ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ନୟାଗଡ଼: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଣେ ମୃତ, ଜାତୀୟ ରାଜପଥ ଅବରୋଧ

ନୟାଗଡ଼: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ବୁଧବାର ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ କୁଲଚିପାଲି ଅଞ୍ଚଳର ଜୟରାମ ବେହେରା(୪୦)ଙ୍କ ମୃତ୍ୟୁ ହୋଇଛିି। ଏହି ଘଟଣାରେ ଅନ୍ୟ ଜଣେ ସୁଶାନ୍ତ ଖିଲାର ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ କ୍ଷତିପୂରଣ ଦାବି ଓ ବିଦ୍ୟୁତ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ବିଜେଡିରେ ଝଡ଼

ଦଶପଲ୍ଲା: ଆସନ୍ତା ୨୫ ତାରିଖରେ ଦଶପଲ୍ଲା ହାଟପଡିଆ ଠାରେ ହେବାକୁ ଥିବା ଦଶପଲ୍ଲା ବଂଚାଅ ମହାସମାବେଶକୁ ନେଇ ଦଶପଲ୍ଲା ବିଜେଡିରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ବିଜେଡି ଦଳ ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ତଥା ବିବାଦ ଏବେ ପଦାକୁ ଆସିଛି । ଆସନ୍ତା ୨୫ ତାରିଖ ଦିନ ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥାରେ ୮୭ ବର୍ଷ ପୁରୁଣା ବିଦ୍ୟାଳୟ

ନୟାଗଡ଼: ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ଅଧାରୁ ଆଉ କେହି ପାଠ ଛାଡ଼ିବେନି। ଶିକ୍ଷାକ୍ଷେତ୍ରରେ ଏଭଳି ଅନେକ କିଛି ପରିବର୍ତନ ଓ ଭବିଷ୍ୟତ ଗଠନର ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ବିଦ୍ୟାଳୟରେ ସମସ୍ତଙ୍କୁ ମାଗଣା…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥାରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ରଣପୁର: ରଣପୁର ବ୍ଲକର ମୁଖ୍ୟ ଡାକ୍ତରଖାନା କୁହାଯାଉଥିବା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଂପ୍ରତି ବହୁ ସମସ୍ୟା ଓ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଆବଶ୍ୟକ ଡାକ୍ତର ଓ ଫାର୍ମାସିଷ୍ଟ ନଥିବାରୁ ରୋଗୀସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ତୁରନ୍ତ ଡାକ୍ତର ଓ…
ଅଧିକ ଖବର ଦେଖନ୍ତୁ...

ଦୁଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ

ନୟାଗଡ଼/ନୂଆଗାଁ/ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସିକ୍ରିଡ଼ା ପଞ୍ଚାୟତ ଲୁଣିସରା ଭୋଇସାହି ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଦଶପଲ୍ଲା…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ଘର ଆଗରେ ଭଉଣୀଙ୍କ ଧାରଣା

ନୟାଗଡ଼ : ପୈତୃକ ସମ୍ପତ୍ତିର ଭାଗ ଦାବି କରି ଶାସକ ଦଳର ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଖଣ୍ଡପଡ଼ାସ୍ଥିତ ବାସଭବନ ଆଗରେ ଧାରଣାରେ ବସିଛନ୍ତି ତାଙ୍କ ସାନଭଉଣୀ ଅବନ୍ତିକା ପଟ୍ଟନାୟକ (୩୫)। ଦିନତମାମ୍‌ ଅବନ୍ତିକା ଅଖିଆଅପିଆ ଘର ଦୁଆର ମୁହଁରେ ବସି ରହିଛନ୍ତି। ସମସ୍ୟାର ସମାଧାନ ନହେବା…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ା: ଅଧିକାର ପାଇଁ ଧାରଣାରେ ବସିଲେ ବିଧାୟକଙ୍କ ଭଉଣୀ

ଖଣ୍ଡପଡ଼ା/ନୟାଗଡ଼: ପୈତୃକ ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଖଣ୍ଡପଡ଼ା ବିଧାୟକଙ୍କ ଭଉଣୀ ରବିବାର ଧାରଣାରେ ବସିଛନ୍ତି। ବଧାୟକଙ୍କ ଖଣ୍ଡପଡ଼ାସ୍ଥିତ ବାସଭବନ ସମ୍ମୁଖରେ ଅବନ୍ତିକା ଅପରାହ୍ନ ଗୋଟିଏରୁ ବସିଛନ୍ତି। ସେ ଜିଦ୍‌ ଧରିଛନ୍ତି ଯେ, ବିଧାୟକ ଭାଇ ଅନୁଭବ ପଟ୍ଟନାୟକ ଭୁବନେଶ୍ୱରରୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମ ପରେ ପଙ୍କରେ ପୋତିଦେଲେ

ନୟାଗଡ଼ : ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁରରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ତାଙ୍କୁ ପଙ୍କରେ ପୋତି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସେ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ଜବରଦଖଲ ହଟାଇବାକୁ:ସମୟ ମାଗିଲେ ଭୂମିହୀନ ପରିବାର

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ୧୩ନଂ ୱାର୍ଡ ଅନ୍ତର୍ଗତ ଉମାଦେବୀ ସାହିରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ହେବାକୁ ଥିବା ସ୍ଥାନରେ ରହିଥିବା ୯ଜଣ ଭୂମିହୀନ ପରିବାର ଜବରଦଖଲ ହଟାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟି ସମୟ ମାଗିଥିବା ଜଣାପଡ଼ିଛି। ଏପରିକି ଭୂମିହୀନ ପରିବାରକୁ ଥଇଥାନ ସହ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଟ୍ରେନ୍‌ରେ କଟି ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ରଣାପୋଖରି ନିକଟ ଦେଇ ଯାଇଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଲେଓ୍ଵ ଲାଇନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତାଙ୍କ ଶରୀର ଦୁଇଖଣ୍ଡ ହୋଇ ଟ୍ରାକ୍‌ର ଦୁଇ ପଟରେ ପଡ଼ିଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...