ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଟାକ୍ସ ନ କରିବାରୁ ଛାତ୍ରଙ୍କୁ ମାଡ଼

କେସିଙ୍ଗା : କେସିଙ୍ଗା ବ୍ଲକ ଚିଚର୍ଲା ସରକାରୀ ହାଇସ୍କୁଲ୍‌ରେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଟାକ୍ସ ନକରିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିଭୂଷଣ ସାହୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶିକ୍ଷକ ତାଗିଦ୍‌ କରିବାରୁ ଛାତ୍ର ମଧ୍ୟ ତାଙ୍କୁ ପିଟିଥିବା ପାଲଟା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲରୁ ଯୁବତୀ ଉଦ୍ଧାର

ମଣ୍ଡଳ: କଳାହାଣ୍ଡି ଜିଲ୍ଲା ବଡ଼କୁଟ୍ରୁ ଫାଣ୍ଡି ଅନ୍ତର୍ଗତ ମାଠିଆପଡ଼ା ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏନେଇ ପୁଲିସକୁ ଖବର ଦେବା ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ଜୟପାଟଣା ଡାକ୍ତରଖାନାକୁ ନିଆ ଯାଇଥିଲା। ବିଜମରା ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଦାନ କିଣିଲେ ବାଇକ୍‌

ଭବାନୀପାଟଣା : ଦାନ ମାଝୀ ଏବେ ପୁଣି ଚର୍ଚ୍ଚାରେ। ଡାକ୍ତରଖାନାରେ ଗାଡ଼ିଟିଏ ନପାଇ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା ଦାନ ଏବେ ନିଜ ପାଇଁ ବାଇକ୍‌ ଟିଏ କିଣିଛନ୍ତି। ପତ୍ନୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ପରେ ତାଙ୍କ ଶବ କାନ୍ଧରେ ବୋହି ନେଇ ଚର୍ଚ୍ଚିତ ହୋଇଥିବା ଦାନ ମାଝୀ ଅଲମତିଙ୍କୁ ତୃତୀୟ…
ଅଧିକ ଖବର ଦେଖନ୍ତୁ...

ସଟ୍ଟା ଚଢଉ, ୨ ଗିରଫ

ଜୁନାଗଡ଼: ଜୁନାଗଡ ଥାନା ପୁଲିସ୍‌ ମଙ୍ଗଳବାର କାଳିଆକୁଣ୍ଡ ଗାଁରେ ଚାଲିଥିବା ସଟ୍ଟା ଆଡ୍ଡାରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ର ସୂଚନାନୁସାରେ ଗାଁର ପରମେଶ୍ୱର ନାଏକ (୨୫) ଓ ଚନ୍ଦ୍ରକାନ୍ତ ନାଏକ ସଟ୍ଟା ଏଜେଣ୍ଟ ଭାବେ ସଟ୍ଟା ଖେଳାଉଥିଲେ। ସୂଚନା ପାଇ ମଙ୍ଗଳବାର ପୁଲିସ୍‌ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଦାନ କିଣିଲେ ବାଇକ୍‌

ଭବାନୀପାଟଣା: ଦାନ ମାଝୀ ଏବେ ପୁଣି ଚର୍ଚ୍ଚାରେ। ଡାକ୍ତରଖାନାରେ ଗାଡ଼ିଟିଏ ନପାଇ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା ଦାନ ଏବେ ନିଜ ପାଇଁ ବାଇକ୍‌ ଟିଏ କିଣିଛନ୍ତି। ପତ୍ନୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ପରେ ତାଙ୍କ ଶବ ବୋହି ନେବା ପରେ ଅଲମତିଙ୍କୁ ତୃତୀୟ ବିବାହ କରି ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପରେ ଏବେ ସରକାରୀ କର୍ମଚାରୀଙ୍କୁ ଅଣ୍ଡାମାଡ଼

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନେତାଙ୍କୁ ଅଣ୍ଡାମାଡ ଥମି ନଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବିଦାୟୀ କର୍ଲାପାଟ ରେଞ୍ଜରଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଦକ୍ଷିଣାଞ୍ଚଳ ବନ ବିଭାଗର କର୍ଲାପାଟ ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

୬୫ ହଜାର ଟଙ୍କା ଦେଇ ମୋଟରସାଇକେଲ କିଣିଲେ ଦାନ ମାଝି

କଳାହାଣ୍ଡି: ଦିନେ ଅର୍ଥାଭାବ ଯୋଗୁଁ ସ୍ତ୍ରୀର ମୃତଦେହକୁ ୧୦କିମି କାନ୍ଧେଇ କାନ୍ଧେଇ ଚାଲିଥିବା  ଦାନ ମାଝୀଙ୍କ ପରିସ୍ଥିତି ବଦଳିଛି।   ମଙ୍ଗଳବାର ଭବାନୀଟପାଟଣାର ଏକ ବାଇକ ସୋ-ରୁମରୁ ଦାନମାଝି ୬୫ ହଜାର ଟଙ୍କା ଦେଇ ଏକ ମୋଟରସାଇକେଲ କିଣିଛନ୍ତି। ବାଇକ କିଣିବା ବେଳେ ଦାନ ମାଝୀ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଦୁଇବୃଦ୍ଧ ମୃତ

କଳାହାଣ୍ଡି: ଭବାନିପାଟଣାର ନର୍ଲା ବ୍ଲକ୍‌ ବାଲିସିଙ୍ଘା ପଞ୍ଚାୟତର ସେରଲୁ ଗ୍ରାମରେ ହାତୀ ଆକ୍ରମଣରେ ମଙ୍ଗଳବାର ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ନାମ କାଟନା ମାଝି (୫୯) ଓ ପିତାମ୍ବର ମାଝି(୫୦)। ସୂଚନାଯୋଗ୍ୟ, ଆଜି ସକାଳେ ମାଝିପଡ଼ାରୁ କାମ ସାରି କାଟନା ମାଝି ଓ ପିତାମ୍ବର ମାଝି…
ଅଧିକ ଖବର ଦେଖନ୍ତୁ...

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ ଘଟଣା

ଭବାନୀପାଟଣା: କାକା କାନ୍ଦୁ ମାଝୀଙ୍କ ଟାଙ୍ଗିଆ ଚୋଟରେ ପୁତୁରା ସାନ୍ଦା ମାଝୀଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ କାନ୍ଦୁଙ୍କୁ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ପୁଲିସ ଗିରଫ କରି ଶୁକ୍ରବାର କୋର୍ଟର୍ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ବୁଧବାର ପୋଖରୀବନ୍ଧ ଗାଁର କାନ୍ଦୁ…
ଅଧିକ ଖବର ଦେଖନ୍ତୁ...

ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ

ଭବାନୀପାଟଣା: ଥୁଆମୂଳ ରାମପୁର ବ୍ଲକରେ ବହୁ ବୁଢ଼ାବୁଢ଼ୀ ଯୋଗ୍ୟ ଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଥୁଆମୂଳ ପଞ୍ଚାୟତ ଭଟାଗୁଡ଼ା ଗାଁର କେମେଲ ପରାଭୋଇଙ୍କୁ ଶହେ ବର୍ଷରୁ ଅଧିକ ବୟସ ହୋଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ଭତ୍ତା ମଧ୍ୟ ମିଳି ନାହିଁ। ସେହିଭଳି ତାଙ୍କ ବଡ଼ ପୁଅ…
ଅଧିକ ଖବର ଦେଖନ୍ତୁ...