ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ନାବାଳିକା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ଗତ ୨୦୦୫ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଶୌଚ କରିବାକୁ ଯାଇ ଥିବାବେଳେ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ…
ଅଧିକ ଖବର ଦେଖନ୍ତୁ...

ଶ୍ରାବଣରେ ବର୍ଷା ନାହିଁ: ଜମି ଫାଟିଲାଣି, ମରୁଡ଼ି ଆଶଙ୍କା

ବଲାଙ୍ଗୀର/କଳାହାଣ୍ଡି/ବୌଦ୍ଧ/ଦେବଗଡ଼ : ମୌସୁମୀକୁ ଅପେକ୍ଷା କରି କରି ଜୁନ ମାସ ଶେଷ ବେଳକୁ ହାତ ଗଣତି କିଛିଦିନ ବର୍ଷା ହେଲା। ଯଦିଓ ସେତେବେଳକୁ ଚାଷ ପଛେଇଥିଲା। ତା ସତ୍ତ୍ବେ ଗରମରୁ ଜନଜୀବନ ଆଶ୍ବସ୍ତ ହୋଇଥିଲ। ଚାଷୀ ଚାଷକାମ ଆରମ୍ଭ କରିଦେଇଥିଲେ। ମାତ୍ର ଏହା ପରେ ପ‌ରେ ବର୍ଷା ଉଭାନ୍‌…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ନିଯୁକ୍ତି ଦାବି, ସ୍କୁଲରେ ତାଲା ମାରିଲେ ଛାତ୍ରଛାତ୍ରୀ

କଲମପୁର: କଳାହାଣ୍ଡି ଜିଲ୍ଲା ଲମପୁର ବ୍ଲକ କୋଟାଗାଁ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଖବରପାଇ ବିଇଓ ମଧୁସ୍ମିତା ନାଏକ ଓ ବିଆର୍‌ସି ହେମନ୍ତ ପଣ୍ଡା ସ୍କୁଲରେ ପହଞ୍ଚି ସମସ୍ୟା ବିଷୟରେ ପଚାରି ବୁଝିଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ନାବାଳକଙ୍କ ପରିବାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତ ସାଗୁନଭାଡ଼ି-ବାଞ୍ଜିପଦର ନାଳା ନିକଟରୁ ରବିବାର ଏକ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସୋମବାର ନାବାଳକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ମୃତକ ଦ୍ୱୟଙ୍କ ବୟସ ୧୮ ବର୍ଷରୁ କମ୍‌ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମୋରମ ଅତଡ଼ା ଖସି ୨ ଶ୍ରମିକ ମୃତ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟାସ୍ଥିତ ଡୁରୁକା ଡଙ୍ଗରରେ ପଥର ଭାଙ୍ଗୁଥିବା ସମୟରେ ​ମୋରମ ଅତଡ଼ା ଖସି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଜୟପାଟଣା ବ୍ଲକ୍‌ ଅଁଳାଭଟା ଗ୍ରାମର ଲୋକେ ଡୁରୁକା ଡଙ୍ଗରରେ ପଥର ଭାଙ୍ଗି ଜୀବିକା ନିର୍ବାହ…
ଅଧିକ ଖବର ଦେଖନ୍ତୁ...

ପ୍ରେମୀ ଯୁଗଳଙ୍କ  ଗଳିତ ଶବ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାଗୁନଭାଡ଼ି-ବାଞ୍ଜିପଦର ରାସ୍ତାରୁ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଗାଁର ସୁନୀଲ ପଟେଲ (୨୨) ଓ ଜେମାମଣି ପଟେଲ (୧୮)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ରେଙ୍ଗାଲପାଲି-ଝରିଆଗୁଡ଼ା ରାସ୍ତାର ଜୁନାପଡ଼ା ଗାଁ ନିକଟ ଚାଷଜମିରୁ ପୁଲିସ୍ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ରେଙ୍ଗାଲପାଲି ଗ୍ରାମର ଜୟପତି ମାଝୀ (୪୫) ବୋଲି ଜଣାପଡ଼ିଛି। ଯୁବକଙ୍କ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଥିବାରୁ ପରିବାର…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ଜଣେ ମୃତ

ଉତ୍କେଲା: ଭବାନୀପାଟଣା ସଦର ଥାନା କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମରେ ଏକ ଦୁର୍ଘଟଣା ଘଟିଛି। ବାଇକ୍ (ଓଆର୍‌ ୦୮ଇ-୨୯୩୫) ଉପରେ ଏକ ଟ୍ରକ୍‌ (ସିଜି ୦୪ଏନ୍‌ଟି-୫୫୭୨) ଚଢ଼ିଯିବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍ ଚାଳକଙ୍କ ମୁଣ୍ଡରେ ଟ୍ରକ୍‌ଟି ଚଢ଼ିଯାଇଥିବାରୁ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା: ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ!

କଲମପୁର/ଜୟପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳର ଜଣେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଶିଶୁକୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ଏଥିସହ ଗାଁକୁ ଯାଇ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ବିଡ଼ମ୍ବନା: ମୃତ ବ୍ୟକ୍ତି ନାଁରେ ଆବାସ ଯୋଜନା ସହାୟତା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡୋବ୍ରା ପଞ୍ଚାୟତ ଏକାତାରା ଗ୍ରାମର ଜଣେ ହିତାଧିକାରୀଙ୍କ ପ୍ରଥମ ଆବାସ ‌େଯାଜନା କିସ୍ତି ଅର୍ଥ ଜଣେ ମୃତ ବ୍ୟକ୍ତିଙ୍କ ଖାତାରେ ଜମା ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ହିତାଧିକାରୀଙ୍କ ଅଭିଯୋଗ ପରେ ମଧ୍ୟ ବ୍ଲକ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...