ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

କଣ୍ଟେନର ଧକ୍କାରେ ୩ କାଉଡ଼ିଆଙ୍କ ମୃତ୍ୟୁ

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲ୍‌ପ୍ଲାଜା ନିକଟରେ ‌ ଡାଲା ଅଟୋକୁ ଏକ କଣ୍ଟେନର ଧକ୍କା ଦେବାରୁ ୩ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ତେଲକୋଇ ବ୍ଲକ୍‌ ସନ୍ଥେଇଭଞ୍ଜ ଗ୍ରାମର ଦୀପକ ନାଏକ…
ଅଧିକ ଖବର ଦେଖନ୍ତୁ...

ପାଣି ଢାଳି ଘରକୁ ଫେରୁଥିବାବେଳେ ଦଳିଦେଲା କଣ୍ଟେନର, ୩ କାଉଡ଼ିଆଙ୍କର ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଅଟୋକୁ ଧକ୍କା ଦେଲା କଣ୍ଟେନର ଗାଡି। ଅଟୋକୁ ଧକ୍କା ଦେଇ କଣ୍ଟେନର ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଅଟୋରେ ଚାଳକ ସମେତ ୭ଜଣ କାଉଡ଼ିଆ ଥିଲେ। ଧକ୍କା ହେବା ଯୋଗୁଁ ଅଟୋର ଚାଳକ ସମେତ ୭ଜଣ ଛିଟିକି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଛି। ତେଣୁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ହିମାଳୟ ପାଦଦେଶରେ ପ୍ରବାହିତ ହେଉଛି। ଏପରିସ୍ଥିତରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ଆଗାମୀ ୨୪…
ଅଧିକ ଖବର ଦେଖନ୍ତୁ...

ଭାଲୁ ଭର୍ତ୍ତି ପାହାଡ଼ରୁ ଉଦ୍ଧାର ହେଲେ ‘ଜଙ୍ଗଲ ମଣିଷ’: ଦୁଇବର୍ଷ ହେଲା ଜଙ୍ଗଲରେ ରହୁଥିଲେ

କେନ୍ଦୁଝର: ଶେଷରେ ଉଦ୍ଧାର ହେଲେ ‘ଜଙ୍ଗଲ ମଣିଷ। ଦୁଇଦିନର ଉଦ୍ୟମ ପରେ ଏହି ଅଭିଯାନରେ ସାମିଲ ଥିବା କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଦିନେ କି ମାସେ ନୁହେଁ, ଦୁଇବର୍ଷ ହେବ ଭାଲୁ ଭର୍ତ୍ତି ପାହାଡ଼ ଉପରେ ରହୁଥିଲେ ବାବୁ। ଏନେଇ ଜୁଲାଇ ୨ ତାରିଖରେ ‘ସମ୍ବାଦରେ ଖବର…
ଅଧିକ ଖବର ଦେଖନ୍ତୁ...

୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ

ହାଟଡିହି: ରାତିରେ ମା ପାଖରେ ଘରେ ଶୋଇଥିବା ବେଳେ ୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ। ମେଡିକାଲ ଆଣିବା ପରେ ଡାକ୍ତର କଲେ ମୃତ ଘୋଷଣା। ଯାଜପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁର ରଘୁନାଥ ଲୋହାରଙ୍କ ପତ୍ନୀ ଓ ୭ ମାସର ଝିଅ ଘରେ ସୋଇଥିବା ବେଳେ ବିଳମ୍ବିତ ରାତିରେ କୁନି…
ଅଧିକ ଖବର ଦେଖନ୍ତୁ...

ମାଟି ତଳେ ସୁନା: ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଲୋକେ

କେନ୍ଦୁଝର: ଗାଁର ମାଟି ‌ତଳେ ରହିଛି ସୁନା। କିନ୍ତୁ ଏଠାକାର ଲୋକେ ଜୀବିକା ପାଇଁ ନିୟମିତ ସଂଘର୍ଷ କରୁଛନ୍ତି। ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଲୋକେ ପରପାଖରେ ମୂଲ ଲାଗୁଛନ୍ତି। କେନ୍ଦୁଝର ଜିଲ୍ଲାର ମାଟି ତଳେ ଲୁହାପଥର ଓ ମାଙ୍ଗାନିଜ ଗଚ୍ଛିତ ରହିଛି। କିଛିମାସ ତଳେ ଜିଲ୍ଲାରେ ସୁନାଖଣିର…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ କାଳ ହେଲା ଲଗୁଚାପଜନିତ ଲଗାଣ ବର୍ଷା: ଶହଶହ ଏକର ଚାଷଜମି ଜଳମଗ୍ନ

ହାଟଡିହି: ଚାଷୀଙ୍କୁ କାଳ ହେଲା ଲଗୁଚାପଜନିତ ଲଗାଣ ବର୍ଷା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଆ ହୋଇଥିବା ଧାନତଳିଠାରୁ ଆରମ୍ଭ କରି ବିଲରେ ପଡ଼ିଥିବା ସାର, କୀଟନାଶକ ସବୁକିଛି ବର୍ଷାପାଣିରେ ଧୋଇ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ଶଙ୍କରୀ ପଞ୍ଚାୟତ ପୋଟଳ ଗ୍ରାମରେ ସାପ କାମୁଡ଼ାରେ ଜଣେ ଛାତ୍ରୀଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ କୀର୍ତ୍ତନ ମୁଣ୍ତାଙ୍କ ଝିଅ ବୈଜୟନ୍ତୀ ମୁଣ୍ତା (୧୬)। ବୈଜୟନ୍ତୀ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବିଷାକ୍ତ…
ଅଧିକ ଖବର ଦେଖନ୍ତୁ...

ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପଛେପଛେ ଚାଲିଗଲେ ମା’; ଚିକିତ୍ସାଧିନ ଅବସ୍ଥାରେ ପରଲୋକ

କଟକ/ଆନନ୍ଦପୁର: ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। କଟକ ବଡ଼ମେଡିକାଲରେ ଆଜି ସନ୍ଧ୍ୟାରେ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛନ୍ତି। ଭୂବନେଶ୍ୱରରୁ କଟକ ଏସସିବି ମେଡିକାଲକୁ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...