ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଗୁମୁଡୁମାହା ଗୁଳିକାଣ୍ଡ: ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ଶେଷ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡ ଓ ଏଥିରେ ଏକ ଦେଢ଼ ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ କମିସନ ତାଙ୍କ ତଦନ୍ତ ଶେଷ କରିଛନ୍ତି। ଉଭୟ ପକ୍ଷ ଓକିଲଙ୍କ ଜବାବ ସୁଆଲ ମଧ୍ୟ ଶେଷ ହୋଇଛି। ଖୁବ୍‌ ଶୀଘ୍ର ରିପୋର୍ଟ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଅଜଣା ରୋଗରେ ବାଙ୍କି ଯାଉଛି ଅଣ୍ଟା

ଆନନ୍ଦପୁର : ହଠାତ ଯନ୍ତ୍ରଣା ହେବା ପରେ ଅଣ୍ଟା ବଙ୍କା ହୋଇଯାଉଛି। ପରେ ଆଉ ଭଲ ଭାବେ ଚଲାବୁଲା କରି ହେଉନାହିଁ କି କାମଧନ୍ଦା କରିବା ସମ୍ଭବ ହେଉନାହିଁ। ଏମିତି ରୋଗରେ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଧ୍ୱ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଘସିପୁରା ବ୍ଳକ…
ଅଧିକ ଖବର ଦେଖନ୍ତୁ...

କାନ୍ଧ ଦେବାକୁ କେହି ଆସିଲେନି : ୩ ଘଣ୍ଟା ବାରଣ୍ଡାରେ ପଡ଼ି ରହିଲା ଶବ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଅଭି ସେଠୀ ନାମକ ଜଣେ ଯୁବକଙ୍କୁ ଲୋକେ ସଂଘବଦ୍ଧ ହୋଇ ପିଟି ପିଟି ହତ୍ୟା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ହୋଇ ଫେରିଲା ଗାଁକୁ। ହେଲେ ଘର ବାରଣ୍ଡାରେ ପଡ଼ି ରହିଲା ଶବ।  ଜଣେ କେହି ସମବେଦନା ଜଣାଇବା ଦୂର କଥା, ଶବକୁ…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ

ଚୌଦ୍ୱାର-ଗୁୁରୁଡ଼ିଝାଟିଆ : କରଞ୍ଜି ପଞ୍ଚାୟତ ବଡକୁସୁନପୁର ଗ୍ରାମର ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ଜମ୍ବୁଆ ଦେଉରୀ (୩୫)। ଜମ୍ବୁଆକୁ ଗତକାଲି ପୁଲିସ୍‌ ଅଟକ ରଖିଥିଲାବେଳେ ଅନ୍ୟଜଣେ ଏବେବି…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଜଣେ ମାଓବାଦୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ୨୪୦ ସିଆରପିଏଫ ବାଟାଲିୟନର ଯବାନ ଭାଂସି ଥାନା ଅନ୍ତର୍ଗତ କମାଲୁର ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜନମିଲିସିଆ ସଦସ୍ୟ ଜୋଗା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ଚୌଦ୍ୱାର-ମଙ୍ଗୁଳି : କଟକ ଜିଲ୍ଲା ମଙ୍ଗୁଳି ଛକ ନିକଟସ୍ଥ ୧୬ନଂ ଜାତୀୟ ରାଜପଥର ହରିଅନ୍ତା ଛକ ନିକଟରେ ରବିବାର ଭୋର ୪ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଦ୍ୱୟ ହେଲେ ଯାଜପୁର ଦେବୀଦ୍ୱାର ଅଞ୍ଚଳର ବିରଜା ପ୍ରସାଦ ରଣା (୩୪) ଓ ଯାଜପୁର…
ଅଧିକ ଖବର ଦେଖନ୍ତୁ...

କୂଅରୁ ହାତୀଛୁଆର ଗଳିତ ଶବ ଉଦ୍ଧାର

କିଶୋରନଗର : ମାଧପୁର ରେଂଜ ଅନ୍ତର୍ଗତ କିଶୋରନଗର ବ୍ଲକ୍‌ ସଂଜାମୁରା ପଞ୍ଚାୟତ କରଡ଼ାଦାଦର ଗାଁ ଧାନ କ୍ଷେତରେ ଥିବା ଏକ କୂଅରୁ ଆଜି ଗୋଟିଏ ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଛି। ଏହା ୨ ବର୍ଷର ଏକ ଅଣ୍ଡିରା ହାତୀଛୁଆ। ପ୍ରାୟ ୨ ଦିନ ହେଲା କୂଅରେ ଖସିପଡ଼ି ଥିଲା ବୋଲି ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବଡ଼ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇବା ଘଟଣା : ମମତାକୁ ମିଳିଲା ସାହସିକତା ପୁରସ୍କାର

ରାଜନଗର : କୁମ୍ଭୀର ପାଟିରୁ ବଡ଼ ଭଉଣୀକୁ ବଞ୍ଚାଇଥିବା ୬ ବର୍ଷୀୟା ସାହସୀ ବାଳିକା ମମତାକୁ ଆଜି ମିଳିଛି ସାହସିକତା ପୁରସ୍କାର। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ଗଣ୍ଡଗୋଳ : ଯୁବକଙ୍କୁ ପିଟିପିଟି ମାରିଦେଲେ

କବାଟବନ୍ଧ : ଜମି ଭାଗବଣ୍ଟାକୁ କେନ୍ଦ୍ରକରି ଗତକାଲି ରାତିରେ ଜେନାପୁର ଥାନା ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗ୍ରାମର ଜଣେ ଯୁବକଙ୍କୁ ବିରୋଧୀ ପକ୍ଷର କେତେକ ପିଟିପିଟି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ହତ୍ୟାକାଣ୍ଡରେ ଜଡ଼ିତ ବିରୋଧୀ ପକ୍ଷର…
ଅଧିକ ଖବର ଦେଖନ୍ତୁ...

ଭୂସ୍ଖଳନ: ଧସିଲା ୨ଶହ ଫୁଟ ନଦୀବନ୍ଧ

ଧାମନଗର : ଆଜି ଅପରାହ୍‌ଣରେ ଭୂସ୍ଖଳନ ଯୋଗୁଁ କୋଚିଳା ନଦୀବନ୍ଧ ୨୦୦ ଫୁଟ୍‌ ଧସିପଡ଼ିଛି। ଏଥିସହ ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟିି ହୋଇଛି। କିଛିଦିନ ତଳେ ଏହି ବନ୍ଧର ଅର୍ଜୁନପୁର ପଞ୍ଚାୟତ ନିକଟ ତରେଇସାହି ପାଖରେ ଶହେ ଫୁଟ ଅତଡ଼ା ଧସି ନଦୀରେ ମିଶି ଯାଇଥିଲା। ସେବେଠୁ ଲୋକେ ଭୟଭିତ ହୋଇ…
ଅଧିକ ଖବର ଦେଖନ୍ତୁ...