ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ରଥଯାତ୍ରାର ଆଦ୍ୟପର୍ବ: ଆଜି କାଠ ଅନୁକୂଳ

କଟାଯିବ ୬୮୧ ଖଣ୍ଡ, ପୂର୍ବ ବର୍ଷର ରହିଛି ୧୮୪ ଖଣ୍ଡ ନୟାଗଡ଼/ ପୁରୀ : ଶ୍ରୀକ୍ଷେତ୍ରରେ ଆଗାମୀ ରଥଯାତ୍ରା ପାଇଁ ଆସନ୍ତାକାଲି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ବଡ଼ମୂଳ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ରଥକାଠ କଟା ଅନୁକୂଳ ହେବ। ଏଥି ପାଇଁ ଆଜି ରାତି ପ୍ରାୟ ୮ଟାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଆସିଲାନି ଆମ୍ବୁଲାନ୍‌ସ, ଟ୍ରଲିରେ ବାପାଙ୍କୁ ନେଲା ପୁଅ

ଦଶପଲ୍ଲା : ଗର୍ଭବତୀ ଓ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍‌ସ ବ୍ୟବସ୍ଥା ହୋଇଛି। କିନ୍ତୁ ବହୁ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବାରୁ ରୋଗୀ ସଂକଟରେ ପଡ଼ୁଛନ୍ତି। ଦଶପଲ୍ଲାରେ ଏହି ଭଳି ଏକ ଘଟଣା ନଜରକୁ ଆସିଛି। ୧୦୮ ଆମ୍ବୁଲାନ୍ସ ନପହଁଚିବାରୁ ଜଣେ ପୁଅ ତାଙ୍କ…
ଅଧିକ ଖବର ଦେଖନ୍ତୁ...

କାଳିଆ ସାର୍‌ଙ୍କ ହୋଟେଲ୍‌ ଉପରେ ୯ଟି ବିଭାଗର ଚଢ଼ଉ

ନୟାଗଡ଼ : ନୟାଗଡ଼ କଲେଜ ଛାତ୍ରୀ ଯୌନ କେଳେଙ୍କାରୀ ଘଟଣାରେ ଅଭିଯୁକ୍ତ କାଳିଆ ସାର୍‌ ଓରଫ ସୂର୍ଯ୍ୟମଣି ପ୍ରଧାନଙ୍କ ହୋଟେଲ ଓ କ୍ୱାର୍ଟର୍ସରେ ଆଜି ଦିନତମାମ୍‌ ଚଢ଼ଉ କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବିଭିନ୍ନ ବିଭାଗର ୯ଟି ଟିମ୍‌ ଆଜି କାଳିଆଙ୍କ ନାଁରେ ନୟାଗଡ଼ ଟାଉନ୍‌ ଥାନା…
ଅଧିକ ଖବର ଦେଖନ୍ତୁ...

କଳଙ୍କ ଦେଲେ କାଳିଆ ସାର୍‌!

ନୟାଗଡ଼ : ଛାତ୍ରୀ ନିବାସରେ ଅଧ୍ୟାପକଙ୍କ ଯୌନ କେଳେଙ୍କାରି। ପ୍ରଥମେ ଦୁଷ୍କର୍ମ ଓ ପରେ କଲେଜ ପରୀକ୍ଷାରେ ମାର୍କ କମାଇ ଦେବାର ଡର ଦେଖାଇ ବାରମ୍ବାର ଶାରୀରିକ ସଂପର୍କ। ନୟାଗଡ଼ ଜିଲ୍ଲାର ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଛି ଏଭଳି ଘଟଣା। ଏ ସଂପର୍କରେ ଛାତ୍ରୀଙ୍କର ଜଣେ ସାଙ୍ଗ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରାକ୍ଟିକାଲ୍‌ ମାର୍କ କାଟିବା ଧମକ ଦେଇ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅନୈତିକ ସଂପର୍କ ଅଭିଯୋଗ, ଭାଇରାଲ୍‌ ହେଲା ଅଡିଓ…

ନୟାଗଡ଼: ନୟାଗଡ଼ କଲେଜର ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ୍‌ କାଳିଆ ସାର୍‌ ତାଙ୍କର ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ମାର୍କ କାଟିଦେବା ଭୟ ଦେଖାଇ ତାଙ୍କ ସହ ବାରମ୍ବାର ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ା ବିଜେଡିରେ ଫାଟ

ଖଣ୍ଡପଡ଼ା : ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ଭାପୁର ବ୍ଲକ୍‌ ବିଜେଡି ସଭାପତି ଗୟାଧର ପରିଡ଼ାଙ୍କ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। ଖଣ୍ଡପଡ଼ାସ୍ଥିତ ବିଧାୟକଙ୍କ ବାସଭବନରେ ଆଜି ହୋଇଥିବା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ଦୁଇ ନେତା ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ମାଂସ ଜବତ,୨ ଛାତ୍ର ଗିରଫ

ଓଡ଼ଗାଁ: ବାର୍‌ହା ମାଂସ ଚାଲାଣବେଳେ ଆଜି ଦୁଇ ଛାତ୍ର ଓଡ଼ଗାଁ ବନ ବିଭାଗ ହାତରେ ଧରାପଡ଼ିଛନ୍ତି। ଦୁଇ ଜଣଙ୍କ ଠାରୁ ବନ ବିଭାଗ ୧୫ଟି ଜରିରେ ବନ୍ଧା ଅବସ୍ଥାରେ ଥିବା ୧୫ କେଜି ବାର୍‌ହା ମାଂସ ସହ ଏକ ମୋଟର ସାଇକେଲ୍‌କୁ ଜବତ କରିଛି। ଦୁଇ ଜଣଙ୍କୁ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ମାମଲା…
ଅଧିକ ଖବର ଦେଖନ୍ତୁ...

ଜଗାବଳିଆଙ୍କ ପରେ ଦୁଇ ଭଉଣୀ

ନୟାଗଡ଼: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ ବେଶ୍‌ କିଛି ଦିନ ହେଲାଣି ଗଣମାଧ୍ୟମର ଶିରୋନାମାରେ ରହିଥିବା ବେଳେ ନୟାଗଡ଼ରେ ବି ଜଣେ ମହିଳା ପେଟ ଓ ଛାତି ଯୋଡ଼ି ହୋଇ ରହିଥିବା ଯମଜ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଆଜି ରାତି ପ୍ରାୟ ୮ଟାରେ ଏହି ଯମଜ କନ୍ୟା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚୁମୁ ପଞ୍ଚାୟତ କେଶ୍‌ପାନିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଯୁବକଙ୍କ କିଛି ପରିଚିତ ବ୍ୟକ୍ତି ତାଙ୍କୁ ଫୋନ୍‌ ଯୋଗେ ଡାକି ଘରଠାରୁ ମାତ୍ର ୨୦ ମିଟର ଦୂର କେଶ୍‌ପାନିଆ ହାଇସ୍କୁଲ୍‌ ନିକଟରେ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା

ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କେଶପାନିିଆ ଗ୍ରାମର ସୁବାସ ଦାଶ(୩୩ ବର୍ଷ) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଫାର୍ସା , ଭୂଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଶ୍ରୀ ଦାଶ କେଶପାନିଆ ଗ୍ରାମର ପୂର୍ବତନ ଓ୍ଵାର୍ଡ ମେମ୍ବର ଥିବାରୁ ରାଜନୈତିକ ଶତୃତାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...