ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ: ବ୍ୟାପକ ପୁଲିସ ମୁତୟନ

ସମ୍ବଲପୁର: ବୁର୍ଲା  ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି। ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ କୌଣସି…
ଅଧିକ ଖବର ଦେଖନ୍ତୁ...

 ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ, ଗ୍ରାମବାସୀଙ୍କ ରାସ୍ତାରୋକ

କୁଚିଣ୍ଡା: ଆଜି ସକାଳ ପ୍ରାୟ ୫ଟା ସମୟରେ ସମ୍ୱଲପୁରର ରାଜପଥ ୨୪ ପଆରୁଆଭାଡି ଗ୍ରାମପଞ୍ଚାୟତ ସମ୍ମୁଖରେ ରାସ୍ତା କଡ଼ରେ ଚାଲି ଚାଲି କୁଚିଣ୍ଡା ପଟକୁ ଆସୁଥିବା ପଆରୁଆଭାଡି ଗ୍ରାମର ମୁକ୍ତେଶ୍ଵର ଧାନ ଓ ପଣ୍ଡରିକଟାର ଦଧି ଦର୍କାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘଟଣା ପରେ ପଆରୁଆଭାଡି…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୬ ଗେଟ୍‌ ଖୋଲା

ସମ୍ବଲପୁର: ପୂର୍ବରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିବା ବେଳେ ଆଜି ଅପରାହ୍‌ଣରେ ପୁଣି ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି। ଆଜି ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୧୨ ଫୁଟ୍‌ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରରକୁ ୧,୭୬,୦୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

୫୩ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍

ସମ୍ବଲପୁର: ସମ୍ବଲପୁର- ଦେବଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା  ୫୩ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷାରେ ଚେପଟାଆମ୍ବ ଗାଁ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଛି। ଜମନକିରା ଥାନା ଠାରୁ ଚେପଟାଆମ୍ବର ଦୂରତା…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀରେ ‘ଜୁହାର ପରିବାର’ ପାଳିଲା ନୂଆଁଖାଇ

ସମ୍ବଲପୁର: ନୂଆଦିଲ୍ଲୀରେ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର, ଦିଲ୍ଲୀ ପକ୍ଷରୁ ଆଜି ନୂଆଁଖାଇ ପରବ ଅନୁଷ୍ଠିତ ହୋଇଛି। ଦିଲ୍ଲୀ କେଣ୍ଟସ୍ଥିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ପ୍ରେକ୍ଷାଳୟରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ୭୭୧ ଶବଦାହ କଲାଣି ‘ସମ୍ବଳ’

ସମ୍ବଲପୁର: ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ଶବ ସତ୍କାରରେ ସମ୍ବଲପୁର ସ୍ବେଚ୍ଛାସେବୀ ସଂଗଠନ ‘ସମ୍ବଳ’ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜି ସୁଦ୍ଧା ଏହି ସଂଗଠନ ୬୦୧ ଜଣ ଅପରିଚତ ବ୍ୟକ୍ତି ଓ ୧୭୦ ଜଣ ଅସହାୟ ବ୍ୟକ୍ତିଙ୍କ ସହିତ ମୋଟ ୭୭୧ ଜଣ ଶବ ଦାହକରି ସମାଜସେବା କ୍ଷେତ୍ରରେ ବିରଳ…
ଅଧିକ ଖବର ଦେଖନ୍ତୁ...

ରାଜପଥ ପାଲଟିଛି ମରଣଯନ୍ତା: ପ୍ରତି ମାସରେ ଗଡ଼ୁଛି ୧୭ ମୁଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ରାଜପଥ ପାଲଟିଛି ମରଣଯନ୍ତା। ଗତ ୨୦ ମାସ ମଧ୍ୟରେ ରାଜପଥ ନେଲାଣି ୩୫୦ ଜୀବନ। ହାରାହାରି ହିସାବକୁ ନେଲେ ପ୍ରତ୍ୟେକ ମାସରେ ୧୭ରୁ ଅଧିକ ମୁଣ୍ଡ ଗଡ଼ୁଛି। ରାସ୍ତାର ଶୋଚନୀୟ ଅବସ୍ଥା ଦୁର୍ଘଟଣାରେ ଅନ୍ୟତମ ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଓଏସ୍‌ଓୟୁ ନାମଲେଖା ବନ୍ଦ ପ୍ରସଙ୍ଗ: ମାନବଶୃଙ୍ଖଳ ଜରିଆରେ ଦାବି ଉପସ୍ଥାପନ

ସମ୍ବଲପୁର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ)ର ସ୍ୱାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଉପରେ ରୋକ ଲାଗିବା ପରଠୁ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବନିଷ୍ପତ୍ତି ମୁତାବକ ଓଏସଓୟୁ ବଂଚାଅ ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...