ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ରାଜପଥ ପାଲଟିଛି ଚାଷୀଙ୍କ ଧାନଖଳା: ନଡ଼ା ଜାଳି ପରିବେଶ ପ୍ରଦୂଷଣ

ଦଶପଲ୍ଲା: ଚାଷୀ ଜମିରୁ ଧାନକାଟି ନିଜ ବାଡ଼ି ବା ଖଳାକୁ ନେବା ପରିବର୍ତ୍ତେ ରାଜପଥ ଉପରେ ଗଦାଇ ରଖୁଛନ୍ତି। ରାଜପଥକୁ ମଡ଼ାଇ ଏସବୁ ଧାନ ଗଦାଇ ରଖା ଯାଉଥିବା ବେଳେ ଯାତାୟାତ ସମୟରେ ନାନା ସମସ୍ୟା ଉପୁଜୁଛି। ରାତିର ଅନ୍ଧାରରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଖାଲି ସେତିକି ନୁହେଁ, ସେସବୁ ଧାନକୁ…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ‌‌ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି: ମିଲ୍‌ରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୭ ତାରିଖରେ ମଣ୍ଡି ଖୋଲିବ, କିନ୍ତୁ ଏହା ପୂର୍ବରୁ ବେଆଇନ ଭାବେ ‌ଜୋର୍‌ଦାର୍‌ ଧାନକିଣା ଚାଲିଥିବା ଅଭିଯୋଗ ଆସିଛି। ମଣ୍ଡି ଖୋଲିବା ପୂର୍ବରୁ ମିଲର୍‌ମାନେ ଚାଷୀଙ୍କଠାରୁ ସିଧାସଳଖ କମ୍‌ ଦରରେ ଧାନ କିଣି ମିଲ୍‌ରେ ଭର୍ତ୍ତି କରିଥିବା ନବନିର୍ମାଣ କୃଷକ…
ଅଧିକ ଖବର ଦେଖନ୍ତୁ...

ଗିରଫ ହେଲେ ନୟାଗଡ଼ ଉପନିବନ୍ଧକ

ନୟାଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭି‌ଯୋଗ ମାମଲରେ ନୟାଗଡ଼ ଜିଲ୍ଲା ଉପନିବନ୍ଧକ ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ଆଜି ଭିଜିଲାନ୍‌ସ ଗିରଫ କରିଛି। ଗତକାଲି ନୟାଗଡ଼ସ୍ଥିତ ଭଡ଼ା ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ, ‌କେନ୍ଦ୍ରପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ନୟାଗଡ଼ ଉପନିବନ୍ଧକ

ନୟାଗଡ଼: ପ୍ରାୟ ଦେଢ ବର୍ଷ ତଳେ ନୟାଗଡ଼ ଜିଲ୍ଲା ଉପନିବନ୍ଧକ ଭାବେ ଯୋଗ ଦେଇଥିବା ଶାଶ୍ବତ କୁମାର ପଟ୍ଟନାୟକ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ନୟାଗଡ଼ସ୍ଥିତ ଅଫିସ୍‌, ନୟାଗଡ଼ ଦେବୋତ୍ତର କଲୋନୀସ୍ଥିତ ଭଡ଼ା ଘର ସମେତ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ପଶିଲା ଭିଜିଲାନ୍ସ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାର୍ ଶାଶ୍ବତ କୁମାର ପଟ୍ଟନାୟକ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ନୟାଗଡ଼ ଏବଂ କେନ୍ଦ୍ରାପଡା ଜିଲ୍ଲାର ନିମ୍ନଲିଖିତ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ରଥକାଠ ଅନୁକୂଳ ପୂଜା ପାଇଁ ପ୍ରସ୍ତୁତି: ନିର୍ଦ୍ଧାରିତ ହେଲା ଶୁଭ ଦିନ

ଦଶପଲ୍ଲା: ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଷୋଷଯାତ୍ରା ୨୦୨୪ ନିମନ୍ତେ ଆଜି ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ବିଶେଷକରି ମଙ୍ଗଳବାର ଦିନ ଏହି ପୂଜାନୀତି ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଜାନୁଆରି ମାସ ୨ ତାରିଖ କିମ୍ବା ୯ ତାରିଖ ପାଇଁ ଦୁଇଟି ଶୁଭଦିନ ନିର୍ଘଣ୍ଟ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ: ସ୍ତ୍ରୀର କଟାମୁଣ୍ତ ଧରି ଥାନାରେ, ୫ ବର୍ଷର ପୁଅ, ୩ ମାସର ଝିଅ ଅଛନ୍ତି

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ତଥା ବାଣିଗୋଛା ଥାନା ଅଞ୍ଚଳରେ ଆଜି ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି ସ୍ବାମୀ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ତ ଦଶପଲ୍ଲା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସ୍ବାମୀ ଏତେ ଯେ ନୃଶଂସ ହୋଇପାରେ ତାହା…
ଅଧିକ ଖବର ଦେଖନ୍ତୁ...

ଶୀଘ୍ର ଖାଇବାକୁ ଦେଲେନି ବୋଲି ସ୍ତ୍ରୀ ଶରୀରରୁ ମୁଣ୍ଡ ଅଲଗା କରିଦେଲା ସ୍ବାମୀ, ପୁଲିସ ଆଗରେ ଆତ୍ମସମର୍ପଣ କଲା…

ଦଶପଲ୍ଲା: ସ୍ତ୍ରୀଙ୍କୁ କଟୁରିରେ ହାଣି ହତ୍ୟା କଲା ସ୍ବାମୀ। ଧର୍ମପତ୍ନୀଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଙ୍କଙ୍କଣମେଣ୍ଡି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର…
ଅଧିକ ଖବର ଦେଖନ୍ତୁ...

ଗୋଷ୍ଠୀ ଜଙ୍ଗଲରୁ ଗଛକଟା ବିବାଦ: ଡିଏଫ୍ଓ, ରେଞ୍ଜର୍‌ଙ୍କୁ ୩ କିମି ଚଲାଇଲେ ଗ୍ରାମବାସୀ

ଦଶପଲ୍ଲା: ଗୋଷ୍ଠୀ ଜଙ୍ଗଲ ମଧ୍ୟରୁ ଗଛକଟାକୁ ନେଇ ଦଶପଲ୍ଲା ବ୍ଲକ୍‌ର କଳସାଖମଣ ପଞ୍ଚାୟତ କଣପାଜୁ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ। ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟା ସମୟରେ ବନଖଣ୍ଡ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ବିବାଦ: ଡିଏଫ୍ଓ, ରେଞ୍ଜରଙ୍କୁ ୩ କିମି ଚଲାଇଲେ ଗ୍ରାମବାସୀ

ଦଶପଲ୍ଲା: ଗୋଷ୍ଠୀ ଜଙ୍ଗଲ ମଧ୍ୟରୁ ଗଛ କଟାକୁ ନେଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କଳସାଖମଣ ପଂଚାୟତ କଣପାଜୁ ଗ୍ରାମରେ ବିବାଦ ଲାଗି ରହିଥିବା ବେଳେ ଆଜି ଏହାକୁ ନେଇ ଆକ୍ରୋଶର ଶିକାର ହୋଇଛନ୍ତି ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀ। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟେର ବନଖଣ୍ତ…
ଅଧିକ ଖବର ଦେଖନ୍ତୁ...