ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଡେଙ୍ଗଶିଳା ଚେକ୍‌ ଡ୍ୟାମ୍‌ ମରାମତି ଦାବି

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗଶିଳା ଗ୍ରାମର ଉପର ମୁଣ୍ଡରେ ଥିବା ରାଜାମୁଣ୍ଡାରେ ଚେକ ଡ୍ୟାମ ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସେଠାକାର ଚାଷୀ ଜମିକୁ ଜଳସେଚନ…
ଅଧିକ ଖବର ଦେଖନ୍ତୁ...

ପୁଣି ଅଲୋଡ଼ା ଶିଶୁକନ୍ୟା: ଖୁଣ୍ଟୁବନ୍ଧରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ନୟାଗଡ଼: ନୟାଗଡ଼ ଶିଶୁକନ୍ୟାଙ୍କ ପାଇଁ ନର୍କ ପାଲଟିଛି। କନ୍ୟା ସନ୍ତାନମାନେ ଏଠି ଅଲୋଡ଼ା ହୋଇଯାଇଛନ୍ତି। ଶିକ୍ଷିତ ସମାଜ ବି କନ୍ୟା ସନ୍ତାନକୁ ପାଦରେ ଆଡ଼େଇ ଦେଉଛନ୍ତି। ରଣପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଜାଗାରୁ ବ୍ୟାଗ୍‌ ଭିତରୁ ନବଜାତ କନ୍ୟା ସନ୍ତାନ ମିଳିବା ଘଟଣାକୁ ମାସେ ନପୁରୁଣୁ ବୁଧବାର…
ଅଧିକ ଖବର ଦେଖନ୍ତୁ...

‘ବିଜୁ କୁଡ଼ିଆ’ ବିକି ବିଦେଶରେ ମଉଜ

ନୟାଗଡ଼/ଖଣ୍ଡପଡ଼ା: ବିଜୁ ପକ୍କା ଘର ବିକି ଦେଲେ। ତାହା ପୁଣି ପ୍ରକୃତ ହିତାଧିକାରୀଙ୍କୁ ନୁହେଁ, ଧନୀ ଓ ଥିଲାବାଲାଙ୍କୁ। ଗୋଟିଏ କି ଦୁଇଟି ନୁହେଁ, ୩୭ଟି ପକ୍କା ଘର। ସେହି ଟଙ୍କାରେ ଭାପୁର ବ୍ଲକ୍‌ର ବିଜେଡିର ୧୪ ଜଣ କାର୍ପଟଦାର ତଥା ପଞ୍ଚାୟତ ପ୍ରତିନିଧି ମାଲେସିଆ ଓ ଥାଇଲାଣ୍ଡ ଗସ୍ତ କରି ଅୟସ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ନୂଆଗାଁ ଓଆଇସି

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ନୂଆଗାଁ ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ବିରୁଡ଼ାରେ ଯୁଗଳ ବରାଡ଼ଙ୍କ ଶୁଭଲକ୍ଷ୍ମୀ ନାଁରେ ଏକ ରେଷ୍ଟୁରାଷ୍ଟ ରହିଛି। ଫୁଡ୍‌ ଲାଇସେନ୍‌ସ ଆଳରେ ରେଷ୍ଟୁରାଣ୍ଟ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ନୂଆଗାଁ ଓଆଇସି

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ନୂଆଗାଁ ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ବିରୁଡ଼ାରେ ଯୁଗଳ ବରାଡ଼ଙ୍କ ଶୁଭଲକ୍ଷ୍ମୀ ନାଁରେ ଏକ ରେଷ୍ଟୁରାଷ୍ଟ ରହିଛି। ଫୁଡ୍‌ ଲାଇସେନ୍‌ସ ଆଳରେ ରେଷ୍ଟୁରାଣ୍ଟ…
ଅଧିକ ଖବର ଦେଖନ୍ତୁ...

ପକ୍କାଘର ଯୋଜନାରେ ଦୁର୍ନୀତି ହେଉଛି: ବିଧାୟକ

ଭାପୁର : ବିଜୁ ପକ୍କା ଘର ଯୋଜନାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପକ୍କା ଘର ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଘୋର ଅନିୟମିତତା ହେଉଥିବା ନେଇ ପୂର୍ବରୁ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ପ୍ରତିକାର କର, ନଚେତ୍‌ ଭୋଗିବ

ଡରିଲା ପ୍ରଶାସନ, ପୁଲିସ ଧାରଣା ପରେ ଜିଲ୍ଲାପାଳ ନେଲେ ଦାବିପତ୍ର ନୟାଗଡ଼ : ଓଡ଼ିଶାର ଏକମାତ୍ର ସମସ୍ୟା ହେଉଛି କୃଷି। କୃଷିର ବିକାଶରେ ରାଜ୍ୟର ବିକାଶ, ଦେଶର ବିକାଶ। କିନ୍ତୁ ଏ ସରକାର ଆଜି ଚାଷୀ ଓ ଚାଷକୁ ଅଣଦେଖା କରି ଆସୁଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବିକୁ ପୂରଣ କରିବା ବଦଳରେ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ର ଏକମାତ୍ର ଶିଳ୍ପ ‘ଚିନିକଳ’କୁ କାର୍ଯ୍ୟକ୍ଷମ କରାଯାଉ: ସୌମ୍ୟରଂଜନ

ନୟାଗଡ଼: ପାଣିକୋଇଲାସ୍ଥିତ ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ‘ଚିନିକଳ’ ଅଚଳ ହୋଇ ପଡ଼ିଛି। ଆଖୁଚାଷୀଙ୍କ କୋଟି କୋଟି ଟଙ୍କାର ବକେୟା ପ୍ରଦାନ କରାଯାଇ ନ ଥିବାରୁ ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୋଲି ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ଏନ୍‌କାଉଣ୍ଟର

ନୟାଗଡ଼ : ରାତି ପ୍ରାୟ ୧୨ଟା ୪୫ରେ ନୟାଗଡ଼ କଲେଜ ନିକଟ ବାରମାସୀଦଣ୍ଡାଠାରେ ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଲୁଟେରା ସୁରେଶ ରାଉତ ଗୁରୁତର ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ପାଖରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ନୟାଗଡ଼ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାକୁ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଦୁରୁଦୁରାରେ ଚୋର-ପୁଲିସ୍‌ ଗୋଡ଼ାଗୋଡ଼ି : ବିଲ ଭିତରୁ ଚୋରା ଗାଡ଼ି ଜବତ

ନୟାଗଡ଼ : ନୟାଗଡ଼ ସଦର ଥାନା ଅଞ୍ଚଳରେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଚୋର-ପୁଲିସ ଗୋଡ଼ାଗୋଡ଼ି ଖେଳ ଚର୍ଚ୍ଚାର ବିଷୟ ପାଲଟିଛି। ଶେଷରେ ପୁଲିସ୍‌ ଚୋର ସହ ଚୋରା ଗାଡ଼ିକୁ ବି ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ସଦର ଥାନା, ଟାଉନ୍‌ ଥାନା ଓ ଇଟାମାଟି ଥାନାର କିଛି ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...