ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ସୁନାଖଳା: ଅଟୋଚାଳକଙ୍କ ଉପରକୁ  ବୋମା ମାଡ଼ କରିି ହତ୍ୟା

ରାଜସୁନାଖଳା:  ଆଜି ସକାଳ ପ୍ରାୟ ୮ଟା ୪୫ ମିନିଟ୍‌ ସମୟରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ମେଡିକାଲ ଛକରେ ଜଣେ ଅଟୋ ଚାଳକଙ୍କୁ  ଗୁଳି ମାରି, ବୋମା ଫିଙ୍ଗି ୪ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ସନ୍ତୋଷ ବାରିକ ଓରଫ ଟୁଲୁ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର…
ଅଧିକ ଖବର ଦେଖନ୍ତୁ...

ବାସୁଦେବପୁର ପରେ ନୟାଗଡ଼ : ୪ ବର୍ଷର ବାଳକକୁ ହତ୍ୟା

ନୟାଗଡ଼ : ନୟାଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଗାୟତ୍ରୀ କଲୋନିରୁ ଗତ ଦୁଇ ଦିନ ଧରି ନିଖୋଜ ଥିବା ୪ ବର୍ଷର ବାଳକର ମୃତଦେହ ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ଜଜାଙ୍ଗସାହିସ୍ଥିତ ଏକ ଚୁଆ ଭିତରୁ ଉଦ୍ଧାର କରାଯାଇଛି। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ…
ଅଧିକ ଖବର ଦେଖନ୍ତୁ...

ମାଉଜର୍‌ ଦେଖାଇ ୫.୬୪ ଲକ୍ଷ ଲୁଟ୍‌

କଣ୍ଟିଲୋ : ସମ୍ପ୍ରତି କଣ୍ଟିଲୋ-ଗଣିଆ ରାସ୍ତା ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଗତ ଶନିବାର ଦିନ କଣ୍ଟିଲୋ-ଗଣିଆ ରାସ୍ତାର କୁମୁଣ୍ଡି ନିକଟରୁ ଭୁବନେଶ୍ୱରରୁ ଗଣିଆ ଅଭିମୁଖେ ଆସୁଥିବା ୨ ବ୍ୟବସାୟୀଙ୍କଠାରୁ ବୋମା ମାଡ଼ କରି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ା: ବ୍ୟବସାୟୀଙ୍କୁ ବନ୍ଧୁୁକ ଦେଖାଇ ୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା କଣ୍ଟିଲେ ଫାଣ୍ଡି ଅନ୍ତର୍ଗତ ବାଣପୁର ଘଣାଶାଳିଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଆଜି ଦିନ ଦ୍ୱିପହରେ ଜଣେ ବ୍ୟବସାୟୀଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଚାଷୀ ସମାବେଶ ପାଇଁ ଖଣ୍ଡପଡ଼ାରେ ପ୍ରସ୍ତୁତି ବୈଠକ

ଖଣ୍ଡପଡ଼ା : ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚାଷୀ ସମାବେଶକୁ ସଫଳ କରିବା ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଖଣ୍ଡପଡ଼ା ଏନ୍‌ଏସି  ଅନ୍ତର୍ଗତ ମା’ ଉମାଦେବୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ଚାଷୀ…
ଅଧିକ ଖବର ଦେଖନ୍ତୁ...

୨୩ ଯାଏଁ ନୟାଗଡ଼ରେ ବାଲିଘାଟ, ପଥର ଖଣି ବନ୍ଦ

ଲିଜ୍‌ଧାରୀଙ୍କ ୱାଇ ଫର୍ମ ବାତିଲ୍‌ ନୟାଗଡ଼ : ବାଲିଚାଲାଣକୁ କେନ୍ଦ୍ର କରି ଗତକାଲିର ଘଟଣା ପରେ ଜିଲ୍ଲା ପ୍ରଶାସନ ଆଜି କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଜିଲ୍ଲାରେ ଚାଲିଥିବା ସମସ୍ତ ପଥର ଖଣି, କ୍ରସର ଓ ବାଲିଘାଟକୁ ୧୮ ତାରିଖରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦେଶ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ବୋମାମାଡ଼ କରି ୩ ଲକ୍ଷ ଲୁଟିନେଲେ

ଖଣ୍ଡପଡ଼ାରେ ମାତିଛନ୍ତି ରାଜପଥ ଲୁଟେରା ଭୁବନେଶ୍ୱରର ଦୁଇ ବ୍ୟବସାୟୀ ଗୁରୁତର କଣ୍ଟିଲୋ : ଖଣ୍ଡପଡ଼ା ଥାନା ବାଣପୁର ପଞ୍ଚାୟତ କୁମୁଣ୍ଡି ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୨ଜି ୦୮୮୪)କୁ ବୋମାମାଡ଼ କରି ଲୁଟେରାମାନେ ସେଥିରେ ଯାଉଥିବା ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୨୦ ହଜାର…
ଅଧିକ ଖବର ଦେଖନ୍ତୁ...

ଖଣ୍ଡପଡ଼ା:ବୋମାମାଡ଼ କରି ୨ ଳକ୍ଷ ଟଙ୍କା ଲୁଟ୍‌, ୨ ଛେଳି ବ୍ୟବସାୟୀ ଗୁରୁତର

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଗଣିଆ ଛେଳି ହାଟକୁ ଛେଳି କିଣିବା ପାଇଁ ଭୁବନେଶ୍ୱରରୁ ଯାଉଥିବା ଦୁଇଜଣ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବୋମାମାଡ଼ରେ ଭୁବନେଶ୍ୱର ଝାରପଡ଼ାର ଛେଳି ବ୍ୟବସାୟୀ ମିହିର ମୁଜାହିଦ୍ଦିନ ଓ ୟୁସଫୁ ଖାଁ ଗୁରୁତର ଭାବେ ଆହତ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ଆଳୁ ବୋଝେଇ ଟ୍ରକ୍‌, ୨ ମୃତ

ନୟାଗଡ଼/ଭାପୁର/ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କାଚେରାସାହି ନିକଟରେ ଆଜି ଏକ ଆଳୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଫତେଗଡ଼ ଥାନା ଭାପୁର ପଂଚାୟତ ଜହରକୋଟ ଗାଁର ସିନ୍ଧୁ ସ୍ୱାଇଁଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଆଳୁ ବୋଝେଇ ଟ୍ରକ ଓଲଟି ୨ ମୃତ

ନୟାଗଡ଼: ଆଜି ଭୋରରୁ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କାଚେରା ସାହି ନିକଟରେ ଏକ ଆଳୁ ବୋଝଇ ଟ୍ରକ୍‌ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଟୁକୁନା ସ୍ୱାଇଁ ଓ ବିଜୟ ପାତ୍ର। ଉଭୟ ଏହି ଆଳୁ ଗାଡ଼ିରେ ଲିଫ୍ଟ ମାଗି ଘରକୁ ଫେରୁଥିିବା ବେଳେ ଏହି ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...