ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

୧୯୦ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି/ଲାଠୋର : ଦାଦନ ସମସ୍ୟାର ପ୍ରତିକାର ପାଇଁ ବଲାଙ୍ଗୀର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରମ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହେଉଥିବାବେଳେ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଓପିଏସ୍‌ସିରେ ଅଚଳାବସ୍ଥା : ଅଧ୍ୟକ୍ଷ ଓ ଜଣେ ସଦସ୍ୟରେ ଚାଲିଛି ସଂସ୍ଥା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଏବେ ଏକପ୍ରକାର ଅଚଳାବସ୍ଥା। ଅଧ୍ୟକ୍ଷଙ୍କ ସମେତ ଜଣେ ସଦସ୍ୟରେ ଚାଲିଛି ଏବେ କମିସନ। ଏଭଳି ସ୍ଥିତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଉପଯୁକ୍ତ ପରିଚାଳନା ବିଶେଷକରି ମୌଖିକ ପରୀକ୍ଷା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ରୋଗୀ ମୃତ୍ୟୁ ନେଇ ବଡ଼ ମେଡିକାଲରେ ତୁମୁଳକାଣ୍ଡ

କଟକ : କଟକ ବଡ଼ ମେଡିକାଲରେ ଗତକାଲି ବିଳମ୍ବିତ ରାତିରେ ଜଣେ ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ମୃତ ରୋଗୀଙ୍କ ସଂପର୍କୀୟ ଏବଂ ଡ୍ୟୁଟି କରୁଥିବା ହାଉସ୍‌ ସର୍ଜନଙ୍କ ମଧ୍ୟରେ ହାତାହାତି ହୋଇଛି। ଘଟଣାକୁ ନେଇ ହାଉସ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଜୁନିଅର…
ଅଧିକ ଖବର ଦେଖନ୍ତୁ...

ଉଗ୍ର ରୂପ ନେଉଛି ଆଇନଜୀବୀଙ୍କ ଆନ୍ଦୋଳନ

ପୁରୀ : ସହରର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‌ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ସମଗ୍ର ରାଜ୍ୟକୁ ଏହି ଆନ୍ଦୋଳନ ବ୍ୟାପିଥିବା ବେଳେ ଆଜି ଏହି ଘଟଣା ଏକ ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‍ ଆସୋସିସନର ଉପସଭାପତି ଆଜି ପୁରୀ ବାର୍‍ରେ ପହଞ୍ଚି ପାଖାପାଖି…
ଅଧିକ ଖବର ଦେଖନ୍ତୁ...

ଛେଳି ଫସଲ ଖାଇବାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡି ପଞ୍ଚାୟତର ଭୋଗବାଡି ଗ୍ରାମରେ ବୁଧବାର ଦିନ ଜମିରେ ଛେଳି ଫସଲ ଖାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦାଦନ ଋତୁରେ ସରକାରୀ ଚିନ୍ତା, ବୈଠକରେ ୫ ଜିଲ୍ଲାପାଳ

ଖର୍ଚ୍ଚ ହେବ ୧୩୪ କୋଟି / ଟାଟା ଟ୍ରଷ୍ଟ ନେଇଛି କାମ ବଲାଙ୍ଗୀର : ସବୁଥର ସମୀକ୍ଷା ବୈଠକ ହୁଏ। ଚିନ୍ତା, ପରିକଳ୍ପନା ସବୁ ଚାଲେ। କିନ୍ତୁ ସେ ସବୁ ଅସଲରେ ଲୋକଙ୍କ କାମରେ ଲାଗେ ତ? କାରଣ ନୂଅାଁଖାଇ ପରେ ପରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର ଭଳି ଜିଲ୍ଲାରୁ ଲୋକେ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି ବାଲିଗୁଡ଼ା ବିଧାୟକ

ତୁମୁଡ଼ିବନ୍ଧ : ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଜଳେଶପଟ୍ଟା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ବିଧାୟକ ଶ୍ରୀ ପାତ୍ର ଏହି ପରୀକ୍ଷା ଦେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଶୁଣାଣି ଶେଷ

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିିସେସ୍‌ ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଛନ୍ଦି ହୋଇ ୨୦୧୪ରୁ ଜେଲରେ ଥିବା ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ବଗର୍ତ୍ତିଙ୍କ ଜାମିନର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାର୍‌ରୁ ଠେଲିଦେଲା ନାତୁଣୀ!

ଭଂଜନଗର : ଗଂଜାମ ଜିଲ୍ଳା ଭଂଜନଗର ସହର ନିକଟ କୋଦଣ୍ଡା ଗ୍ରାମ ପାର୍ଶ୍ୱ ରାସ୍ତାରୁ ଆଜି ରାତିରେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇ ଚିିିକିତ୍ସା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରଙ୍କୁ କନ୍‌ଷ୍ଟେବଳଙ୍କ ବସ୍‌ଉଠ୍‌ କରାଇବା ଘଟଣା : ଆଇଆଇସିଙ୍କୁ ରିପୋର୍ଟ ମାଗିଲେ ଏସ୍‌ପି

ବାଲିଆପାଳ : ବାଲିଆପାଳ ଥାନା ଜାମକୁଣ୍ଡା ଫାଣ୍ଡିର କନ୍‌ଷ୍ଟେବଳ ଦୀପକ ପ୍ରଧାନ ୫ ଜଣ କଲେଜ ଛାତ୍ରଙ୍କୁ ରାସ୍ତାରେ ବସ୍‌ଉଠ୍‌ କରାଇବା ଘଟଣାରେ ଆଜି ବାଲେଶ୍ୱର ଏସ୍‌ପି ନୀତିଶେଖର ମୁଣ୍ଡ ପୂରାଇଛନ୍ତି। ଏସ୍‌ପି ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡାଙ୍କୁ ଘଟଣା ବିଷୟରେ ସବିଶେଷ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...