ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ବିଡ଼ମ୍ବନା: ମୃତ ବ୍ୟକ୍ତି ନାଁରେ ଆବାସ ଯୋଜନା ସହାୟତା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡୋବ୍ରା ପଞ୍ଚାୟତ ଏକାତାରା ଗ୍ରାମର ଜଣେ ହିତାଧିକାରୀଙ୍କ ପ୍ରଥମ ଆବାସ ‌େଯାଜନା କିସ୍ତି ଅର୍ଥ ଜଣେ ମୃତ ବ୍ୟକ୍ତିଙ୍କ ଖାତାରେ ଜମା ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ହିତାଧିକାରୀଙ୍କ ଅଭିଯୋଗ ପରେ ମଧ୍ୟ ବ୍ଲକ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରାବତୀରୁ ଜଳସେଚନ ଆରମ୍ଭ; ୪୭୦ଟି ଗାଁର ୧,୧୫,୬୧୫ ହେକ୍ଟର ଜମିକୁ ପାଣି ମାଡ଼ିବ

ଜୟପାଟଣା : ଇନ୍ଦ୍ରାବତୀ ପ୍ରକଳ୍ପ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜରୁ ଉଭୟ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲରୁ ଖରିଫ ଚାଷ ପାଇଁ ଜଳସେଚନ ଆରମ୍ଭ ହୋଇଛି। ଏହା ଦ୍ବାରା କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକର ୪୭୦ଟି ଗ୍ରାମର ୧,୧୫, ୬୧୫ ହେକ୍ଟର ଜମିକୁ ପାଣି ମାଡ଼ିବ ବୋଲି ବିଭାଗ…
ଅଧିକ ଖବର ଦେଖନ୍ତୁ...

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ଭାଟେଲ ଛକରେ ବାଇକ୍ ଦୁର୍ଘଟଣାରେ ମ.ରାମପୁର କଲେଜ୍ ପଡ଼ାର ପ୍ରଭାତ ଗୌଡ଼ (୨୫)ଙ୍କ ମୃତ୍ୟୁ ଘଟିଛି। ପ୍ରଭାତ ଓ ତାଙ୍କ ସାଙ୍ଗ ହିମାଂଶୁ ଶେଖର ସାହୁ (୨୭) ଏକ ବାଇକ୍‌ରେ ମ.ରାମପୁରରୁ ନର୍ଲା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା, ଜେଲଗଲା ଅଭିଯୁକ୍ତ ପ୍ରେମିକ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ସୁମିତ ନାଏକ (୨୭)କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଜଣେ ମୃତ,ମାସେ ମଧ୍ୟରେ ଗଲାଣି ୨ ଜୀବନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ୍‌ ତଥା ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ଵେରେନପିଣ୍ଡା ଗାଁରେ ହାତୀ ଆକ୍ରମଣରେ ରାଇ ମାଝୀ (୫୬ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମାସେ ବ୍ୟବଧାନରେ ଏହା ୨ୟ ଘଟଣା ହୋଇଥିବାରୁ ଅଞ୍ଚଳବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

କେଗାଁ: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗାଁର ଗାଡ଼ି ଚାଳକ ହଜାରୀ କେତକୀଙ୍କୁ ମାସେ ତଳେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ନାରାୟଣ କେତକୀ ନାମକ ଜଣେ ଅଭିଯୁକ୍ତ ତାଙ୍କୁ ଟାଙ୍ଗିଆରେ ଚୋଟ ମାରି ଫେରାର ହୋଇଯାଇଥିଲା। ସେହିଦିନରୁ ହଜାରୀ ଗୁରୁତର ଅବସ୍ଥ‌ାରେ ଚିକିତ୍ସାଧୀନ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ ଅଭିଯୋଗ ଶୁଣାଣି

ଭବାନୀପାଟଣା: ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ  ସୁବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ, ସଦର ପୁଲିସ୍‌ ଏସଡିପିଓ ସୁନାଳରାମ ହେମ୍ବ୍ରମଙ୍କ…
ଅଧିକ ଖବର ଦେଖନ୍ତୁ...

ଧୋକା ଦେଲା ମୌସୁମୀ, ଚିନ୍ତାରେ ଚାଷୀ

ଜୟପାଟଣା/ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ମୌସୁମୀ ବର୍ଷା ହେଉନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବ୍ଲକର ୨୮ଟି ପଞ୍ଚାୟତର ଚାଷୀ ଖରିଫରେ ଖାଲୁଆ ଜମିରେ ଧାନ ଓ ଢିପ ଜମିରେ କପା ଚାଷ କରି ଜୀବିକା ନିର୍ବାହ କରନ୍ତି। କିଛି ଦିନ ତଳେ ମୌସୁମୀ ବର୍ଷା ହେବାରୁ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଶିଶୁ ମୃତ, ବାପା-ମା’ ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ମିର୍ଜାପୁର୍ ବିଜୁ ଏକ୍ସପ୍ରେସ ୱେରେ ଏକ ବାଇକ୍ ଦୁର୍ଘଟଣା ଘଟି ୭ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା’-ବାପା ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ସୋହେବ ଶବର ପରିବାର ସହ ଧର୍ମଗଡ଼ ବେହେରାରେ ରହୁଛନ୍ତି। ରବିବାର…
ଅଧିକ ଖବର ଦେଖନ୍ତୁ...

ଆବାସ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଏସ୍‌ବିଆଇରୁ ଜଣେ ବ୍ୟକ୍ତି ଇନ୍ଦିରା ଆବାସ ଟଙ୍କା ଧରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ବୋରିଆ ପଞ୍ଚାୟତ ଚିଚର୍ଲା ଗ୍ରାମର ଶଙ୍କର୍ଷଣ କରୁଁଆ ତାଙ୍କ…
ଅଧିକ ଖବର ଦେଖନ୍ତୁ...