର ହକ ପାଇଁ ଲଢ଼େଇ କରି ଆସିଥିବା ଗ୍ରାମବାସୀମାନଙ୍କୁ ମିଳିଛି ପରମିଟ। ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଗୋଲାମୁଣ୍ଡା ବ୍ଲକର ୬ଟି ଗ୍ରାମସଭାକୁ କେନ୍ଦୁପତ୍ର ସଂଗ୍ରହ ଉପରେ ଅଧିକାର ପ୍ରଦାନ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ…
ଅଧିକ ଖବର ଦେଖନ୍ତୁ...

୬ କୋଟି ଟଙ୍କାର ଚାଉଳ ଫେରାଇ ନାହାନ୍ତି ମିଲର୍ସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୩ଜଣ ମିଲ ମାଲିକ ଏପର୍ଯ୍ୟନ୍ତ ୬କୋଟିରୁ ଅଧିକ ଟଙ୍କାର ଚାଉଳ ଫେରାଇ ନାହାନ୍ତି। ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ବିଭାଗ ଚେତାବନୀ ଦେଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଥାନାରେ ମୃତକଙ୍କ ପରିବାରକୁ ଭେଟିଲେ ଏସ୍‌ପି

ସିନାପାଲି: ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଧରୁଆଗୁଡି ରେଞ୍ଜ ଅଫିସରେ ଗତ ୧୬ ତାରିଖ ଗୁରୁବାର ଦିନ ରାତ୍ରିରେ ଶାଗୁଆନ କାଠ ଚୋରି ଅଭିଯୋଗରେ ଅଟକ ଥିବା ଓଡିଶା ରାଜ୍ୟ ସିନାପାଲି ଥାନା ଅନ୍ତର୍ଗତ ତାଲାକୋଟର ଭାନସିପଡ଼ାର ଲବକୁମାର ମାଝୀଙ୍କ ଆତ୍ମହତ୍ୟା ଭିନ୍ନ ମୋଡରେ…
ଅଧିକ ଖବର ଦେଖନ୍ତୁ...

ଭରୁଆମୁଣ୍ଡା ଚାଷୀ ଆତ୍ମହତ୍ୟା ଘଟଣା:ବିଜେପି କୃଷକ ମୋର୍ଚ୍ଚାର ରାସ୍ତାରୋକ

କୋମନା: ଚାଷରେ ରୋଗପୋକ ତଥା କ୍ଷୟକ୍ଷତି ଯୋଗୁଁ କୋମନା ବ୍ଲକ୍‌ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ଅଧୀନ ଭରୁଆମୁଣ୍ଡା ଗାଁର ଚାଷୀ ସାଗର ଦୀପ ମଙ୍ଗଳବାର ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦାବିରେ ବୁଧବାର ନୂଆପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ତରବୋଡ଼ଠାରେ ୨ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଜୁନାଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍‌ରେ ମୃଦୁ ଭୂମିକମ୍ପ

ଜୁନାଗଡ଼/ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୋରଗୁଡ଼ା, ଦେଦର ଗାଁରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ହୋଇଥିଲା। ରାତି ୨ଟା ୫୫ ମିନଟିରେ ୪ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଲୋକେ ଶୋଇଥିବା ସମୟରେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ନବଜାତକର ଶବ ଉଦ୍ଧାର

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କାଉଡୋଳା- ବାଞ୍ଜିବାହାଲ ରାସ୍ତାର କମଳ ନଦୀ ନିକଟ ଏକ ପଡ଼ିଆରେ ଶୁକ୍ରବାର ଏକ ନବଜାତ ଶିଶୁର ଶବ ଉଦ୍ଧାର କରାଯାଇଛି। ଶିଶୁକୁ କେହି ମଲା ପରେ ଫିଙ୍ଗି ଦେଇଛି ନା ଜାଣିଶୁଣି ଫିଙ୍ଗି ଦେଇଛି ତାହା ଜଣାପଡ଼ି ନାହିଁ। ଅନୈତିକ ପ୍ରେମ ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

କୁରେଶ୍ୱର ଏସ୍‌ବିଆଇରେ ଡକାୟତି ଉଦ୍ୟମ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ୱର ଉଦ୍ୟାନବନ୍ଧ ଗ୍ରାମରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ବୁଧବାର ରାତିରେ ଡକାୟତି ଉଦ୍ୟମ ହୋଇଥିବା କୋମନା ଥାନାରେ ଅଭିଯୋଗ ହୋଇଛି। ବୁଧବାର ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ପଛଆଡ଼ୁ ଗ୍ୟାସକଟର ସାହାଯ୍ୟରେ ଗେଟର ତାଲା କାଟି ଭିତରକୁ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ବଳଭଦ୍ର ମାଝୀଙ୍କ ନାମରେ ମାମଲା

ଭବାନୀପାଟଣା : କଳାହାଣ୍ଡିର ଜଣେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପରିବାରକୁ ବିଧାୟକ ବଳଭଦ୍ର ମାଝୀ ଧମକ ଦେଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ବ୍ଲକର ବାତେରଲିମା ପଞ୍ଚାୟତ ପାଖରେ ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭୂମି ପୂଜନ…
ଅଧିକ ଖବର ଦେଖନ୍ତୁ...