ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ନୟାଗଡ଼ ଜିଲ୍ଲାରେ ଓକିଲଙ୍କ କାର୍ଯ୍ୟବନ୍ଦ

ନୟାଗଡ଼ : ଓକିଲଙ୍କୁ ମହିଳା କୋର୍ଟ ବିଚାରପତିଙ୍କ ଦୁର୍ବ୍ୟବହାର ଅଭିଯୋଗ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାର ପ୍ରତିବାଦରେ ମହିଳା କୋର୍ଟରେ କିଛି ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ନୟାଗଡ଼ ଜିଲ୍ଲା ଓକିଲ ସଂଘ ଆଜି ଠାରୁ ଜିଲ୍ଲାରେ ଅନିର୍ଦିିର୍ଷ୍ଟ କାଳ ପାଇଁ…
ଅଧିକ ଖବର ଦେଖନ୍ତୁ...

ଗୁଳି ଫୁଟାଇ ଲୁଟିନେଲେ ଭତ୍ତା ଟଙ୍କା

ଦଶପଲ୍ଲା/ନୟାଗଡ଼ : ଦଶପଲ୍ଲାଠାରୁ ମାତ୍ର ୨ କିମି ଦୂର ଶିମିଳିସାହି ପଂଚାୟତ କାର୍ଯ୍ୟାଳୟରେ ଆଜି ଭତ୍ତା ଟଙ୍କା ପ୍ରଦାନ ବେଳେ ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ଦେଢ଼ ଲକ୍ଷ ଭତ୍ତା ଟଙ୍କା ଲୁଟି ନେଇଛନ୍ତି। ଗୁଳିମାଡ଼ରେ ଭତ୍ତା ନେବାକୁ ଆସିଥିବା ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା: ଗୁଳି ଫୁଟାଇ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଗୁଳିମାଡ଼ରେ ଜଣେ ଆହତ

ଦଶପଲ୍ଲା: ଆଜି ଦିନ ପ୍ରାୟ ସାଢ଼େ ୧୦ ଟା ସମୟରୋ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଶିମିଳିସାହି ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଗୁଳି ଫୁଟାଇ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ଗାଁରୁ ଲୋପ ପାଇବ ଗୟଳ ବଂଶ!

ଓଡ଼ଗାଁ : ଶିକାରୀ ଓ ଶିକାର ଉପରେ ବନ ବିଭାଗର ନିୟନ୍ତ୍ରଣ ନଥିବାରୁ ବହୁ ବିରଳ ପ୍ରଜାତିର ବନ୍ୟଜନ୍ତୁଙ୍କ ବଂଶ ଲୋପ ପାଇଗଲାଣି। ଆଉ ଏବେ ଲୋପ ପାଇବାକୁ ବସିଛି ବିରଳ ଗୟଳ ବଂଶ। ବିରଳ ଗୟଳ ଭାରତର କେତେକ ପ୍ରଦେଶରେ କାଁଭାଁ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଓ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଏବେ ବି ଶିଶୁକନ୍ୟାଙ୍କ ନର୍କ

ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲାରେ ଶିଶୁକନ୍ୟା ଅଲୋଡ଼ା। କନ୍ୟାଭୃଣ ହତ୍ୟା ପାଇଁ ଅପଖ୍ୟାତ ଏହି ଜିଲ୍ଲାରେ ଯେତେ ଯାହା କଲେ ବି ଅପବାଦ ଛାଡ଼ିଯାଉ ନାହିଁ। ‘ସୁକନ୍ୟା ସମୃଦ୍ଧି’ ଓ ’ବେଟି ବଚାଓ, ବେଟି ପଢ଼ାଓ’ ଆଦି ବିଭିନ୍ନ ସରକାରୀ ଯୋଜନା ସତ୍ତ୍ୱେ ଏବେ ବି ଜିଲ୍ଲାରେ କନ୍ୟାଶିଶୁଙ୍କୁ ବୋଝ ବୋଲି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ବୋମାମାଡ଼ରେ ୪ ଆହତ

ନୟାଗଡ଼: ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ଶୁଣ୍ଢିଝୋଲା ଗିରିପୂଜା ବାଲିଘାଟ ନିକଟରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ନୀଳ ମହାକୁଡ଼, କାହ୍ନା ମହାକୁଡ଼, କୁଳମଣି ମହାକୁଡ଼ ଓ ସୁକରିଆ ବାହୁକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକତ୍ସା ପାଇଁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ମହିଳା କୋର୍ଟ ବର୍ଜନ କଲେ ଆଇନଜୀବୀ

ନୟାଗଡ଼ : ନୟାଗଡ଼ରେ ନୂଆ କରି ଆରମ୍ଭ ହୋଇଥିବା ମହିଳା ଅଦାଲତର ମହିଳା ବିଚାରପତି ଦୀପା ଦାସଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଆଇନଜୀବୀମାନେ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଛନ୍ତି। ଏ ନେଇ ଆଜି ନୟାଗଡ଼ ଓକିଲ ସଂଘର ଡାକରାରେ ଆଇନଜୀବୀମାନେ ମହିଳା ଅଦାଲତ ଆଗରେ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

ସେମିିଳିଗୁଡା ଥାନାରେ ନୂତନ ଆଇଆଇସି

ସେମିଳିଗୁଡା: ସେମିଳିଗୁଡା ଥାନାର ନୂତନ ଆଇଆଇସି ଭାବେ ସମ୍ବିତ ବେହେରା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଠାକାର ଆଇଆଇସି ପିୟୁଷ ରଂଜନ ଛୋଟରାୟଙ୍କୁ ଜୟପୁର ଟାଉନ ଥାନାକୁ ବଦଳି ହେବା ପରେ ଏହି ପଦବି ଖାଲି ପଡିଥିଲା। ନୂତନ ଥାନା ଅଧିକାରୀ ଶ୍ରୀ ବେହେରା ଏଥି ପୂର୍ବରୁ ସମ୍ବଲପୁରରେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପୋଲିଓ ଆକ୍ରାନ୍ତ ଅଶୋକଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ, ପରିବାର ଅସହାୟ

କନକତୋରା: ପିଥିଣ୍ଡା ପଞ୍ଚାୟତ ଦେହେରୀଢ଼ିପାର ଅଶୋକ ବଗାୟତ (୪୧) ଗତ ୩ ବର୍ଷ ହେଲା ପୋଲିଓ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା ତାଙ୍କ ସ୍ତ୍ରୀ ସମେତ ୨ ଝିଅ, ଗୋଟିଏ ପୁଅ ଓ ବୁଢ଼ି ମା’ଙ୍କ ପରିବାର ମଧ୍ୟ ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି। ଅଶୋକ ପୂରା ପରିବାରର ପେଟପାଟଣାର ମୁଖ୍ୟ ଉତ୍ସ ଥିଲେ।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ବ୍ରେକ ଫେଲ ହୋଇ ବସକୁ ଧକ୍କା ଦେଲା ବସ, ୨୫ ଆହତ

ନୟାଗଡ଼: ଆଜି ମଧ୍ୟାହ୍ନରେ ନାୟଗଡ଼ ଟ୍ରାଫିକ୍‌ ଛକ ନିକଟରେ ଦଶପଲ୍ଲାରୁ ଭୁବନେଶ୍ୱର ଆସୁଥିବା ଶୁଭମ୍‌ ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ଅନ୍ୟ ଏକ ବସ୍‌କୁ ପଛରୁ ପିଟିଛି। ଏହି ଦୁର୍ଘଟଣାରେ ୨୫ ବସ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାରେ କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...