ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ, ଲଘୁଚାପ…
ଅଧିକ ଖବର ଦେଖନ୍ତୁ...

ଜିଏମ୍‌ୟୁକୁ ୧୦ ଲକ୍ଷ ଟଙ୍କା ଦେଲା ମେହେର ଆସୋସିଏସନ୍‌

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମୟୁ)କୁ ସମ୍ବଲପୁରର ମେହେର ଆସୋସିଏସନ୍‌ ମଙ୍ଗଳବାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ମେହେର ଆସୋସିଏସନ୍‌ କ୍ରୀଡ଼ା କ୍ଷେତ୍ରରେ ଉନ୍ନତୀ ପାଇଁ ବହୁ ପୂର୍ବରୁ କାମ କରି ଆସିଛି। ଜିଏମ୍‌ୟୁରେ କ୍ରୀଡ଼ାର ଭୂତ୍ତିଭୂମି କ୍ଷେତ୍ରରେ ଉନ୍ନତୀକରଣ…
ଅଧିକ ଖବର ଦେଖନ୍ତୁ...

ବ୍ୟାଣ୍ଡେଜ ଭିଡି ମେଡିକାଲର ଅବ୍ୟବସ୍ଥା ଜଣାଇଲେ କୋସଲ କ୍ରାନ୍ତି ସେନା

ସମ୍ବଲପୁର: ବୁର୍ଲା ଭିମସାରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ଡାକ୍ତରଖାନାରେ ଅନେକ ସମସ୍ୟା ଥିଲେ ବି ତାହାର ସମାଧାନ କରାଯାଉନି। ଯାହାକୁ ନେଇ କୋସଲ କ୍ରାନ୍ତି ସେନା ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଅବ୍ୟବସ୍ଥାକୁ ଜିଲ୍ଲାପ୍ରଶାସନକୁ ଜଣାଇବାକୁ ଅଭିନବ…
ଅଧିକ ଖବର ଦେଖନ୍ତୁ...

ଓଏସ୍‌ଓୟୁ ଭାଗ୍ୟକୁ ନେଇ ଖେଳ: ଏପ୍ରିଲ୍‌ ନିଷ୍ପତ୍ତିକୁ ଜୁଲାଇରେ ଭୁଲିଗଲା ଉଚ୍ଚଶିକ୍ଷା ବିଭାଗ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସଓୟୁ) ସହ ଖେଳ ଖେଳାଯାଉଛି। ନାକ୍‌ ମାନ୍ୟତା ନାହିଁ ବୋଲି ୟୁଜିସି ନାମଲେଖାକୁ ଅନୁମତି ଦେଲା ନାହିଁ। ଆଉ ନାକ୍ ମାନ୍ୟତା ନମିଳିବା ପଛର କାରଣ ଶିକ୍ଷକ ପଦବି ନାହିଁ। ସବୁ ଜାଣିଥିଲେ ରାଜ୍ୟ ସରକାର। କିନ୍ତୁ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୪ ଜିଲ୍ଲାରେ ପ୍ରବଳ…

ଭୂବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି…
ଅଧିକ ଖବର ଦେଖନ୍ତୁ...

ଓ଼ଏସଓୟୁରେ ଆଡ଼ମିସନ ଠପ, ଅଚିନ୍ତାରେ ସରକାର

ସମ୍ବଲପୁର: ୨୦୧୫ ମସିହାରେ ସମ୍ବଲପୁରରେ ସ୍ଥାପିତ ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ସ୍ୱାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ରୋକ୍ ଲାଗିଛି। ଶିକ୍ଷକ ଓ ଅଣ-ଶିକ୍ଷକ ଅଭାବ ଏବଂ ନିଜସ୍ୱ କୋଠା ନଥିବାରୁ ବିଶ୍ବବିଦ୍ୟାଳୟକକୁ ନାକ୍ ସ୍ୱୀକୃତି ଏ ପର୍ଯ୍ୟନ୍ତ ମିଳିପାରି…
ଅଧିକ ଖବର ଦେଖନ୍ତୁ...

ମଙ୍ଗୁଳି-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ: ସରୁନି କାମ, ଗଡ଼କରୀ ଫେଲ୍‌

ସମ୍ବଲପୁର/ଅନୁଗୁଳ: ସରୁନି ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ। ଥରକୁ ଥର ବଢ଼ୁଛି ଅବଧି। ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସାରିବାକୁ ଏହା ଭିତରେ ୪ ଥର ଡେଡ୍‌ଲାଇନ୍‌ ବଦଳିଥିଲେ ମଧ୍ୟ କାମ ସରିବାର ନାଁ ଧରୁନି। ଏହାକୁ ସଂପୂର୍ଣ୍ଣ କରିବାରେ କେନ୍ଦ୍ର ସଡ଼କ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ବାମୀ ଗିରଫ

ସମ୍ବଲପୁର: ପ୍ରଥମେ ସ୍ତ୍ରୀକୁ ମାଡ଼ ମାରି ନିର୍ଯାତନା ଦେଇ ଗିରଫ ହୋଇଥିଲେ। ଏବେ ସ୍ତ୍ରୀର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ି ସ୍ବାମୀ ଦ୍ବିତୀୟ ଥର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ବଡ଼ବଜାରର ଏନ୍‌ ପରଵିନ୍‌ ୨୦୦୯ରେ ଆକ୍ରମ ଖାନଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଶୀର୍ଷ ସ୍ତର ଛୁଇଁବା ନେଇ ଆଶଙ୍କା: ସେ‌ପ୍‌ଟେମ୍ବର ୧ରେ ଜଳସ୍ତର ୬୨୭ ଫୁଟ ରହିବା କଥା, ରହିଛି ୬୨୦.୫୬

ସମ୍ବଲପୁର: ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର ଏହାର ଶୀର୍ଷସ୍ତର ୬୩୦ ଫୁଟ ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଛି। ରୁଲ୍‌ କର୍ଭ ଅନୁସାରେ ମହାନଦୀର ବନ୍ୟା ନିୟନ୍ତ୍ରଣ ସହ ସେପ୍‌ଟେମ୍ବର ୩୦ / ଅକ୍ଟୋବର ୧ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟ୍‌ରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ଦିଆଯିବ ପଟ୍ଟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର ଜିଲ୍ଲା ହୀରାକୁଦ ଓ ଗଂଜାମ ଜିଲ୍ଲା ସୋରଡାର ବିଭିନ୍ନ ପ୍ରକଳ୍ପରେ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...