ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ରେଢ଼ାଖୋଲରେ କଲରାପତରିଆ ଆତଙ୍କ!

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ କଲରାପତରିଆ ବାଘ କିଛିଦିନ ହେଲା ଆତଙ୍କ ଖେଳାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବଣ ଭିତରୁ ଚରିବାକୁ ଯାଇଥିବା ଛେଳିଙ୍କ ମୃତଦେହ ଉଦ୍ଧାର ହେବା ଏହି ଆତଙ୍କକୁ ବଢ଼ାଇ…
ଅଧିକ ଖବର ଦେଖନ୍ତୁ...

ସରକାରୀ କ୍ୟାଲେଣ୍ଡରରେ ନାହିଁ ନୂଆଁଖାଇ ଛୁଟି: ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର: ବର୍ଷ ସରିବାକୁ ଆଉ ପାଖାପାଖି ଦୁଇ ମାସ ବାକି ରହିଛି। ଇତିମଧ୍ୟରେ ନୂଆ ବର୍ଷ ୨୦୨୪ ମସିହାର ସରକାରୀ କ୍ୟାଲେଣ୍ଡର ବି ଆସିଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ସରକାରୀ ଛୁଟି ଦିବସର ତାଲିକାରେ ସମସ୍ତ ପର୍ବପର୍ବାଣିର ନାମ ଉଲ୍ଳେଖ ରହିଥିଲେ ବି ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନ୍‌ଙ୍କ ସମଲେଇ ପ୍ରକଳ୍ପ ସମୀକ୍ଷା

ସମ୍ବଲପୁର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସମ୍ବଲପୁର ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ୍‌ ଓ ମାନବସମ୍ବଳ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

୨୧ରେ ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରପତି

ସମ୍ବଲପୁର: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୧ ତାରିଖ ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ପହଂଚି ଅଶୋକ ନିବାସରେ ଅବସ୍ଥାନ କରି‌ବେ। ଅପରାହ୍‌ଣ ୪ଟା ୧୫ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଆଖିଖୋସା ସଂପତ୍ତି: ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ୩ଟା…

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍। ପ୍ରାପ୍ତ ସୂଚନା ଅନୁଯାୟୀ, ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ବିରୋଧରେ ପୁଲିସ୍‌: ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ମାମଲା

ସମ୍ବଲପୁର: ଦିନେ ନିଜେ ଯେଉଁ ଥାନାରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ, ସେହି ଥାନାରେ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା। ସମ୍ବଲପୁରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବହୁ ବିବାଦୀୟ ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ଏବେ ମାମଲା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଓ ପତ୍ନୀଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର: ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି…
ଅଧିକ ଖବର ଦେଖନ୍ତୁ...

ସମ୍ୱଲପୁରରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଲେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ

ସମ୍ୱଲପୁର: ଆଜି ସକାଳେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେ ମା’ଙ୍କ ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିସହ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା, ସଂଗରୋଧରେ ଏବେ କଲରାପତରିଆ

ସମ୍ବଲପୁର: ରକ୍ତମୁଖା କଲରାପତରିଆ ବାଘ ସମ୍ବଲପୁର ଚିଡ଼ିଆଖାନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ସୁରକ୍ଷା ମଧ୍ୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ କଲରାପତରିଆ ବାଘ ସମ୍ବଲପୁରରେ ପହଂଚିବା ପରେ ଉଦ୍ଧାର କେନ୍ଦ୍ର(ରେସ୍‌କ୍ୟୁ ସେଣ୍ଟର)ରେ ଏକ ସ୍ବତନ୍ତ୍ର ଖୁଆଡ଼ରେ ସଂଗରୋଧରେ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ: ମଇଁଷି ପଶିଯିବାରୁ ଦୁର୍ଘଟଣା, ୨୦୦ ଯାତ୍ରୀ ଟ୍ରେନରେ ଥିଲେ

ସମ୍ବଲପୁର: ଝାରସୁଗୁଡ଼ା-ସମ୍ବଲପୁର ମେମୁ (୦୮୧୬୯) ଟ୍ରେନ ସଂଧ୍ୟାରେ ସଂକର୍ମା ଲାଇନ୍‌ଚ୍ୟୁତ ହୋଇଛି। ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ସମୟରେ ଟ୍ରେନ ଭିତରକୁ ଏକ ମଇଁଷି ପଶିଯିବାରୁ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ମଇଁଷିର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...