ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ନୟାଗଡ଼ରେ ପୁଣି କଙ୍ଗାରୁ କୋର୍ଟ! : ୩ ପରିବାରକୁ ନିଆଁ, ପାଣି ବାସନ୍ଦ

ନୟାଗଡ଼ : ଗାଁ ସଭାରେ ନିଷ୍ପତ୍ତି ପରେ ୩ ପରିବାରଙ୍କୁ କରାଯାଇଛି ନିଆଁ, ପାଣି ବାସନ୍ଦ। ଗାଁ ଲୋକଙ୍କୁ ବି କଥା ହେବାକୁ ବାରଣ କରାଯାଇଛି। ଯିଏ କଥା ହେବ ତାକୁ ଜରିମାନା କରାଯିବ। ଏପରି କିଛି ନିଷ୍ପତ୍ତି ନେଇଛି ଗାଁ କମିଟି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ନୟାଗଡ଼ ଜିଲ୍ଲା ସଦର ମହକୁମାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼

ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗାଁ ନିକଟରେ ଗତକାଲି ମଧ୍ୟରାତ୍ରରେ ଜଣେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଡ୍ରାଇଭର ଜଣକ ହେଲେ ଦଶପଲ୍ଲା ବ୍ଲକ୍‌ ଦିଣ୍ଡାଭୂଇଁର ଶରତ ନାୟକ(୪୮)। ଗତକାଲି ରାତି ପ୍ରାୟ ୧୨ଟାରେ ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାୟପୁରରୁ ନେଇ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ସିମେଣ୍ଟ ଲୁଟ୍‌ ଉଦ୍ୟମକୁ ବିରୋଧ କରିବାରୁ ଡ୍ରାଇଭରକୁ ଗୁଳିମାଡ଼

ନୟାଗଡ଼: ଆଜି ଭୋର ଭୋରରୁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ ନିକଟରେ ଏକ ଟ୍ରକ ଡ୍ରାଇଭରଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାୟପୁରରୁ ସିମେଣ୍ଟ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ନୟାଗଡ଼ ଚିନିକଳରେ ତାଲା

ନୟାଗଡ଼ : ଯେଉଁଠି ଦିନେ ଚାଷୀଙ୍କ ଭିଡ଼ ଲାଗୁଥିଲା, ନିତି କୋଳାହଳ ଦେଖିବାକୁ ମିଳୁଥିଲା, ସେଠି ଏବେ କାଉକୋଇଲି ବି ଉଡ଼ୁନାହାଁନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଖତ ଖାଉଛି। ବିରାଟ ବିରାଟ ବହୁତଳ କୋଠା ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ପାଇଁ ନକଲି ଭତ୍ତା!

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ଶିଖରପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏପରିକି ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଜିକୁ ୯ ମାସ ହେବ ଯୋଗୀନାଥ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ୫ ଲୁଟେରା ଗିରଫ, ଟଙ୍କା ଓ ବନ୍ଧୁକ ଜବତ

ନୟାଗଡ଼: ଲୁଟେରା ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ପୁଲିସ ସୋମବାର ରାତିରେ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଡକାୟତ ଗ୍ୟାଙ୍ଗ୍‌କୁ ପିଛା କରି ଚକାପାଦ ନିକଟରେ କାବୁ କରିଥିଲା। ଡାକୟତମାନଙ୍କଠାରୁ ୨୯,୫୦୦ଟଙ୍କା, ଗୋଟିଏ ବନ୍ଧୁକ, ୨ଟି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ସାଢ଼େ ୯ ଲକ୍ଷ ଲୁଟ୍‌

ନୟାଗଡ଼/ଦଶପଲ୍ଲା : ଦିନଦ୍ୱିପ୍ରହରରେ ବାଇକ୍‌ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗାଇ ୬ ଜଣ ଲୁଟେରା ସାଢ଼େ ୯ ଲକ୍ଷ ଟଙ୍କା ଲୁଟି ନେଇ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ବୋମା ପକାଇ ଆତଙ୍କ ବି ରଚିଛନ୍ତି। ଏଥିରେ ଜଣେ ଆହତ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଚାଇଲ୍ଡଲାଇନ ଦ୍ୱାରା ୩ ନାବାଳିକା ଶ୍ରମିକ ଉଦ୍ଧାର

ନୟାଗଡ଼: ଚାଇଲ୍ଡଲାଇନ ଅଫିସର କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ୩ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ଚାଇଲ୍ଡଲାଇନ ଅଫିସର କର୍ମଚାରୀମାନେ ଘରୋଇ ବସ ‘ଦିକ୍ଷୀତ ବସ’ଉପରେ ଚଢ଼ାଉ କରିଥିଲେ। ଦଲାଲଙ୍କ ମାଧ୍ୟମରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ…
ଅଧିକ ଖବର ଦେଖନ୍ତୁ...