ନବବଧୂଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ଅଭିଯୁକ୍ତ ରାମକ୍ରିଷ୍ଣା ଆସ୍କାରୁ ଗରିଫ

ଜୟପୁର : ନବବଧୂଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାର ପର୍ଦାଫାସ କରିଛି ଜୟପୁର ସଦର ଥାନା ପୁଲିସ। ମୁଖ୍ୟ ଅଭିଯୁକ୍ତ ରାମକ୍ରିଷ୍ଣା ରେଡ୍ଡିକୁ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଦାମୋଦରପୁରରୁ ଆଜି ଗିରଫ କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତଠାରୁ ପୁଲିସ ଏକ ଦାମି ମୋବାଇଲ ଫୋନ ସହ ଅଶ୍ଳୀଳ ଭିଡିଓ କ୍ଲିପ୍‌ ଜବତ କରିଛି। ଅଶ୍ଳୀଳ ଭିଡିଓ ଭାଇରାଲକୁ ରୋକିବା ପାଇଁ ପୁଲିସ ପକ୍ଷରୁ ସାଇବର ସେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର